ପୁରୁଷ ମାନଙ୍କୁ ଏହି 3 କାମ କରିବାରେ କେବେ ବି ଲାଜ କରିବା କଥା ନୁହେଁ, ପୁରୁଷ ମାନେ ନିଶ୍ଚୟ ଥରେ ଦେଖନ୍ତୁ- Chanakya Niti

ବନ୍ଧୁଗଣ ଚାଣକ୍ୟ ଥିଲେ ଏକ ମହାନ ଜ୍ଞାନୀ ସେ ନିଜ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ରାଜ ଗଦିରେ ବସେଇ ଥିଲେ । ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ମାନବ ସମାଜକୁ ସୁଖମୟ ଓ ସଫଳମୟ ବନେଇବା ପାଇଁ କିଛି ନୀତି ଲେଖିଛନ୍ତି । ଚାଣକ୍ୟଙ୍କ ଗ୍ରନ୍ଥର ନାମ ହେଉଛି ଚାଣକ୍ୟ ନୀତି । ବନ୍ଧୁଗଣ ଚାଣକ୍ୟ ପୁରୁଷ ମାନଙ୍କ ପାଇଁ କିଛି ବିଶେଷ କଥା ଲେଖିଛନ୍ତି । ପୁରୁଷ ମାନଙ୍କୁ କିଛି ଜିନିଷ ମାଗିବା ପାଇଁ କେବେହେଲେ ଲଜ୍ୟା କରିବା ଉଚିତ ନୁହେଁ ।

ଯଦି ପୁରୁଷ ମାନେ ବିନା ଲଜ୍ୟାରେ ଏହି ସବୁ ଜିନିଷକୁ ମାଗିଦେବେ ତା ହେଲେ ସେମାନେ ତାଙ୍କ ଜୀବନରେ ନିଶ୍ଚୟ ସଫଳତା ପାଇବେ ଓ ଏକ ସୁଖମୟ ଜୀବନ ଅତିବାହିତ କରିବେ । ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ଜିନିଷ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ସବୁବେଳେ ପରସ୍ପରକୁ ପ୍ରେମ କରିବା ଉଚିତ । ଖାସ କରି ଶାରୀରିକ ସମ୍ବନ୍ଧ ସମୟରେ ସେମାନେ ଲଜ୍ୟା ଅନୁଭବ କରିବା ଉଚିତ ନୁହେଁ । ଯଦି ସେମାନେ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଲାଜ କରିବେ ବା ଭୟ କରିବେ ତା ହେଲେ ସେମାନଙ୍କ ଜୀବନରେ ଅଲଗା ମଣିଷ ସମସ୍ୟା ସୃଷ୍ଟି କରିବେ । ତେଣୁ ବନ୍ଧୁଗଣ ଶାରୀରିକ ସମ୍ବନ୍ଧ ରଖିବା ସମୟରେ କେବେହେଲେ ଲଜ୍ୟା କରିବେ ନାହିଁ ।

୨. ବନ୍ଧୁଗଣ ଆମେ ମାନେ ସବୁଦିନ ବଞ୍ଚିବା ପାଇଁ ଭୋଜନ କରିଥାଉ । ହେଲେ କେତେଜଣ ଏପରି ଅଛନ୍ତି ଯେଉଁ ମାନେ ଅନ୍ୟ ମାନଙ୍କ ସାମ୍ନାରେ ଭୋଜନ କରିବାକୁ ଲଜ୍ୟା ଅନୁଭବ କରନ୍ତି । ତେଣୁ ଆପଣ ମାନଙ୍କୁ ଭୋଜନ କରିବା ସମୟରେ କେବେ ହେଲେ ଲଜ୍ୟା ଅନୁଭବ କରିବା ଉଚିତ ନୁହେଁ । ଯେଉଁ ଲୋକ ମାନେ ଭୋଜନ କରିବା ସମୟରେ ଲଜ୍ୟା କରନ୍ତି ସେମାନେ ଭୋକରେ ସୋଇଥାନ୍ତି ତେଣୁ ଆପଣ ମାନଙ୍କୁ ଏହି ପରିକା ଭୁଲ କେବେବି କରିବା ଉଚିତ ନୁହେଁ ।

୩. ଗୁରୁଙ୍କ ଠାରୁ ଜ୍ଞାନ ନେବା ସମୟରେ ବା ଅନ୍ୟ କୌଣସି ବ୍ୟକ୍ତି ଠାରୁ ସୂଚନା ନେବା ସମୟରେ କେବେହେଲେ ଲଜ୍ୟା ଅନୁଭବ କରନ୍ତୁ ନାହିଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଗୁରୁଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେହେଲେ ଲଜ୍ୟା କରନ୍ତୁ ନାହିଁ କାରଣ ଯେଉଁ ଲୋକ ଜ୍ଞାନ ନେବା ସମୟରେ ଲଜ୍ୟା କରିଥାଏ ତାର ଜ୍ଞାନ ଅଧୁରା ରହିଯାଇଥାଏ ।

୪. ବନ୍ଧୁଗଣ ଉଧାରର ପଇସାକୁ ଫେରସ୍ତ ମାଗିବାକୁ କେବେହେଲେ ଲଜ୍ୟା କରନ୍ତୁ ନାହିଁ । ଚାଣକ୍ୟଙ୍କ ମତରେ ଆପଣ ନିଜ ଟଙ୍କାକୁ ମାଗିବା ପାଇଁ କେବେ ଲଜ୍ୟା କରିବା ଉଚିତ ନୁହେଁ ନଚେତ ଆପଣଙ୍କୁ ଆଗାମୀ ସମୟରେ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଏହି ସବୁ କଥା ଗୁଡିକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *