ଓଡ଼ିଆ ସିରିଏଲ ଦିବ୍ୟ ଦୃଷ୍ଟି ରେ ଅଭିନୟ କରୁଥିବା ଦୃଷ୍ଟିଙ୍କ ପରିବାର ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ଦିବ୍ୟ ଦୃଷ୍ଟି’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ଅଳ୍ପ ଦିନ ମଧ୍ୟରେ ଦର୍ଶକ ମାନଙ୍କ ପ୍ରିୟ ଧାରାବାହିକ ସାଜିଛି । ଯଦି ଆପଣ ମାନେ ଏହି ଧାରାବାହିକ ଟି ଦେଖୁଥିବେ ତେବେ ଏଥିରେ ଅଭିନୟ କରିଥିବା କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଧାରାବାହିକ ରେ ସମସ୍ତ କଳାକାର ଖୁବ ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ କରୁଛନ୍ତି ।

ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରୂପରେ ଦୃଷ୍ଟି ନାମକ ଚରିତ୍ର କୁ ମଧ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ । ଏହି ଭୂମିକା କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି ଏବଂ ଦୃଷ୍ଟି ଙ୍କୁ ଖୁବ ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ଧାରାବାହିକ ରେ ତ ନିଶ୍ଚିତ ଭାବରେ ଦେଖିଥିବେ ।

କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଓ ତାଙ୍କ ପରିବାର ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ଷ୍ଟାଇଲ ଓ ପରିବାର ସମ୍ବନ୍ଧରେ ଜଣାଇବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ‘ଦିବ୍ୟ ଦୃଷ୍ଟି’ ଧାରାବାହିକ ରେ ଦୃଷ୍ଟି ନାମକ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି, ଅନନ୍ୟା । ଏହି ଅଭିନେତ୍ରୀ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ କୁ ଏକ ରିଆଲିଟି ସୋ ମାଧ୍ୟମରେ ଆସିଥିଲେ । ଏହି ଅଭିନେତ୍ରୀ ଭୁବନେଶ୍ୱର ରେ ନିଜ ପରିବାର ଙ୍କ ସହିତ ରହୁଛନ୍ତି । ଏହି ଅଭିନେତ୍ରୀ ଙ୍କ ପରିବାର ରେ ତାଙ୍କ ସମେତ ତାଙ୍କ ବାପା,ମାଆ ଓ ସାନ ଭଉଣୀ ରହୁଛନ୍ତି ।

ଏହି ଅଭିନେତ୍ରୀ ଙ୍କୁ ଡ୍ରଇଂ ଓ ଡ୍ୟାନିଙ୍ଗ ରେ ରୁଚି ରହିଛି ବୋଲି ସେ ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି । ଏହି ଅଭିନେତ୍ରୀ କେବଳ ଅଭିନୟ କ୍ଷେତ୍ରରେ ହିଁ ନୁହେଁ ବରଂ ପାଠପଢ଼ା ରେ ମଧ୍ୟ ଆଗୁଆ ଅଟନ୍ତି । ନିଜ କଲେଜ ର ଜଣେ ଭଲ ଛାତ୍ରୀ ହେବା ସହିତ ଅନେକ ଫଁକ୍ସନ୍ ରେ ମଧ୍ୟ ଯୋଗ ଦିଅନ୍ତି ଅନନ୍ୟା ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ରିଆଲିଟି ସୋ ଡ୍ରାମେବାଜ ରେ ସିଲେକ୍ଟ ହୋଇଥିଲେ । ପରେ ସେ ଟିଭି ସିରିଆଲ ଦୁନିଆ ରେ ପାଦ ରଖିଥିଲେ ଏବଂ ‘ଦିବ୍ୟ ଦୃଷ୍ଟି’ ଧାରାବାହିକ ରୁ ଡେବ୍ୟୁଟ କରିଥିଲେ । ଏହି ଧାରାବାହିକ ରେ ଅନନ୍ୟା ଖୁବ ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି । ଦର୍ଶକ ମାନେ ତାଙ୍କ ଅଭିନୟ କୁ ଖୁବ ମାତ୍ରା ରେ ପସନ୍ଦ କରୁଛନ୍ତି ଏବଂ ତାଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି ।

ତେବେ ଏହି ଅଭିନେତ୍ରୀ ଦେଖିବାକୁ ଯେତିକି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ସୁନ୍ଦର । ଅଭିନେତ୍ରୀ ଅନନ୍ୟା ମଡେଲିଙ୍ଗ କ୍ଷେତ୍ରରେ ମଧ୍ୟ ପାରିଦର୍ଶିତା ଲାଭ କରିଛନ୍ତି । ତେବେ ବର୍ତ୍ତମାନ ଧାରାବାହିକ ‘ଦିବ୍ୟ ଦୃଷ୍ଟି’ ରେ ଅଭିନୟ କରି ଅଭିନେତ୍ରୀ ଅନନ୍ୟା ସମସ୍ତ ଦର୍ଶକ ଙ୍କ ପ୍ରିୟ ପାତ୍ର ସାଜିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *