ଏମାନେ ହେଲେ Tarang ଟିଭିର ହିରୋଇନ ମାନଙ୍କ Real Life ହ୍ୟାଣ୍ଡସମ ଭାଇ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ସିରିଏଲ ଗୁଡିକରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଭାଇ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁମନ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁମନ ପଟ୍ଟନାୟକ । ଆପଣ ମାନେ ସମସ୍ତେ ସୁମନଙ୍କୁ ତାରେଣୀ ଆଖିର ତାରା ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ତାରେଣୀ ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ସୁମନଙ୍କ ଭାଇଙ୍କ ନାମ ହେଉଛି ସାହିଲ ପଟ୍ଟନାୟକ


ପ୍ରିୟଙ୍କା ରଥ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ରଥ । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ କୁଆଁରୀ ବୋହୁ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ଶ୍ରଦ୍ଧା ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟ କୁ ବି ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ଏ ହେଉଛନ୍ତି ପ୍ରିୟଙ୍କାଙ୍କ ଦୁଇଜଣ ଭାଇ ।

ନିଲାଖି ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ନିଲାଖି ପାତ୍ର । ଆପଣ ମାନେ ସମସ୍ତେ ନିଲାଖିଙ୍କୁ ସିନ୍ଦୁରର ଅଧିକାର ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଇଲାଖି ଇତି ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଇତିଙ୍କର କେହି ଭାଇ ନାହାନ୍ତି ତାଙ୍କର ଗୋଟେ ଭଉଣୀ ଅଛି ।

ସୁଶ୍ରୀ ସୁଭାସିନୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସୁଶ୍ରୀ ସୁଭାସିନୀ । ଆପଣ ମାନେ ସମସ୍ତେ ସୁଶ୍ରୀଙ୍କୁ ମଙ୍ଗଳା ଚରଣ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସୁଶ୍ରୀ ମଙ୍ଗଳା ଭୂମିକାରେ ନଜର ଆସୁଛନ୍ତି । ତେବେ ଏ ହେଉଛନ୍ତି ସୁଶ୍ରୀଙ୍କ ଭାଇ ଯାହାଙ୍କୁ ଆପଣ ମାନେ ଏହି ଫଟୋରେ ଦେଖିପାରୁ ଥିବେ ।

ଲାଭରିନ ଖନମ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଲାଭରିନ ଖନମ । ଆପଣ ମାନେ ସମସ୍ତେ ଲାଭରିନଙ୍କୁ ଝିଅ ଆମର ନୂଆ ବୋହୁ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ପୂଜା ଭୂମିକାରେ ନଜର ଆସୁଛନ୍ତି ତାଙ୍କ ଜବରଦସ୍ତ ଅଭିନୟ କୁ ବି ଲୋକମାନେ ବେସ ପସନ୍ଦ କରୁଛନ୍ତି । ତେବେ ପୂଜାଙ୍କର ଦୁଇଜଣ ଭାଇ ଅଛନ୍ତି ।

ଜାସ୍ମିନ ରଥ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଜାସ୍ମିନ ରଥ । ଆପଣ ମାନେ ସମସ୍ତେ ଜାସ୍ମିନଙ୍କୁ ମାୟା ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ରୁଦ୍ରୀ ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଜାସ୍ମିନଙ୍କର କେହି ବି ଭାଇ ନାହାନ୍ତି ।

Leave a Reply

Your email address will not be published. Required fields are marked *