କେବଳ ଏହି 3 ଟି ଜିନିଷ କ୍ଷୀରରେ ମିଶାଇ ଖାଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ଦରଜ, Back Pain, କମଜୋରି, Calcium ର ଅଭାବ ସବୁ ଗାୟବ ହେଇଯିବ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କୁ କମ ବୟସରେ ଆଣ୍ଠୁ ଗଣ୍ଠି ସମସ୍ୟା, ଅଣ୍ଟା ବିନ୍ଧା, ଦୁର୍ବଳତା ଓ ଶରୀରରେ କ୍ୟାଲସିୟମର ଅଭାବ ଆଦି ସମସ୍ୟା ହେଉଛି । ଯାହାଫଳରେ ଲୋକମାନେ ବହୁତ ଚିନ୍ତାରେ ରହୁଛନ୍ତି । ବନ୍ଧୁଗଣ ଯଦି କୌଣସି ମଣିଷକୁ ଏହି ସବୁ ସମସ୍ୟା ହେବ ତା ହେଲେ ସେ ଆଜୀବନ ବହୁତ ଟଙ୍କାର ମେଡ଼ିସିନ ଖାଇବ । ବନ୍ଧୁଗଣ ସାଧାରଣତଃ ଏହି ସମସ୍ୟା ଶରୀରରେ କ୍ୟାଲସିୟମର ଅଭାବ ହେବା କାରଣରୁ ହୋଇଥାଏ । ଯଦି ମଣିଷ ସଠିକ ଜୀବନ ଶୈଳୀ ଓ ସଠିକ ଖାଦ୍ୟର ସେବନ ନକରିବ ତା ହେଲେ ବହୁତ କମ ବର୍ଷ ବୟସରେ ତାର ଏହି ସବୁ ସମସ୍ଯା ନିଶ୍ଚୟ ହେବ ।

ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ୟା ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜର ଏହି ସମସ୍ତ ସମସ୍ୟାକୁ ବହୁତ ଶୀଘ୍ର ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଉପଚାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପାୟକୁ ବନେଇବା ପାଇଁ ଆପଣ ପ୍ରଥେମ ଗ୍ଯାସ ଚୁଲାରେ ଏକ ପାତ୍ର ବଶାନ୍ତୁ ଓ ସେଥିରେ ଏକ ଚାମଚ ଦେଶୀ ଘିଅ ପକାଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଦୁଇ ଚାମଚ ଖସଖସ ନିଅନ୍ତୁ କାରଣ ଖସଖସ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏହାପରେ ଆପଣ ସେଥିରେ ଏକ ଗ୍ଳାସ କ୍ଷୀର ମିଶାଇ ଦିଅନ୍ତୁ । ଏହାପରେ ଆପଣ ଦୁଇଟି ବାଦାମକୁ ଛେଚି ସେହି ମିଶ୍ରଣରେ ମିଶାଇ ଦିଅନ୍ତୁ । ବନ୍ଧୁଗଣ ବାଦାମ ଆମ ଶରୀରର ମାଂସ ପେଶୀ ଓ ହାଡକୁ ମଝବୁତ ରଖିବା ସହିତ ଆମ ଆଖିକୁ ସୁସ୍ଥ ରଖିଥାଏ ।

ଏହାପରେ ଆପଣ ସେହି ମିଶ୍ରଣରେ ଏକ ମୁଠା ମଖାନା ମିଶାଇ ଦିଅନ୍ତୁ । ବନ୍ଧୁଗଣ ମଖାନା ଆମ ଆଣ୍ଠୁ ଗଣ୍ଠି ଆଦି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଫାଇବାର, ଆଇରନ ଓ ଜିଙ୍କ ଆଦି ରହିଥାଏ ଯାହା ଆମ ଶରୀରର ମାଂସ ପେଶୀ ଓ ହାଡ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏହା ସହିତ ଏହା ହାର୍ଟକୁ ସୁସ୍ଥ ରଖିଥାଏ ଓ ଡାଇବେଟିସ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ ।

ବନ୍ଧୁଗଣ ଏହା ପରେ ଆପଣ ସେହି ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିଅନ୍ତୁ । ଫୁଟାଇବା ପରେ ଆପଣ ସେହି ମିଶ୍ରଣରେ ସ୍ଵାଦ ଅନୁସାରେ କିଛି ମିଶ୍ରି ମିଶାଇ ଦିଅନ୍ତୁ । ଏହାପରେ ଆମ ମିଶ୍ରଣ ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ସବୁଦିନ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ମାତ୍ର ଏକ ମାସର ସେବନରେ ଆପଣଙ୍କର ଶରୀରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *