Vastu Tips- ତକିଆ ତଳେ ରଖି ଦିଅନ୍ତୁ ଏହି ୪ ଟି ଜିନିଷ, ରାତାରାତି ସବୁ ଦିନ ପାଇଁ ଶେଷ ହୋଇଯିବ ଆପଣଙ୍କ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି କୁ ରାତିରେ ଶୋଇବା ସମୟରେ ତକିଆର ଆବଶ୍ୟକତା ରହିଥାଏ।ତକିଆ ଦେଖିବାକୁ ତ ସାମାନ୍ୟ ହୋଇଥାଏ କିନ୍ତୁ ଏହି ସାମନ୍ୟ ଦେଖା ଯାଉଥିବା ତକିଆ ର ସଠିକ ଉପଯୋଗ ଦ୍ୱାରା ଆପଣଙ୍କ ଭାଗ୍ୟ ରାତାରାତି ଚମକି ଉଠିବ।ଏହାଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ଶୋଇବା ସମୟରେ ନିଜର ତକିଆ ରେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ଏବଂ ଆପଣ ସଫଳତା ହାସଲ କରିବେ। ଏହି ଜିନିଷ ଦ୍ଵାରା ଆପଣଙ୍କ ଜୀବନ ସକାରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମରେ ହେଉଛି, ରାତିରେ ଶୋଇବା ସମୟରେ ଆପଣ ଏକ ତମ୍ବା ର ପାତ୍ର ରେ ଜଳ ଭରି ରଖି ଦିଅନ୍ତୁ।ଅଥବା ତକିଆ ତଳେ ଲାଲ ଚନ୍ଦନ ରଖି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନରୁ ସୂର୍ଯ୍ୟ ଦୋଷ ଦୁର ହୋଇଥାଏ। ସୂର୍ଯ୍ୟ ଦୋଷ ଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ।

ତେଣୁ ଯଦି ଆପଣ ଏହି ଉପାୟଟି କରିବେ ତେବେ ଆପଣଙ୍କ ଜୀବନରେ ଧନର ଆଗମନ ହୋଇଥାଏ ଏବଂ ଆପଣ କୋଟିପତି ହୋଇଥାନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଯଦି ଆପଣଙ୍କ କୁଣ୍ଡଳୀ ଦୋଷ ରହିଛି, ତେବେ ଏହାକୁ ଦୁର କରିବା ନିମନ୍ତେ ଆପଣ ରାତିରେ ଶୋଇବା ସମୟରେ ଖଟ ତଳେ ଚାନ୍ଦି ର ପାତ୍ର ର ଜଳ ଭରି ରଖନ୍ତୁ। ଅଥବା ତକିଆ ତଳେ ଚାନ୍ଦିର ଆଭୂଷଣ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀ ଦୋଷ ଦୂର ହୋଇଥାଏ ଏବଂ ଆପଣଙ୍କ ଜୀବନ ରେ ଧନ ଓ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ମଙ୍ଗଳ ଗ୍ରହ ଯେଉଁ ବ୍ୟକ୍ତି ଜୀବନ ରେ ପ୍ରବେଶ କରିଥାଏ ସେହି ବ୍ୟକ୍ତି କୁ ଦରିଦ୍ର ହେବାରୁ କେହି ମଧ୍ୟ ରୋକି ପାରନ୍ତି ନାହିଁ। ତେଣୁ ମଙ୍ଗଳ ଦୋଷ କୁ ଦୁର କରିବା ପାଇଁ ଆପଣ ରାତିରେ ଶୋଇବା ସମୟରେ ଖଟ ତଳେ ଏକ ପିତ୍ତଳ ପାତ୍ରରେ ଜଳ ଭରି ରଖନ୍ତୁ। ଅଥବା ତକିଆ ତଳେ ସୁନା ବା ଚାନ୍ଦି ରୁ ନିର୍ମିତ ବସ୍ତୁ ରଖନ୍ତୁ। ଏହାଦ୍ବାରା ଆପଣଙ୍କ ମଙ୍ଗଳ ଗ୍ରହ ଦୋଷ କଟିଥାଏ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଶୀଘ୍ର ଧନବାନ ହେବା ପାଇଁ ରାତିରେ ଶୋଇବା ସମୟରେ ତକିଆ ର କଭର ରେ ଅଥବା ତକିଆ ତଳେ ଗୋଟିଏ ମୟୁର ପର କୁ ରଖି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନ ରେ ଧନ ର ଆଗମନ ହୋଇଥାଏ, ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ, ଆପଣ ଧନବାନ ହୋଇଥାନ୍ତି ଏବଂ ଏହା ସହିତ ସର୍ପ ଦୋଷ ଦୂର ହୋଇଥାଏ। ବିଦ୍ୟାର୍ଥୀ ମାନଙ୍କ ମନ ପାଠପଢ଼ା ରେ ଲାଗିଥାଏ ଏବଂ ମୂଖ୍ୟତଃ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ଏବଂ ସମସ୍ତ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *