ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Joke-1
ରାତି ସମୟରେ ଜଣେ ଲୋକ ଏକା ଯାଉଥିଲା ।
ସେହି ସମୟରେ ହଠାତ ଦୁଇଜଣ ବ୍ୟକ୍ତି ସେହି ଲୋକ ପାଖକୁ ଆସିଲେ
ସେହି ଦୁଇଜଣ ମଧ୍ୟରୁ ଜଣେ କହିଲା- କଣ ଆପଣଙ୍କ ପାଖରେ ଏକ ଟଙ୍କାର ମୁଦ୍ରା ଅଛି ?
ଲୋକଟି ଭୟଭୀତ ହୋଇ କହିଲା ହଁ ଅଛି ମୋ ପାଖରେ ହେଲେ ତମେ ଏକ ଟଙ୍କା ନେଇ କଣ କରିବ ?
ଅନ୍ୟ ଲୋକ- ଆଜ୍ଞା ଆମେ କେବଳ ଗୋଟେ ଟସ କରିବାକୁ ଚାହୁଁଛୁ ।
ରାସ୍ତାରେ ଯାଉଥିବା ଲୋକ- କଣ ପାଇଁ ଟସ କରିବ ?
ଅନ୍ୟ ଲୋକ- ଆଜ୍ଞା ଆପଣଙ୍କ ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦବୁ ହେଲେ ଆପଣଙ୍କ ଘଣ୍ଟା କିଏ ନେବ, ସେଥିପାଇଁ ଟସ କରୁଛୁ
Joke-2
ହୋଲି ଦିନରେ ପପୁ ନିଜ ପଡୋଶୀକୁ ରଙ୍ଗ ଲଗାଉ ଥିଲା ।
ପପୁ- କୁହ ଭାଉଜ ଆପଣଙ୍କୁ କେଉଁ ରଙ୍ଗ ଲଗାଇବି ?
ଭାଉଜ- ଦେଖ ପପୁ ଯାହା ଲଗାଉଛ ଲଗାଅ ହେଲେ ମୁହଁ ଯେମିତି କଳା ନହୁଏ ।
Joke-3
ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,
ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।
ସ୍ଵାମୀ- ତା ହେଲେ ?
ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?
ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।
Joke-4
ଜଣେ ବୁଢା ମଣିଷ ଫିଲ୍ମ ହଲରେ ଅଳ୍ପ ଅଳ୍ପ କରି କୋଲ୍ଡଡ୍ରିଙ୍କ ପିଉଥିଲା
ବୁଢା ମଣିଷ ଜଣକ କେତେବେଳେ ୧୫ ମିନିଟ ତ କେତେବେଳେ ୨୦ ମିନିଟ ପରେ କୋଲ୍ଡଡ୍ରିଙ୍କ ପିଉଥିଲା ।
ବୁଢା ମଣିଷ ପାଖରେ ଅନ୍ୟ ଏକ ଲୋକ ବସିଥିଲା, ବୁଢା ଲୋକର ଏହି ହରକତକୁ ଦେଖି ସେହି ଲୋକଟି ଚିଡି ଯାଇଥିଲା ।
ଏହା ପରେ ଲୋକଟି ବୁଢା ମଣିଷ ହାତରୁ କୋଲ୍ଡଡ୍ରିଙ୍କ ଛଡାଇ ଆଣି ଗୋଟେ ଥରକରେ ସବୁ ପିଇ ଦେଲା ଓ କହିଲା
ଦେଖ ମଉସା ଏମିତି ପିଅନ୍ତି କୋଲ୍ଡଡ୍ରିଙ୍କକୁ ଆଉ ତମେ ଟିକେ ଟିକେ କରି କଣ ପିଉଛ ।
ବୃଦ୍ଧ ମଣିଷ ଲୋକଟିକୁ ଉତ୍ତର ଦେଇ କହିଲା- ପୁଅ ମୁ କୋଲ୍ଡଡ୍ରିଙ୍କ ପିଉ ନଥିଲି, ମୁ ପାନ ଛେପ ବୋତଲରେ ପକାଉଥିଲି ।
Joke-5
ଶାଶୁ- ଜ୍ଵାଇଁ ବାବୁ ପର ଜନ୍ମରେ ଆପଣ କଣ ହେବାକୁ ଚାହୁଁଛନ୍ତି ?
ଜ୍ଵାଇଁ- ଆଜ୍ଞା ମୁ ଝିଟିପିଟି ହେବି ।
ଶାଶୁ- କାହିଁକି ?
ଜ୍ଵାଇଁ- କାରଣ ଆପଣଙ୍କ ଝିଅ କେବଳ ଝିଟିପିଟିକୁ ଭୟ କରିଥାଏ ।
Joke-6
ଚଉଠି ରାତିରେ ସ୍ଵାମୀ ସ୍ତ୍ରୀ କାନ୍ଧ ଉପରେ ହାତ ରଖି କହିଲା
ଆଜି ମତେ ସେ ସବୁ କିଛି କରିବାକୁ ଦିଅ
ଯାହାର ମୁଁ ହକଦାର ଅଟେ
ପତ୍ନୀ କହିଲା- ଠିକ ଅଛି, ଆଗ ତୁମେ ନିଜ ହାତ ଉଠାଅ
ଯାହା ପରେ ପତ୍ନୀ ପତିକୁ ଏକ ଜୋରଦାର ଚାପୁଡା ମାରିଲା
ସ୍ଵାମୀ- ଆରେ ପାଗେଳି, ମୁଁ ତ ମଜାକ କରୁଥିଲି
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ