ଏହି 3 ଜଣ ମହିଳା ଭୁଲରେ ବି କରନ୍ତୁ ନାହିଁ ନବରାତ୍ରି ବ୍ରତ, 7 ଜନ୍ମ ପର୍ଯ୍ୟନ୍ତ ଦୁଃଖ ଦରିଦ୍ରତାରେ କଟିଥାଏ ଜୀବନ- Vastu Tips

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ନବରାତ୍ରିକୁ ଏକ ପବିତ୍ର ପର୍ବର ମାନ୍ୟତା ଦିଆଯାଇଛି । ନବରାତ୍ରିରେ ଦେବୀ ଦୂର୍ଗାଙ୍କର ୯ଟି ଅବତାରର ପୂଜା ଅର୍ଚନା କରାଯାଇଥାଏ । ବନ୍ଧୁଗଣ ନବରାତ୍ରି ହେଉଛି ଏକ ମହତ୍ଵପୂର୍ଣ୍ଣ ପର୍ବ ଯାହାକୁ ସଂପୂର୍ଣ୍ଣ ଭାରତରେ ବହୁତ ଉତ୍ସାହର ସହ ପାଳନ କରାଯାଇଥାଏ । ବନ୍ଧୁଗଣ ଏହି ପର୍ବରେ କେତେକ ମହିଳା ମାନେ ବ୍ରତ ରଖିଥାନ୍ତି ଓ ନିଜ ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ମା ଦୂର୍ଗାଙ୍କର ପୂଜା ଅର୍ଚନା କରିଥାନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ମହିଳା ଅଛନ୍ତି ଯେଉଁ ମାନଙ୍କୁ ଏହି ବ୍ରତ ରଖିବା ଅନୁଚିତ ଅଟେ ।

ଯଦି ଏହି ମହିଳା ମାନେ ନବରାତ୍ରି ଦିନ କୌଣସି ବ୍ରତ ରଖିବେ ତା ହେଲେ ଏମାନଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ ଓ ଏହି ମହିଳା ମାନଙ୍କୁ ନିଜ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ ।

୧. ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ବିବାହିତ ମହିଳା ବା ପୁରୁଷ ତଲାକ ନେଇ ସାରିଛନ୍ତି ତା ହେଲେ ନବରାତ୍ରି ଦିନ କୌଣସି ବ୍ରତ ରଖନ୍ତୁ ନାହିଁ । ମହିଳାଙ୍କ ସହିତ ପୁରୁଷ ମାନଙ୍କୁ ମଧ୍ୟ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ।

ଯଦି ଆପଣ ଏହି ଭୁଲ କରିବେ ତା ହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇପାରନ୍ତି । ବନ୍ଧୁଗଣ ବିବାହ ଏକ ପବିତ୍ର ବନ୍ଧନ ଅଟେ ଓ ସ୍ଵାମୀ ସ୍ତ୍ରୀଙ୍କୁ ଆଜୀବନ ପରସ୍ପର ସହ ସମସ୍ତ ଦୁଃଖ ସୁଖରେ ରହିବାକୁ ପଡିଥାଏ । ତେଣୁ ଯଦି ଆପଣ ତଲାକ ନେଇ ସାରିଛନ୍ତି ତା ହେଲେ ଏହି ବ୍ରତକୁ ଭୁଲ ସେ ମଧ୍ୟ ରଖନ୍ତୁ ନାହିଁ ।

୨. ବନ୍ଧୁଗଣ ଯେଉଁ ମହିଳା ମାନେ ଚ-ରି-ତ୍ର-ହୀ-ନ ଥିବେ ସେମାନଙ୍କୁ ନବରାତ୍ରିର ବ୍ରତ ରଖିବା ଉଚିତ ନୁହେଁ । କାରଣ ଶରୀରର ପବିତ୍ରତା ଯଦି ମହିଳା ହରାଇ ବସିଥିବ ତ ହେଲେ ସେ ଏକ ପା-ପୀ ସହ ସମାନ ହୋଇଥାଏ । ତେଣୁ ସେହି ମହିଳାଙ୍କ ପୂଜାକୁ କେବେହେଲେ ମା ଲକ୍ଷ୍ମୀ ସ୍ଵୀକାର କରିବେ ନାହିଁ । ବନ୍ଧୁଗଣ ଏହି ମହିଳା ମାନଙ୍କୁ ଏହି ବ୍ରତ ରଖିବା ଉଚିତ ନୁହେଁ ।

୩. ଯଦି ବନ୍ଧୁଗଣ ଆପଣଙ୍କୁ କୌଣସି ଘଟକ ରୋଗ ହୋଇଛି ତା ହେଲେ ଆପଣ ଏହି ବ୍ରତକୁ ଭୁଲ ସେ ମଧ୍ୟ ରଖନ୍ତୁ ନାହିଁ । କାରଣ ଯଦି ଆପଣ ରୋଗରେ ପୀଡିତ ରହି ବ୍ରତ ରଖିବେ ତା ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ରହିବ । ଏହି ପ୍ରକାରର ବ୍ରତକୁ ମା ଲକ୍ଷ୍ମୀ କେବେବି ସ୍ଵୀକାର କରନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଏହି ସବୁ ମହିଳା ମାନଙ୍କୁ ନବରାତ୍ରିର ବ୍ରତ ରଖିବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *