କୋଭିଡ ଟୀକା କରଣ (Covishield ଓ Covaxin), କିଏ ନେବେ ଓ କିଏ ନେବେ ନାହିଁ- Dr Niroj Kumar Mishra

ବନ୍ଧୁଗଣ କରୋନା ମ-ହା-ମା-ରୀର ଦ୍ଵିତୀୟ ଲହରୀ ସାରା ଦେଶରେ ଖେଳିଯାଇଛି । ଲକ୍ଷାଧିକ ଲୋକ ଏହି ଭାଇରସର ସଂକ୍ରମଣରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଦେଶରେ କରୋନା ମ-ହା-ମା-ରୀ ଏକ ବଡ ସମସ୍ୟାର ବିଷୟ ପାଲଟିଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଭାରତ ସରକାର ମେ ୧ ତାରିଖରୁ କରୋନା ଟୀକା ଦେବା ପାଇଁ ଘୋଷଣା କରିଛନ୍ତି ।

ବନ୍ଧୁଗଣ ଆସୁଥିବା ମେ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ ମାନେ ଟୀକା ଗ୍ରହଣ କରିପାରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କେଉଁ ମାନେ ଏହି ଟୀକା ନେବେ ଓ କେଉଁ ମାନେ ନେବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଭାରତରେ ଦୁଇଟି ଟୀକା ରହିଛି ପ୍ରଥମଟି ହେଉଛି କୋଭିସିଲ୍ଡ ଓ ଦ୍ଵିତୀୟଟି ହେଉଛି କୋଭ୍ୟାକ୍ସିନ । ବନ୍ଧୁଗଣ କୋଭିସିଲ୍ଡ ରୋଗ ରଖିବା ପାଇଁ ୭୦ ପ୍ରତିଶତ ସକ୍ଷମ ଅଛି ଓ ୩୦ ପ୍ରତିଶତ ରୋଗ ହେବାର ସମ୍ଭାବନା ଅଛି । ହେଲେ ଏହା ନେବାର ପ୍ରଥମ ୨୧ ଦିନ ପରେ ଆପଣଙ୍କ ଦେ-ହା-ନ୍ତ ଓ ଆପଣଙ୍କୁ କରୋନା ଆକ୍ରାନ୍ତ ହେବ ନାହିଁ ।

ଅନ୍ୟ ପକ୍ଷରେ କୋଭ୍ୟାକ୍ସିନ ରୋଗ ରୋକିବା ପାଇଁ ୮୧ ପ୍ରତିଶତ ସକ୍ଷମ ଅଛି । ବନ୍ଧୁଗଣ ଏହାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଆସି ନାହିଁ । ହେଲେ କୋଭ୍ୟାକ୍ସିନ କାରୋନା ମ-ହା-ମା-ରୀର ଦ୍ଵିତୀୟ ଲହରୀକୁ ରୋକିବା ପାଇଁ ବହୁତ ଅଧିକ ଲାଭଦାୟକ ରହିଛି ଓ ଅନ୍ୟ ପକ୍ଷରେ କୋଭିସିଲ୍ଡର କମ୍ପାନୀ ଏହାର ଗବେଷଣା ଜାରି ରଖିଛନ୍ତି ।

ବନ୍ଧୁଗଣ ଏହା ସହିତ ଆସୁଥିବା ୨ ରୁ ୩ ମାସ ମଧ୍ୟରେ ଆମ ଦେଶରେ ଆଉ ଦୁଇଟି ଭ୍ୟାକ୍ସିନ ଆସିଯାଇଥିବ । ତେଣୁ ବନ୍ଧୁଗଣ ଆମ ମାନଙ୍କୁ ଯେତେ ଶୀଘ୍ର ହୋଇ ପାରିବ ସେତେ ଶୀଘ୍ର ଭ୍ୟାସ୍କିନ ନେବା ଉଚିତ । ବନ୍ଧୁଗଣ ବୟସ ସୀମା ଅନୁସାରେ ୧୮ ବର୍ଷରୁ କମ ବୟସର ନାବାଳକ ବା ନାବାଳିକା ମାନଙ୍କୁ ଏହି ଟୀକା ଦିଆଯିବ ନାହିଁ । ଯଦି ବନ୍ଧୁଗଣ କୌଣସି ମହିଳା ଗର୍ଭବତୀ ଅଛି ବା ସେ ନିଜ ଶିଶୁକୁ ସ୍ତ-ନ୍ୟ-ପା-ନ କରାଉଛନ୍ତି ତା ହେଲେ ସେ ଏହି ଟୀକା ନେଇ ପାରିବେ ନାହିଁ ।

କାରଣ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ଗର୍ଭବତୀ ମହିଳା ମାନଙ୍କ ଉପରେ ଏହି ଟୀକାର ଟେଷ୍ଟ ହୋଇ ନାହିଁ । ଏହା ସହିତ ଯଦି ଆପଣଙ୍କର କୌଣସି ଚର୍ମ ଜନିତ ସମସ୍ୟା ବା ଆଲାର୍ଜି ଅଛି ତା ହେଲେ ଆପଣ ଏହି ଟୀକା ନିଅନ୍ତୁ ନାହିଁ । ଯେଉଁମାନେ ଅନ୍ୟ କୌଣସି ଟିକାର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି, ସେମାନେ କୋଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେବା ଉଚିତ୍ ନୁହେଁ । ତେଣୁ ବନ୍ଧୁଗଣ ଏହି ସବୁ ଲୋକମାନେ ଟୀକା ନେଇପାରିବେ ନାହିଁ ଓ ଅନ୍ୟ ମାନେ ନେଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *