Bollywood ରେ ସବୁଠୁ ଅଧିକ ଗୋରୀ ଅଟନ୍ତି ଏହି ୫ ଜଣ ଅଭିନେତ୍ରୀ, ନମ୍ବର ୨ ର ରଙ୍ଗ ତ କ୍ଷୀର ପରି ପୁରା ସଫା ଧଳା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ପୂର୍ବରୁ ବଲିଉଡରେ ଅଭିନେତ୍ରୀ ମାନଙ୍କର ଅଭିନୟକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା ହେଲେ ବର୍ତ୍ତମାନ ଅଭିନେତ୍ରୀ ମାନଙ୍କର ସୁନ୍ଦରତକୁ ଅଧିକ ଗୁରୁତ୍ଵ ଦିଆଯାଉଛି । ସେଥିପାଇଁ ଅଭିନେତ୍ରୀ ମାନେ ନିଜ ସୁନ୍ଦରତକୁ ମେଣ୍ଟେନ କରିବା ପାଇଁ ବହୁତ କିଛି କରୁଛନ୍ତି । ବନ୍ଧୁଗଣ ଆମ ବଲିଉଡରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବହୁତ ଗୋରା ଅଟନ୍ତି ଓ ନିଜ ଗୋରାପଣ ପାଇଁ ମଧ୍ୟ ସେମାନେ ବହୁତ ଚର୍ଚାରେ ରୁହନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ଅଧିକ ଗୋରା ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


କରିନା କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ କରିନା କପୁର । କରିନା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । କରିନା ମଧ୍ୟ ବଲିଉଡର ସବୁଠାରୁ ଅଧିକ ଗୋରି ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ତାଙ୍କ ରଙ୍ଗ କାଗଜ ପରି ଗୋରା ଅଟେ ଯେଉଁଥି ପାଇଁ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଅନୁଷ୍କ ଶର୍ମା । ଅନୁସ୍କା ବଲିଉଡର ସମସ୍ତ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ସେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଅନୁସ୍କା ମଧ୍ୟ ବହୁତ ଗୋରା ଅଟନ୍ତି । ତାଙ୍କ ରଙ୍ଗ କ୍ଷୀର ପରି ବିଲକୁଲ ସଫା ଧଳା । ସେ ଏହି କିଛି ଦିନ ହେବ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି ଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।


ତମନା ଭାଟିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ସାଉଥର ଫେମସ ଅଭିନେତ୍ରୀ ତମନା ଭାଟିଆ । ତମନା ଉଭୟ ବଲିଉଡ ଓ ସାଉଥର ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ସେ ସାଉଥର ବ୍ଲକବଷ୍ଟର ‘ବାହୁବଲି’ ରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ତମନାଙ୍କ ରଙ୍ଗ ସବୁଠାରୁ ଅଧିକ ଗୋରା । ସେ ନିଜ ରଙ୍ଗ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଜ୍ୟାକଲିନ ଫାର୍ନାଣ୍ଡିଜ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସେକସି ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ । ଜ୍ୟାକଲିନ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡର ବହୁତ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ସେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଜ୍ୟାକଲିନ ମଧ୍ୟ ଗୋରି ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି । ଜ୍ୟାକଲିନଙ୍କ ରଙ୍ଗ କ୍ଷୀର ପରିକା ଗୋରା ଅଟେ ।

ମୋନିକା ବେଦୀ- ଅଣ୍ଡରୱଲଡ ଡନ ଅବୁ ସଲେମ ଓ ଅଭିନେତ୍ରୀ ମୋନିକା ବେଦୀଙ୍କର ଅଫେୟାର ବହୁତ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲା , ପୋଲିସଙ୍କ ଦ୍ଵାରା ଧରାପଡ଼ିବା ପରେ ମୋନିକା ବେଦୀ ବି ଆବୁ ସାଲେମଙ୍କ ସହିତ ଜେଲରେ ଥିଲେ । କିନ୍ତୁ ଏବେ ସେ ତାଙ୍କ ଦଣ୍ଡ କାଟି ସାରିଲେଣି ଓ ଇଣ୍ଡଷ୍ଟ୍ରିକୁ ସେ ଫେରିଲେଣି , ମୋନିକା ବେଦୀ ମଧ୍ୟ ବଲିଉଡରେ ସବୁଠୁ ଗୋରୀ ଅଭିନେତ୍ରୀ ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *