Salman ଙ୍କ ପୁରୁଣା ଟୁଥପେଷ୍ଟ ଆଡ ବାଲା ଭିଡିଓ ହେଉଛି ଭାଇରାଲ, ସଲମାନଙ୍କ ସହ ନଜର ଆସୁଥିବା ଏହି ସିଙ୍ଗରଙ୍କୁ କଣ ଆପଣ ଚିହ୍ନି ପାରୁଛନ୍ତି ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଲାଇଫ ଷ୍ଟାଇଲ ଓ ନିଜ ଫିଲ୍ମ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସଲମାନ ଖାନ । ଆପଣ ମାନେ ସମସ୍ତେ ସଲମାନ ଖାନଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ସଲମାନ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ସଲମାନଙ୍କ ଜବରଦସ୍ତ ଲୁକ୍ ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ସଲମାନଙ୍କର ଏକ ପୁରୁଣା ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟି ସଲମାନଙ୍କର ଯୌବନ ସମୟର ଅଟେ ଓ ଆଜି ଆମେ ଆପଣ ମାନଙ୍କୁ ସଲମାନଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସଲମାନ ଖାନଙ୍କର ଏକ ପୁରୁଣା ବିଜ୍ଞାପନ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

View this post on Instagram

 

A post shared by Bollywoodirect (@bollywoodirect)

ଏହି ବିଜ୍ଞାପନଟି ହେଉଛି ଟୁଥ ପେଷ୍ଟ କମ୍ପାନୀ ‘କ୍ଳୋଜ ଅପ୍’ର । ଏହି ବିଜ୍ଞାପନରେ କେବଳ ସଲମାନ ନୁହେଁ ତାଙ୍କ ସହ ଗାୟିକା ଆଲିଶା ଚିନାଇ ମଧ୍ୟ ନଜର ଆସିଛନ୍ତି । ଆଲିଶା ଓ ସଲମାନ ଏହି ବିଜ୍ଞାପନରେ ବହୁତ ସୁନ୍ଦର ନଜର ଆସୁଛନ୍ତି । ଏହି ଦୁଇଜଣଙ୍କ କ୍ୟୁଟ ବଣ୍ଡିଙ୍ଗ ଆପଣଙ୍କ ମୁହଁରେ ଖୁସି ନେଇଆସିବ । ଏହି ଟୁଥ ପେଷ୍ଟ ବିଜ୍ଞାପନରେ ଉଭୟ ସଲମାନ ଓ ଆଲିଶା ବହୁତ ରୋମାଣ୍ଟିକ ସିନ୍ସ ଦେଉ ଥିବାର ନଜର ଆସୁଛନ୍ତି ।

ଏତେ ପୁରୁଣା ବିଜ୍ଞାପନକୁ ଦେଖି ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି । ଏହି ଭିଡିଓଟିକୁ ଦେଖି ଫ୍ୟାନ୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସଲମାନ ଓ ଆଲିଶାଙ୍କ ଏହି ଟୁଥ ପେଷ୍ଟ ବିଜ୍ଞାପନ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *