Vastu Shastra- ସ୍ବାମୀର ଖରାପ ସମୟ ଆସିବା ପୂର୍ବରୁ ସ୍ତ୍ରୀ କରିଥାଏ ଏହି 3 ଟି ଖରାପ କାମ, କଟୁ ଲାଗିପାରେ କିନ୍ତୁ ସତ

ବନ୍ଧୁଗଣ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । କାରଣ ଗୋଟେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କରେ ପରିଣତ କରିପାରିବ । ବନ୍ଧୁଗଣ ସମସ୍ତ ଘରେ ମହିଳା ମାନଙ୍କୁ ବହୁତ ମାନ ସମ୍ମାନ ଦେଇଥାନ୍ତି । ବନ୍ଧୁଗଣ ଘରର ସୁଖ ସମୃଦ୍ଧି ସାଧାରଣତଃ ସ୍ତ୍ରୀ ମାନଙ୍କ ଉପରେ ନିର୍ଭର ରହିଥାଏ । ଆପଣ ମାନେ ତ ଏହା ନିଶ୍ଚୟ ଶୁଣିଥିବେ ଯେ, ଗୋଟେ ପୁରୁଷର ସଫଳତା ଓ ବିଫଳତା ପଛରେ ଗୋଟେ ମହିଳାର ବିଶେଷ ଭୂମିକା ରହିଥାଏ ।

ବନ୍ଧୁଗଣ ଆମ ଶାସ୍ତ୍ରରେ ଏପରି କିଛି ଭୁଲ ରହିଛି ଯାହାକୁ ମହିଳା ମାନେ କରିବା ଉଚିତ ନୁହେ । ଏହି ଭୁଲ କରିବା ଦ୍ଵାରା ସ୍ଵାମୀ ମାନେ ଦରିଦ୍ରତା ଭୋଗ କରିଥାନ୍ତି ଓ ସେମାନଙ୍କ ଜୀବନରେ ଅନେକ ପ୍ରକାରର ଆର୍ଥିକ ସମସ୍ୟା ଆସିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ସେହି ସମସ୍ତ ଭୁଲ କାର୍ଯ୍ୟ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳା ମାନଙ୍କର ସେହି ଭୁଲ କାର୍ଯ୍ୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯେଉଁ ଘରର ମହିଳା ମାନେ ଭୋଜନ କରିବା ସମୟରେ ପାଦକୁ ହଲାଇଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀଙ୍କ ବାସ ରହିନଥାଏ । ମହିଳା ମାନଙ୍କର ଏହି ଭୁଲ ପାଇଁ ସେହି ଘର ଦରିଦ୍ରତାର ଶିକାର ହୋଇପାରେ । କାରଣ ବନ୍ଧୁଗଣ ଏହି ଭୁଲ ପାଇଁ ମା ଲକ୍ଷ୍ମୀ ସେହି ଘର ଉପରେ ରୁଷ୍ଟ ହୋଇପାରନ୍ତି ଯାହାଫଳରେ ଘରର ମୁଖିଆଙ୍କ ଚାକିରି ଓ ବ୍ୟାପାର କ୍ଷେତ୍ରରେ ପ୍ରଚୁର କ୍ଷୟକ୍ଷତି ହୋଇପାରେ ।

୨. ବନ୍ଧୁଗଣ ଯେଉଁ ଘରର ମହିଳା ମାନେ ଝାଡୁକୁ ପାଦରେ ମାରିଥାନ୍ତି ବା ଜୀବଜନ୍ତୁ ମାନଙ୍କୁ ମାରୁଥିବ ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି । ବନ୍ଧୁଗଣ ସେହି ଘର ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାଇଥାନ୍ତି । ଯାହାଫଳରେ ସେହି ଘରକୁ ବହୁତ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ଭୁଲ କେବେହେଲେ କରିବା ଉଚିତ ନୁହେଁ । କାରଣ ବନ୍ଧୁଗଣ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ରହିଥାଏ ଯଦି କୌଣସି ମହିଳା ଝାଡୁକୁ ଗୋଡ ମାରିଥାଏ ତା ହେଲେ ମା ଲକ୍ଷ୍ମୀଙ୍କର ଅପମାନ ହେବ ।

୩. ବନ୍ଧୁଗଣ ଯେଉଁ ଘରର ମହିଳା ରାତିରେ ଅଇଁଠା ବାସନକୁ ଛାଡି ସୋଇଯାଇଥାଏ ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସନ୍ତି ନାହିଁ । ବନ୍ଧୁଗଣ ଘରର ମୁଖ୍ୟ ଅଙ୍ଗ ହେଉଛି ରୋଷେଇ ଘର ତେଣୁ ସବୁଦିନ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା ସୁତୁରା କରି ଶୋଇବା ଉଚିତ । ଯଦି ମହିଳା ରାତିରେ ଅଇଁଠା ବାସନକୁ ଖାଲିରେ ଛାଡି ସୋଇଯିବେ ତା ହେଲେ ଘରେ ଦରିଦ୍ରତା ଆସିବ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ପ୍ରକାରର ବଡ ଭୁଲ କରିବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *