ପୁରୁଣା ରୁ ପୁରୁଣା ଥଣ୍ଡା କାଶ ସବୁଦିନ ପାଇଁ ଭଲ ହୋଇଯିବ, କେବେଳ କରନ୍ତୁ ଏହି 1 ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକଙ୍କୁ ଥଣ୍ଡା ସମସ୍ଯା ଲାଗି ରହୁଛି । ସାଧାରଣତଃ ଥଣ୍ଡା ଆମ ଶରୀରକୁ ଛାଡି ନଥାଏ, ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ମେଡ଼ିସିନର ସେବନ କରିଥାଉ । ଯାହା ଆମ ଶରୀର ପାଇଁ କ୍ଷତି କାରକ ମଧ୍ୟ ହୋଇଥାଏ । ବନ୍ଧୁଗଣ ଥଣ୍ଡା ଓ କଫ ଆଦି ସମସ୍ଯାକୁ ଦୂର କରିବା ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ପ୍ରାକୃତିକ ଉପଚାର ନେଇ ଆସିଛୁ, ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ ।

ବନ୍ଧୁଗଣ ଏହି ଉପଚାରକୁ କରିବା ଦ୍ଵାରା ଆପଣଙ୍କ ଶରୀରରେ କୌଣସି ପ୍ରକାରର ସାଇଡ ଇଫେକ୍ଟ ହେବ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ଏହି ଉପଚାରକୁ ବନେଇବା ପାଇଁ ଆମକୁ ସର୍ବ ପ୍ରଥମ ସାମଗ୍ରୀ ଦରକାର ରସୁଣ । ବନ୍ଧୁଗଣ ରସୁଣ ଆପଣ ମାନଙ୍କୁ ବହୁତ ସହଜରେ ମିଳିଯିବ ।

ଆମ ଉପଚାର ପାଇଁ ଆପଣ ଏକ ପାଖୁଡା ରସୁଣକୁ ନିଅନ୍ତୁ ଓ ଏହାର ଚୋପାକୁ ଭଲ ଭାବରେ ଛଡାଇ ଦିଅନ୍ତୁ । ବନ୍ଧୁଗଣ ଚୋପା ଛଡାଇବା ପରେ ଆପଣ ଏହି ରସୁଣ ଗୁଡିକୁ ଭଲ ଭାବରେ ଭାଜି ଦିଅନ୍ତୁ । ଏହି ରସୁଣକୁ ଆପଣ ସେତିକି ସମୟ ପର୍ଯ୍ୟନ୍ତ ଭାଜନ୍ତୁ ଯେତେବେଳ ପର୍ଯ୍ୟନ୍ତ ଏହା ସଂପୂର୍ଣ୍ଣ କଳା ନପଡିଯିବ ।

ଭାଜିବା ପରେ ଆପଣ ରସୁଣକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ ଗ୍ରାଇଣ୍ଡର ସାହାର୍ଯ୍ୟରେ ରସୁଣକୁ ସଂପୂର୍ଣ୍ଣ ଭାଜି ଦିଅନ୍ତୁ । ବନ୍ଧୁଗଣ ଏହା ବହୁତ ପରୀକ୍ଷିତ ଉପଚାର ଅଟେ, ଯାହାକୁ ପ୍ରାଚୀନ କାଳରୁ ବ୍ୟବହାର କରାଯାଉଛି । ରସୁଣକୁ ପେଶୀବା ପରେ ଆପଣ ଏହି ରସୁଣ ଗୁଣ୍ଡରେ ୫୦ ଗ୍ରାମ ମହୂକୁ ମିଶାଇ ଦିଅନ୍ତୁ । ବନ୍ଧୁଗଣ ମହୂ ମଧ୍ୟ ଆମ ଶରୀରରେ ହେଉଥିବା ଥଣ୍ଡା ଏବଂ କାସ ଆଦି ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ତେଣୁ ଆପଣ ଆମ ଉପଚାର ପାଇଁ ସଂପୂର୍ଣ୍ଣ ପ୍ରାକୃତିକ ମହୂର ବ୍ୟବହାର କରନ୍ତୁ  । ଏହା ପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ୬ ବର୍ଷରୁ କମ ଶିଶୁ ମାନଙ୍କୁ ଆପଣ ନିଜ ଆଙ୍ଗୁଠି ଦ୍ଵାରା ଏହି ମିଶ୍ରଣକୁ ନେଇ ଚଟେଇ ଦିଅନ୍ତୁ ଓ ଶିଶୁ ମାନଙ୍କ ବ୍ଯତୀତ ଲୋକମାନେ ଏହହାର ଗୋଟେ ଚାମଚ ନେଇ ସେବନ କରିପାରିବେ ।

ଏହାକୁ ଆପଣ କୌଣସି ଏକ କାଚ ବୋତଲରେ ରଖି ଏହାର ବ୍ୟବହାର କରିପାରିବେ । ବନ୍ଧୁଗଣ ଏହି ଉପଚାରଟି ବହୁତ ପରୀକ୍ଷିତ ଉପଚାର ଅଟେ, ତେଣୁ ଆପଣ ଏହାର ପ୍ରୟୋଗ ନିଶ୍ଚୟ କରନ୍ତୁ । ଏହାର କେବଳ ଦୁଇ ଥର ବ୍ୟବହାରରେ ଆପଣ ନିଜ ଥଣ୍ଡା ଓ କଫ ଆଦି ସମସ୍ଯାକୁ ନିଶ୍ଚୟ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *