Odia Jokes- ଚଉଠି ରାତିରେ ସ୍ଵାମୀ ସ୍ତ୍ରୀ କାନ୍ଧ ଉପରେ ହାତ ରଖି କହିଲା, ଆଜି ମତେ ସେ ସବୁ କିଛି କରିବାକୁ ଦିଅ ଯାହାର ମୁଁ ହକଦାର ଅଟେ, ପତ୍ନୀ କହିଲା- ଠିକ ଅଛି…

ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Joke-1
ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।
ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ

ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?

ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?

ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।

ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?

ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ

Joke-2

ହୋଲି ଦିନରେ ପପୁ ନିଜ ପଡୋଶୀକୁ ରଙ୍ଗ ଲଗାଉ ଥିଲା ।

ପପୁ- କୁହ ଭାଉଜ ଆପଣଙ୍କୁ କେଉଁ ରଙ୍ଗ ଲଗାଇବି ?

ଭାଉଜ- ଦେଖ ପପୁ ଯାହା ଲଗାଉଛ ଲଗାଅ ହେଲେ ମୁହଁ ଯେମିତି କଳା ନହୁଏ ।

Joke-3

ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,

ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।

ସ୍ଵାମୀ- ତା ହେଲେ ?

ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?

ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।

Joke-4

ଜଣେ ବୁଢା ମଣିଷ ଫିଲ୍ମ ହଲରେ ଅଳ୍ପ ଅଳ୍ପ କରି କୋଲ୍ଡଡ୍ରିଙ୍କ ପିଉଥିଲା

ବୁଢା ମଣିଷ ଜଣକ କେତେବେଳେ ୧୫ ମିନିଟ ତ କେତେବେଳେ ୨୦ ମିନିଟ ପରେ କୋଲ୍ଡଡ୍ରିଙ୍କ ପିଉଥିଲା ।

ବୁଢା ମଣିଷ ପାଖରେ ଅନ୍ୟ ଏକ ଲୋକ ବସିଥିଲା, ବୁଢା ଲୋକର ଏହି ହରକତକୁ ଦେଖି ସେହି ଲୋକଟି ଚିଡି ଯାଇଥିଲା ।

ଏହା ପରେ ଲୋକଟି ବୁଢା ମଣିଷ ହାତରୁ କୋଲ୍ଡଡ୍ରିଙ୍କ ଛଡାଇ ଆଣି ଗୋଟେ ଥରକରେ ସବୁ ପିଇ ଦେଲା ଓ କହିଲା

ଦେଖ ମଉସା ଏମିତି ପିଅନ୍ତି କୋଲ୍ଡଡ୍ରିଙ୍କକୁ ଆଉ ତମେ ଟିକେ ଟିକେ କରି କଣ ପିଉଛ ।

ବୃଦ୍ଧ ମଣିଷ ଲୋକଟିକୁ ଉତ୍ତର ଦେଇ କହିଲା- ପୁଅ ମୁ କୋଲ୍ଡଡ୍ରିଙ୍କ ପିଉ ନଥିଲି, ମୁ ପାନ ଛେପ ବୋତଲରେ ପକାଉଥିଲି ।

Joke-5

ଶାଶୁ- ଜ୍ଵାଇଁ ବାବୁ ପର ଜନ୍ମରେ ଆପଣ କଣ ହେବାକୁ ଚାହୁଁଛନ୍ତି ?

ଜ୍ଵାଇଁ- ଆଜ୍ଞା ମୁ ଝିଟିପିଟି ହେବି ।

ଶାଶୁ- କାହିଁକି ?

ଜ୍ଵାଇଁ- କାରଣ ଆପଣଙ୍କ ଝିଅ କେବଳ ଝିଟିପିଟିକୁ ଭୟ କରିଥାଏ ।

Joke-6

ଚଉଠି ରାତିରେ ସ୍ଵାମୀ ସ୍ତ୍ରୀ କାନ୍ଧ ଉପରେ ହାତ ରଖି କହିଲା

ଆଜି ମତେ ସେ ସବୁ କିଛି କରିବାକୁ ଦିଅ

ଯାହାର ମୁଁ ହକଦାର ଅଟେ

ପତ୍ନୀ କହିଲା- ଠିକ ଅଛି, ଆଗ ତୁମେ ନିଜ ହାତ ଉଠାଅ

ଯାହା ପରେ ପତ୍ନୀ ପତିକୁ ଏକ ଜୋରଦାର ଚାପୁଡା ମାରିଲା

ସ୍ଵାମୀ- ଆରେ ପାଗେଳି, ମୁଁ ତ ମଜାକ କରୁଥିଲି

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *