32 ଦିନ ଧରି ବାତ୍ୟା ତାଣ୍ଡବ ରଚୁଛି ବାତ୍ୟା Freddy ! ଦେଖି ପୁରା ଦୁନିଆ ଚକିତ, 2-2 ଥର ଲ୍ୟାଣ୍ଡଫଲ କଲା ପରେ ବି…

ନମସ୍କାର ବନ୍ଧୁଗଣ ଦୀର୍ଘ ୩୨ ଦିନ ବାତ୍ୟାର ତାଣ୍ଡବ ! ଫେବୃଆରିରୁ ମାର୍ଚ ଏତେ ଦିନ ଧରି ଉପକୂଳ ଏରିଆରେ ରଚାଇଥିଲା ନିଜର କରାଳ ରୂପ ! ତେବେ ପୁଣି ଟିକେ ଶାନ୍ତ ହେଉ ହେଉ ଆଉ ଥରେ ବାତ୍ୟାର କରାଳ ରୂପ ଗୋଚର ଆସିବ ବୋଲି ଚର୍ଚା ହେବାରେ ଲାଗିପଡିଛି । ତେବେ ବାତ୍ୟାର ସମ୍ଭାବନା ଥିବା ହେତୁ ଆଜି ଓ କାଲି ୨ ଦିନ ଧରି ବର୍ଷ ହେବାର ମଧ୍ୟ ସମ୍ଭାବନା ରହୁଛି । ତେବେ ବର୍ଷା ସହ ଘଡଘଡି ଓ ବିଜୁଳି ମଧ୍ୟ ପ୍ରଚଣ୍ଡ ଗତିରେ ମାରିପାରେ ।

ଏହି ବାତ୍ୟା ପୂର୍ବରୁ ୨ ଥର ଲାଣ୍ଡଫଳ ମଧ୍ୟ କରିଛି । ସ୍ତଳଭାଗକୁ ହିଟ୍ କରି ପୁଣି ବଳ ଗୋଟାଉଛି ଫ୍ରେଡ୍ଡି ! ଭାରତ ମହାସାଗରରେ ଦୀର୍ଘ ୩୨ ଦିନ ରହିବା ପରେ ପୁଣି ଥରେ ବଳ ଏକାଠି କରି ମାଡି ଆସୁଛି ବାତ୍ୟା ଫ୍ରେଡ୍ଡି ।  ତେବେ ଫେବୃଆରି ୨୧ ରେ ମାଡାଗାସ୍କରରେ ପ୍ରଥମେ ଲାଣ୍ଡଫଳ କରିଥିଲା ବାତ୍ୟା ଫ୍ରେଦ୍ଦୀ ।

ଏହାର ୩ ଦିନ ପରେ ପୁଣି ଅନ୍ୟତ୍ରକୁ ବାତ୍ୟା ଘୋଟିଥିଲା । ତେବେ ପୁଣି ଟିକେ ଶାନ୍ତ ଅବସ୍ଥାକୁ ଆସି ମହାସାଗରରେ ପଡିଥିଲା । ତେବେ ଧୀରେ ଧୀରେ ବଳ ଏକତ୍ର କରି ନିଜକୁ ଶକ୍ତ କରି ପୁଣି ଥରେ ମାଡି ଆସୁଛି ବାତ୍ୟା ଫ୍ରେଡ୍ଡୀ । ତେବେ ଯାହାର ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି । ତେବେ ବାତ୍ୟାକୁ ନେଇ ଏଜିରୁ ଲୋକ ମାନଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଉଛି ।

ତେବେ ବାତ୍ୟା ଯଦିଓ ଏତେ କରାଳ ରୂପ ଧାରଣ ନ କରିପାରେ । ହେଲେ ବର୍ଷା ଘଡଘଡିର ସମ୍ଭାବନା ବହୁ ମାତ୍ରାରେ ରହୁଛି ।  ଦିତୀୟ ଥର ମାଡାଗାସ୍କରରେ ଲଣ୍ଡଫଳ କରିଥିଲା ଫ୍ରେଡ୍ଡୀ । ତେବେ ଏହି ସମୟରେ ବାତ୍ୟାର କାରାଳ ରୂପ ପାଇଁ 8 ଜଣଙ୍କର ମୃ-ତ୍ୟୁ ମଧ୍ୟ ହୋଇଯାଇଥିଲା । ତେ ଆସନ୍ତା ୧୧ ତାରିଖରେ ହିଁ ଏହି ବାତ୍ୟା ହେବାର ସମ୍ଭାବନା ହେବାର ଚାନ୍ସ ରହୁଅଛି ।

ଯାହା ଫଳରେ 36 ଘଣ୍ଟା କାଳ ଧରି ପ୍ରବଳରୁ ଅତି ପ୍ରବଳ ମଧ୍ୟ ବର୍ଷା ହୋଇବ । ଯାହାଙ୍କୁ ନେଇ ଆଗୁଆ ସତର୍କ ଓ ସୂଚନା ବାଣୀ ଜାରୀ କରିଛନ୍ତି ସରକାର । ତେବେ ଏହାକୁ ନେଇ ଜଣସାଧାରଣ ମଧ୍ୟ ସଚେତନ ହୋଇ ରହିବା ନିହାତି ଭାବେ ଆବଶ୍ୟକ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *