Ollywood ଅଭିନେତା Sabyasachi ଙ୍କୁ ବାଡ଼େଇଲେ ତାଙ୍କ ମା’, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନିଜ ମାଆ ଙ୍କ ଠାରୁ ମା-ଡ଼ ଖାଇଛନ୍ତି ଓଡ଼ିଆ ଅଭିନେତା ସବ୍ୟସାଚୀ । ଆଜ୍ଞା ହଁ, କଥାଟି ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଭାବରେ କେମିତି ଲାଗୁଥିବ । କିନ୍ତୁ ଏହି କଥାଟି ସମ୍ପୂର୍ଣ୍ଣ ରୂପରେ ସତ । ତେବେ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ କଣ ରହିଛି ଆସନ୍ତୁ ବିସ୍ତାର ରୂପରେ ଜାଣିବା । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆଜି ହେଉଛି ଷଷ୍ଠୀ ଓଷା ଏବଂ ଏହି ଓଷା ରେ ସମସ୍ତେ ନିଜ ଘରେ ନିଜ ପରିବାର ସଦସ୍ୟ ଙ୍କୁ ଝା-ଡ଼ି ଦେଉଥିବାର ନଜର ରେ ଆସିଥାନ୍ତି ।

ଓଡ଼ିଆ ପର୍ବ ପର୍ବାଣୀ ଅନୁସାରେ ଅଭିନେତା ସବ୍ୟସାଚୀ ଙ୍କ ମାଆ ମଧ୍ୟ ନିଜ ପୁଅ ଙ୍କୁ ଝା-ଡ଼ି ଦେଉଥିବାର ନଜର ରେ ଆସିଛନ୍ତି । ଏହି ଭିଡିଓଟି କୁ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ପୋ-ଷ୍ଟ କରିଛନ୍ତି । ସେ ଏହି ପୋ-ଷ୍ଟ କୁ ସେ-ୟା-ର କରି ଲେଖିଥିଲେ ଯେ, “ଓଡ଼ିଆ ପର୍ବ ପର୍ବାଣୀ ର ମଜା ଖୁବ ନିଆରା ଏବଂ ଓଡ଼ିଆ ପର୍ବ ପର୍ବାଣୀ ସବୁବେଳ ପାଇଁ ଜୀବିତ ହୋଇ ରହିଥିବ ।

ତେବେ ଆପଣ ମାନେ ମଧ୍ୟ କିଏ କିଏ ନିଜ ମାଆ ଙ୍କ ଠାରୁ ମା-ଡ଼ ଖାଇଛନ୍ତି ନିଶ୍ଚିତ କମେଣ୍ଟ ବକ୍ସ ରେ ଜଣାଇବେ । ” ଏହିପରି କିଛି ଲେଖି ଅଭିନେତା ସବ୍ୟସାଚୀ ସୋ-ସି-ଆ-ଲ ମି-ଡି-ଆ -ରେ ବ୍ୟକ୍ତ କରିଥିଲେ । ତେବେ ସେହି ଭି-ଡି-ଓ ରେ ସବ୍ୟସାଚୀ ଙ୍କ ମାଆ ତାଙ୍କୁ ଝା-ଡ଼ି ଦେବାର ନଜର ଆସୁଛନ୍ତି ଏବଂ ଏଥିରେ ମା-ଡ଼ ମା-ରୁ ଥିବାର ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ଦେଖି ସବ୍ୟସାଚୀ ହସୁ ମଧ୍ୟ ଥିଲେ ।

ଯେଉଁ ଫଟୋ ଟି କୁ ସୋ-ସି-ଆ-ଲ ମି-ଡି-ଆ- ରେ ସବ୍ୟସାଚୀ ସେ-ୟା-ର କରିଥିଲେ ସେହି ଫଟୋ କୁ ଦେଖି ବର୍ତ୍ତମାନ ଫାନ୍ସ ମାନଙ୍କ ମଧ୍ୟରେ କୌତୁହଳ ଖେଳି ଯାଇଛି । ଫାନ୍ସ ମାନେ ମଧ୍ୟ ନିଜର ଭଲ ପାଇବା କମେଣ୍ଟ ରେ ଜାହିର କରିଛନ୍ତି । କିଛି ବ୍ୟକ୍ତି ଏହା ମଧ୍ୟ ଲେଖିଛନ୍ତି ଯେ, ସବ୍ୟସାଚୀ ଙ୍କ ଏହି ଫଟୋ ଦେଖି ଓଡ଼ିଆ ପର୍ବ ର ସ୍ମୃତି ତାଜା ହୋଇଗଲା ।

ସବ୍ୟସାଚୀ ଙ୍କ ଷଷ୍ଠୀ ପୂଜା ର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଖୁବ ମାତ୍ରାରେ ଭା-ଇ-ରା-ଲ ହେଉଛି ଏବଂ ଏହା ଚର୍ଚ୍ଚା ର ବିଷୟ ସାଜିଛି । ତେବେ ଆପଣ ମାନଙ୍କୁ ମଧ୍ୟ ମାଆ ଓ ପୁଅ ଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ କିପରି ଲାଗିଲା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *