ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।
୧. ଏନସିବିର ପୂର୍ଣ୍ଣ ନାମ କଣ ?
ଉତ୍ତର- ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ଯୁରୋ
୨. ”ସୁଧା’ ନାମର ଅର୍ଥ କଣ ?
ଉତ୍ତର- ଅମୃତ
୩. ବୃହସ୍ପତି ଗ୍ରହରେ ଥିବା ବିରାଟ ଲାଲ ଦାଗ କଣ ଅଟେ ?
ଉତ୍ତର- ଝଡ
୪. ପ୍ରିଣ୍ଟିଙ୍ଗ ପ୍ରେସ କିଏ ଓ କେବେ ଉଦ୍ଭାବନା କରିଥିଲେ ?
ଉତ୍ତର- ୧୫୦୦ ଶତାବ୍ଦୀରେ ବୈଜ୍ଞାନିକ ଜୋହାନସ ଗୋଟେନବର୍ଗ ପ୍ରିଣ୍ଟିଙ୍ଗ ପ୍ରେସ ଉଦଭାବନା କରିଥିଲେ ।
୫. ଯଦି ଆପଣ ହରିଦ୍ଵାରର କୌଣସି ଘାଟରେ ଗାଧଉଛନ୍ତି ତେବେ ଆପଣ କେଉଁ ନଦୀର ପାଣି ବ୍ୟବହାର କରୁଛନ୍ତି ?
ଉତ୍ତର- ଗଙ୍ଗା
୬. କେଉଁ ପ୍ରାଚୀନ ବିଦ୍ଵାନ ଏହା ଲେଖିଥିଲେ ଯେ ”ଜନତାଙ୍କ ଖୁସି ହିଁ ରାଜାଙ୍କ ଖୁସି” ଏବଂ ”ଜନତାଙ୍କ ହିତ ହିଁ ରାଜାଙ୍କ ହିତ” ?
ଉତ୍ତର- ଚାଣକ୍ୟ
୭. ରୁଡୟାର୍ଡ କିପଲିଙ୍ଗଙ୍କ ”ଦ ଜଙ୍ଗଲ ବୁକ’ରେ କେଉଁ ପଶୁର ଉଲ୍ଲେଖ କରାଯାଇ ନାହିଁ ?
ଉତ୍ତର- ଗରିଲା
୮. କେଉଁ ରାଜନେତା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁତ୍ର ଥିଲେ ?
ଉତ୍ତର- ଅଜିତ ସିଂହ
୯. କମ୍ପୁଟରର ବିକାଶରେ ମହତ୍ଵପୂର୍ଣ୍ଣ ଯୋଗଦାନ ପାଇଁ କେଉଁ ବୈଜ୍ଞାନିକଙ୍କ ପ୍ରତିଛବି ୫୦ ପାଉଣ୍ଡ ବ୍ରିଟିଶ ନୋଟ ଉପରେ ସ୍ଥାନ ପାଇଛି ?
ଉତ୍ତର- ଆଲାନ ଟୁରିଙ୍ଗ
୧୦. କମ୍ପୁଟର ସ୍କ୍ରିନରେ ଟାଇପ କରିବା ସମୟରେ ଟାଇପ କରିବା ସ୍ଥାନରେ ବ୍ଲଙ୍କିଙ୍ଗ ହେଉଥିବା ଗାରକୁ କଣ କୁହାଯାଏ ?
ଉତ୍ତର- କର୍ସର
୧୧. ପାଣ୍ଡବ ମାନଙ୍କ ବନବାସ ସମୟରେ କେଉଁ ଋଷି ହଠାତ ଆସି ତାଙ୍କ ଶିବିରରେ ପହଞ୍ଚି ଥିଲେ, ଯାହାଫଳରେ ଦ୍ରୌପତି ଲଜ୍ଜିତ ହୋଇଥିଲେ କାରଣ ତାକୁ ଏବଂ ତାଙ୍କ ଅନୁଗାମୀ ମାନଙ୍କୁ ଦେବା ପାଇଁ ତାଙ୍କ ପାଖରେ କିଛି ଖାଦ୍ଯ ନଥିଲା ?
ଉତ୍ତର- ଋଷି ଦୁର୍ବାସା
୧୨. ଭଗବାନ ବିଷ୍ଣୁଙ୍କ ନାଭିରୁ ଉତ୍ପନ୍ନ ହୋଇଥିବା ପଦ୍ମ ଫୁଲରୁ କାହାର ଜନ୍ମ ହୋଇଥିଲା ?
ଉତ୍ତର- ଭଗବାନ ବ୍ରହ୍ମ
୧୩. କେଉଁ ଦେଶ ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ‘ଥର୍ମାସ କପ’ ସବୁଠାରୁ ଅଧିକ ଥର ଜିତି ଅଛି ?
ଉତ୍ତର- ଇଣ୍ଡୋନେସିଆ
୧୪. ତେର ହଜାର, ତେର ଶହ ତେର କିପରି ଲେଖବେ ?
ଉତ୍ତର- ଯଦି ଆମେ ପ୍ରଶ୍ନ ଅନୁସାରେ ଉତ୍ତର ଦେବା ପାଇଁ ଚେଷ୍ଟା କରିବା ତା ହେଲେ ତାହା ୧୩,୧୩, ୧୩ କିନ୍ତୁ ଯଦି ଆମେ ଏହାକୁ ପଢିବା ତା ହେଲେ ଏହା ଏକ ଲକ୍ଷ ୩୧ ହଜାର ୩ ଶହ ୧୩ ହେଉ ଅଛି ।