20 Interesting Gk Questions: ତାହା କଣ ? ଯାହା ଦିନରେ ଶୋଇଥାଏ ଓ ରାତିରେ କାନ୍ଦି ଥାଏ ?

ବନ୍ଧୁଗଣ ମଣିଷ ଜୀବନରେ ଜ୍ଞାନର ବହୁ ମହତ୍ଵ ରହିଥାଏ ସେଥିପାଇଁ ବାପା ମା ନିଜ ପିଲା ମାନଙ୍କୁ ପାଠ ପଢାଇ ଥାନ୍ତି । ଯଦି ଆପଣଙ୍କ ଜ୍ଞାନ ପ୍ରଖର ଥିବ ତା ହେଲେ ଆପଣ ଚାକିରି ଓ ବ୍ୟାପାର କ୍ଷେତ୍ରରେ ନିଶ୍ଚୟ ସଫଳତା ପାଇବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯଦି ଆପଣ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ତା ହେଲେ ଏହି ସାଧାରଣ ଜ୍ଞାନ ବିଷୟରେ ଜାଣି ନିଅନ୍ତୁ । ସରକାରୀ ଚାକିରି କ୍ଷେତ୍ରରେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ବିଷୟରେ ।

୧. ଜେସଲମେରଙ୍କ କିଲା କେଉଁଠି ଅଛି ?

ଉତ୍ତର- ରାଜସ୍ଥାନରେ ଅଛି ।

୨. ୟୁନିଭର୍ସର ଅଧୟନକୁ କଣ କୁହାଯାଏ ?

ଉତ୍ତର- କସ୍ମୋଲୋଜି

୩. ଦୁନିଆରେ ସବୁଠାରୁ ଅଧିକ ଆକାଶ ବିଜୁଳି କେଉଁଠି ପଡିଥାଏ ?

ଉତ୍ତର- ଆଫ୍ରିକାରେ ସବୁ ଠାରୁ ଅଧିକ ଆକାଶ ବିଜୁଳି ପଡିଥାଏ ।

୪. ନୀତି ଆୟୋଗର ଅଧ୍ୟକ୍ଷ କିଏ ଅଟନ୍ତି ?

ଉତ୍ତର- ପ୍ରଧାନ ମନ୍ତ୍ରୀ ନୀତି ଆୟୋଗର ଅଧ୍ୟକ୍ଷ ଅଟନ୍ତି ।

୫. ହରିଜନ ଶବ୍ଦ କିଏ ଦେଇଥିଲା ?

ଉତ୍ତର- ମାହାତ୍ମା ଗାନ୍ଧୀ

୬. କେଉଁ ପ୍ରାଣୀକୁ ଭାରତରେ କ୍ରୟ ବିକ୍ରୟ କରିବା ଅପରାଧ ଅଟେ ?

ଉତ୍ତର- ବାଘ ଓ ସିଂହକୁ ଭାରତରେ କ୍ରୟ ବିକ୍ରୟ କରିବା ଅପରାଧ ଅଟେ ।

୭. ବିଶ୍ଵରେ ସବୁଠାରୁ ଗଭୀର ହ୍ରଦର ନାମ କଣ ?

ଉତ୍ତର- ବୈକାଲ ହ୍ରଦ

୮. ମହାକାଶକୁ କେଉଁ ଜୀବ ପ୍ରଥମେ ଯାଇଥିଲା ?

ଉତ୍ତର- କୁକୁର ପ୍ରଥମେ ମହାକାଶକୁ ଯାଇଥିଲା ।

୯. ସବୁଠାରୁ କଠୋର ଆଇନ କେଉଁ ଦେଶରେ ଅଛି ?

ଉତ୍ତର- ସାଉଦି ଆରବ

୧୦. ଭାରତରେ ପ୍ରଥମ ମେଟ୍ରୋ କେଉଁଠି ଚାଲିଥିଲା ?

ଉତ୍ତର- ପ୍ରଥମେ କଲିକତାରେ ମେଟ୍ରୋ ଚାଲିଥିଲା ।

୧୧. ବିଶ୍ଵର ସବୁଠାରୁ ବିଶାଳ ମରୁସ୍ଥଳର ନାମ କଣ ?

ଉତ୍ତର- ସହାରା ମରୁସ୍ଥଳ


୧୨. ସିନ୍ଧୁ ସଭ୍ୟତାରେ ସନ୍ଧାନ କେବେ ହୋଇଥିଲା ?

ଉତ୍ତର- ୧୯୨୧ ମସିହାରେ ସିନ୍ଧୁ ସଭ୍ୟତାର ସନ୍ଧାନ କରଯାଇଥିଲା ।

୧୩. କେଉଁ ସହରକୁ ଗୋଲାପି ସହର କୁହାଯାଏ ?

ଉତ୍ତର- ଜୟପୁରକୁ ଗୋଲାପି ସହର କୁହାଯାଏ ।

୧୪. ଧଳା ସୁନା କାହାକୁ କୁହାଯାଏ ?

ଉତ୍ତର- ପ୍ଲେଟିନମକୁ ଧଳା ସୁନା କୁହାଯାଏ ।

୧୫. ଭାସୁଥିବା ପୋଷ୍ଟ ଅଫିସ କେଉଁଠି ଅଛି ?

ଉତ୍ତର- ଶ୍ରୀନଗରରେ ଅଛି ।

୧୬. ଦୁନିଆର ସବୁଠାରୁ ଅଧିକ ବୁଦ୍ଧିମାନ ଦେଶର ନାମ କଣ ?

ଉତ୍ତର- ହଙ୍କଙ୍ଗ ହେଉଛି ବିଶ୍ଵର ସବୁଠାରୁ ଅଧିକ ବୁଦ୍ଧିମାନ ଦେଶ ।

୧୭. ତାହା କଣ ଅଟେ ଯାହା ଦିନରେ ସୋଇଥାଏ ଓ ରାତିରେ କାନ୍ଦି ଥାଏ ?

ଉତ୍ତର- ମହବତୀ ଦିନରେ ବ୍ୟବହାର କରାଯାଇ ନଥାଏ ହେଲେ ରାତିରେ ଏହାର ବ୍ୟବହାର କରାଯାଇଥାଏ ।

Leave a Reply

Your email address will not be published. Required fields are marked *