Jyotish Shastra- ସ୍ଵାମୀଙ୍କୁ ସବୁଠୁ ଅଧିକ ଖୁସିରେ ରଖିଥାନ୍ତି ଏହି 2 ଟି ନାମର ଝିଅ, ଦେଖନ୍ତୁ ଆପଣଙ୍କ ପାର୍ଟନରଙ୍କ ନାମ ବି ଥାଇପାରେ …

ସାଧାରଣତଃ ବିବାହ କରିବା ପୂର୍ବରୁ ଲୋକମାନେ ପୁଅ ଓ ଝିଅଙ୍କ ଜାତକ ମେଳକ କରାନ୍ତି । ଯେମିତି କି ଶାସ୍ତ୍ରରେ କୁହାଯାଇଛି କି ବିବାହ ପାଇଁ ପୁଅ ଓ ଝିଅର 24 ଗୁଣ ମିଶିବା ବହୁତ ହିଁ ଆବଶ୍ୟକ ଅଟେ ଓ ପରିବାରର ସମସ୍ତଙ୍କର ଇଚ୍ଛା ଥାଏ କି ବିବାହରେ ଦୁଇ ଜଣଙ୍କର ଜାତକ ମେଳକ ହୋଇଯାଉ । ତେବେ ଆଜି ଚାଲନ୍ତୁ ଜାଣିବା ଏମିତି 2 ଟି ନାମର ଝିଅଙ୍କ ବିଷୟରେ ଯେଉଁମାନେ ଅନ୍ୟ ଝିଅମାନଙ୍କ ତୁଳନାରେ ନିଜ ସ୍ବାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି ।

ବନ୍ଧୁଗଣ ସବୁ ପୁଅ ଓ ଝିଅଙ୍କ ମନରେ ନିଜ ଜୀବନସାଥୀଙ୍କୁ ନେଇ ଏକ ଛବି ତିଆରି ହୋଇଥାଏ । ସମସ୍ତେ ଚାହିଁଥାନ୍ତି କି ତାଙ୍କ ଜୀବନସାଥୀ ତାଙ୍କୁ ସବୁବେଳେ ଖୁସିରେ ରଖନ୍ତୁ । ବନ୍ଧୁଗଣ ବିବାହ ପାଇଁ ଜାତକ ମେଳକ କରିବା ଯେତିକି ଜରୁରୀ ଅଟେ ସେତିକି ହିଁ ଜରୁରୀ ଅଟେ ନାମର ପ୍ରଥମ ଅକ୍ଷର । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି ଦୁଇଟି ନାମର ଝିଅ ଅଛନ୍ତି ଯାହାଙ୍କ ସହିତ ବିବାହ ହେଲେ ସେ ନିଜ ଜୀବନସାଥିଙ୍କ ଜୀବନକୁ ବଦଳାଇ ଦେଇଥାନ୍ତି ଓ ତାଙ୍କ ଜୀବନକୁ ବହୁତ ହିଁ ସୁନ୍ଦର ବନେଇ ଦେଇଥାନ୍ତି ।

୧. A ନାମର ଝିଅ – ବନ୍ଧୁଗଣ A ଅକ୍ଷର ମାନେ ଅ କିମ୍ବା ଆ ନାମର ଝିଅ ମାନେ ବହୁତ ସାହସୀ ଓ ମସ୍ତିସ୍କ ରୁ ବହୁତ ତେଜ ହୋଇଥାନ୍ତି । ଏହି ଝିଅମାନେ ଧାର୍ମିକ ହେବା ସହିତ ନିଜର ସବୁ ଦାୟିତ୍ଵ କୁ ବହୁତ ଭଲ ଭାବେ ପାଳନ କରିଥାନ୍ତି । ଏହି ନାମର ଝିଅମାନେ ସବୁବେଳେ ନିଜ ପରିବାରକୁ ନିଜ ସାଥିରେ ନେଇ ଚାଲିଥାନ୍ତି ଓ ଏମାନେ ନିଜ ଜୀବନସାଥୀଙ୍କୁ ବି ବହୁତ ଭଲ ପାଇଥାନ୍ତି ।

ସୁଖ ହେଉ ଅବା ଦୁଃଖ ଏମାନେ ସବୁବେଳେ ନିଜ ଜୀବନ ସାଥିଙ୍କ ସହିତ ରହିଥାନ୍ତି । ଏମାନେ ତାଙ୍କ ସ୍ବାମୀଙ୍କ ପାଇଁ କିଛି ବି କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ଏମାନେ ଟିକେ ଇମୋସନାଲ ମଧ୍ୟ ହୋଇଥାନ୍ତି । ଏମାନଙ୍କ ପାଦ ଘରେ ପଡିବା ମାତ୍ରେ ତାଙ୍କ ସ୍ଵାମୀ ଙ୍କର ସବୁ ଦିଗରୁ ଉନ୍ନତି ହିଁ ଉନ୍ନତି ହୋଇଥାଏ ।

୨. S ନାମର ଝିଅମାନେ – ବନ୍ଧୁଗଣ S ଅକ୍ଷର ବା ସା ନାମାର ଝିଅମାନେ ବି ଏହି ଲିସ୍ଟରେ ସାମିଲ ଅଛନ୍ତି । ଏହି ନାମର ଝିଅମାନେ ନିଜ ପ୍ରେମ ପାଇଁ ନିଜ ପରିବାର ପାଇଁ ବହୁତ ଯତ୍ନବାନ ହୋଇଥାନ୍ତି । ଏମିତି ଝିଅମାନେ ଯଦି କୌଣସି ସମ୍ପର୍କରେ ରୁହନ୍ତି ତେବେ ସେ ଏହି ସଂପର୍କକୁ ପୁରା ହୃଦୟର ସହିତ ପାଳନ କରିଥାନ୍ତି । ଏହି ନାମର ଝିଅମାନଙ୍କୁ ବୁଲିବା ବହୁତ ପସନ୍ଦ ହୋଇଥାଏ ।

ଏହି ଝିଅମାନେ ନିଜ ଜୀବନସାଥୀ ଙ୍କ ଖୁସି ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ଏମାନଙ୍କ ହୃଦୟ ବହୁତ ହିଁ ନିର୍ମଳ ହୋଇଥାଏ । ଏମାନେ କାହାର ବି ଦୁଃଖ ସହି ପାରନ୍ତି ନାହିଁ । ପରିବାରର ଖୁସି ପାଇଁ ଏମାନେ ସବୁ କିଛି କରି ପାରନ୍ତି । ଏହି କାରଣରୁ ଏମାନେ ନିଜ ପରିବାରର ପ୍ରିୟ ହୋଇଥାନ୍ତି । ଏମାନଙ୍କ ସ୍ଵାମୀ ମଧ୍ୟ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *