ନିଜ ପାର୍ଟନର ଙ୍କୁ ପଚାରନ୍ତୁ ଏହି 3 ଟି ପ୍ରଶ୍ନ, ଯାହା କହିଦେବ ଆପଣଙ୍କ ପ୍ରେମ ସତ ନା ଛଳନା

ବନ୍ଧୁଗଣ ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ । ଏହି ଦୁନିଆର ସମସ୍ତ ମଣିଷ ନିଶ୍ଚୟ କେବେ ନା କେବେ କାହାକୁ ପ୍ରେମ କରିଥିବେ । ପ୍ରେମରେ କେତେଜଣ ନିଜ ପାର୍ଟନରଙ୍କୁ ଜୀବନ ସାରା ପାଇ ସଫଳ ହୋଇଥାନ୍ତି ତ ଅନ୍ୟ କେତେଜଣ ନିଜ ପାର୍ଟନରଙ୍କୁ ହରାଇ ବିଫଳ ହୋଇଥାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଏପରି ବିଷୟ ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ଜାଣିପାରିବେ ଯେ, ଆପଣଙ୍କ ପାର୍ଟନର ଆପଣଙ୍କୁ ସଚଟ ପ୍ରେମ କରୁଛି ନା ଆପଣଙ୍କୁ ଆଗାମୀ ସମୟରେ ଧୋକା ଦେବ । ବନ୍ଧୁଗଣ ଯଦି ଆପଣ ମାନେ କାହାକୁ ପ୍ରେମ କରୁଛନ୍ତି ତା ହେଲେ ଆପଣ ନିଜ ପାର୍ଟନର ବିଷୟରେ ନିଶ୍ଚୟ ଜାଣିପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ନିଜ ପାର୍ଟନରକୁ କିଛି ପ୍ରଶ୍ନ ପଚାରିବାକୁ ହେବ ଯଦି ସେ ସେହି ପ୍ରଶ୍ନର ସଠିକ ଉତ୍ତର ଦେବେ ତା ହେଲେ ସେ ଆପଣଙ୍କ ସଚଟ ପ୍ରେମ କରୁଛନ୍ତି ଓ ଯଦି ସେହି ଉତ୍ତରଟି ଭୁଲ ଥିବ ତା ହେଲେ ସେ ଆପଣଙ୍କ ସହ ଧୋକା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ପ୍ରଶ୍ନ ଓ ଉତ୍ତର ବିଷୟରେ ।

ଆପଣ ନିଜ ପାର୍ଟନରକୁ ପ୍ରଥମ ପ୍ରଶ୍ନ ପଚାରନ୍ତୁ- ତମେ ମତେ କାହିଁକି ଭଲ ପାଇଲ ?

ଯଦି ସେ ଆପଣଙ୍କୁ ଏହାର ଉତ୍ତର ଦେଇ କହିବେ- ମୁ ଜାଣି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ବୁଝି ଯାନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କୁ ସଚଟ ପ୍ରେମ କରୁଛନ୍ତି । ଯଦି ସେ ଆପଣଙ୍କୁ ଆପଣଙ୍କର କୌଣସି ଗୁଣ, ସୁନ୍ଦରତା ବା ସ୍ଵଭାବ ଦେଖି ଭଲ ପାଉଛନ୍ତି ତା ହେଲେ ସେ ଆପଣଙ୍କୁ ସଚଟ ପ୍ରେମ କରୁନାହାନ୍ତି ।

ଆପଣ ନିଜ ପାର୍ଟନରଙ୍କୁ ଦୁତୀୟ ପ୍ରଶ୍ନ ପଚାରନ୍ତୁ- ଯଦି ତମକୁ ନିଜ ପରିବାର ଲୋକ ଅନ୍ୟ କାହା ସହ ବିବାହ କରିବାକୁ କହିବେ ତା ହେଲେ ତମେ କଣ କରିବ ?

ଯଦି ଏହାର ଉତ୍ତର ଦେଇ ଆପଣଙ୍କ ପାର୍ଟନର ଆପଣଙ୍କୁ କହିବ- କାହାର ଏତେ ସାହସ ନାହିଁ ବା ମୁ କେବେଳ ତମକୁ ହିଁ ବିବାହ କରିବି କିମ୍ବା ମୋ ଘର ଲୋକଙ୍କ ବିରୋଧରେ ଆସି ମୁ ତମକୁ ବିବାହ କରିବି ଆଦି କହିବେ ତା ହେଲେ ଆପଣ ବୁଝି ଯାନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କୁ ସଚଟ ପ୍ରେମ କରୁଛନ୍ତି । ଏହା ବ୍ଯତୀତ ଯଦି ଅନ୍ୟ କିଛି ଉତ୍ତର ଆପଣଙ୍କୁ ମିଳିଥାଏ ତା ହେଲେ ବୁଝି ଯାନ୍ତୁ ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋକା ଦେଉଛନ୍ତି ।

ଏହାପରେ ଆପଣ ନିଜ ପାର୍ଟନରଙ୍କୁ ଶେଷ ପ୍ରଶ୍ନ ପଚାରନ୍ତୁ- ତମେ ଜୀବନରେ ସବୁଠାରୁ ଅଧିକ କଣ ଚାହୁଁଛ ?

ଯଦି ଏହାର ଉତ୍ତରରେ ସେ କହିବେ- ମୋ ଜିନରେ ମୁ କେବଳ ତମକୁ ପାଇବା ପାଇଁ ଚାହୁଁଛି ତା ହେଲେ ଆପଣଙ୍କ ପାର୍ଟନର ଆପଣଙ୍କୁ ସଚଟ ପ୍ରେମ କରୁଛନ୍ତି । ଯଦି ତାଙ୍କ ମନରେ ଅନ୍ୟ କିଛି ଭାବନା ଅଛି ତା ହେଲେ ସେ ଆପଣଙ୍କୁ ସଚଟ ପ୍ରେମ କରୁ ନାହାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *