ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ Virat Kohli ଙ୍କ ପାଖରେ ଅଛି ଦୁନିଆର ଏହି 5 ଟି ମୋଷ୍ଟ ଏକ୍ସପେନ୍ସିଭ ଜିନିଷ, ନମ୍ବର 5 ର ଦାମ ଜାଣିଲେ ତ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଥିବା ସମସ୍ତ କ୍ରିକେଟର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କ୍ରିକେଟର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲି । ଆପଣ ମାନେ ସମସ୍ତେ ବିରାଟ କୋହିଲିଙ୍କୁ ନିଶ୍ଚୟ ଦେଖିଥିବେ । ସେ ନିଜର ଦମଦାର ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ କ୍ରିକେଟର ବିରାଟ କୋହିଲିଙ୍କ ଇନ୍କମ ସୋର୍ସ ମଧ୍ୟ ବହୁତ ଅଧିକ ରହିଛି ।

ଆଜିଆମେ ଆପଣ ମାନଙ୍କୁ ବିରାତି କୋହିଲିଏନକେ ପାଖରେ ଥିବା କିଛି ଏକ୍ସପେନ୍ସିଭ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ କେବଳ ଧନୀ ଲୋକ ମାନେ କିଣି ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ବିରାଟ କୋହିଲି ଯେଉଁ ପାଣିକୁ ପିଅନ୍ତି ତାହା ବହୁତ ମହଙ୍ଗା ଅଟେ । ବନ୍ଧୁଗଣ ବିରାଟ ଏଭିଆନ କମ୍ପାନୀର ପାଣି ପିଅନ୍ତି । ଏହି ପାଣିକୁ ଫ୍ରାନ୍ସରୁ ମଗାଯାଏ । ଏହି ପାଣିର ୧ ଲିଟରର ଦାମ ହେଉଛି ୬୦୦ ଟଙ୍କା ରୁ ନେଇ ୩୬ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଏହି ପାଣିକୁ କେତେକ କ୍ରିକେଟରଙ୍କ ସହ ଫିଲ୍ମ ଷ୍ଟାର ମାନେ ମଧ୍ୟ ପିଅନ୍ତି । କାରଣ ଏହି ପାଣି ସ୍କିନକୁ ଗ୍ଲୋ କରାଇବା ସହିତ ଓଜନକୁ ହ୍ରାସ କରାଇଥାଏ ।


୨. ବନ୍ଧୁଗଣ ବିରାଟ ବିବାହ କରିବା ପୂର୍ବରୁ ମୁମ୍ବାଇରେ ଏକ ସି ଫେସିଙ୍ଗ ଆପର୍ଟମେଣ୍ଟ ନେଇଥିଲେ ଯାହାର ଦାମ ହେଉଛି ୪୦ କୋଟି ଟଙ୍କା । ବିବାହ ପରେ ଅନୁସ୍କାଙ୍କୁ ନିଜର ଏକ ଘର ଦରକାର ଥିଲା ତେଣୁ ବିରାଟ ଗୁଡଗାଁରେ ଏକ ନୂଆ ଘର କିଣି ଥିଲେ ଯାହାର ଦାମ ହେଉଛି ୯୦ କୋଟି ଟଙ୍କା । ବନ୍ଧୁଗଣ ଏହି ଘରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି । ରିପୋର୍ଟ ଅନୁସାରେ ଏହି ଘରେ ସ୍ଵୀମିଙ୍ଗ ପୁଲ, ଜିମ୍ ଓ ଫିଲ୍ମ ଥିଏଟର ଆଦି ସମସ୍ତ ସୁବିଧା ରହିଛି ।

୩. ବନ୍ଧୁଗଣ ବିରାଟଙ୍କୁ ଭିନ୍ନ ଭିନ୍ନ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ଲାଗିଥାଏ ହେଲେ ସେ ଅନ୍ୟ କୌଣସି ସ୍ଥାନକୁ ଯାଇ ଖାଦ୍ୟ ଖାଇ ପାରିବେ ନାହିଁ, କାରଣ ଭାରତରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ତେଣୁ ସେ ଦିଲ୍ଲୀରେ ନିଜର ଏକ ରେଷ୍ଟୁରେଣ୍ଟ ଖୋଲିଛନ୍ତି ଯାହାର ନାମ ହେଉଛି ନୋଏଭା । ଏହି ସ୍ଥାନରେ ବିରାଟ ନିଜ ଫ୍ୟାମିଲି ସହ ଯାନ୍ତି ଓ ଏହି ରେଷ୍ଟୁରେଣ୍ଟ ଦ୍ଵାରା ବିରାଟ ପ୍ରତି ବର୍ଷ ପ୍ରାୟ ୧୦ କୋଟି ଟଙ୍କା କମାଇ ଥାନ୍ତି ।

୪. ବନ୍ଧୁଗଣ ବିରାଟ ନିଜର ଫିଟନେସ ପାଇଁ ବହୁତ ଅଧିକ ଧ୍ୟାନ ଦେଇଥାନ୍ତି । ସେଥିପାଇଁ ସେ ଏକ ଫିଟନେସ ସେଣ୍ଟରରେ ୧୦୦ କୋଟି ରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି । ଏହି ଫିଟନେସ ସେଣ୍ଟର ଭାରତର ବଡ ବଡ ସହରରେ ଅଛି ଓ ଏହି ସେଣ୍ଟରରୁ ବିରାଟ ପ୍ରତି ବର୍ଷ ୧୧୦ କୋଟି ଟଙ୍କା କମାଇଥାନ୍ତି ।


୫. ବନ୍ଧୁଗଣ ବିରାଟଙ୍କ ପାଖରେ ନିଜର ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି, ଯାହାର ଦାମ ହେଉଛି ୧୨୫ କୋଟି । ଏହି ଜେଟ ମଧ୍ୟରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *