ସ୍ୱାମୀଙ୍କଦେହ ଭଲନାହିଁ କହି 50,000ରୁଲକ୍ଷେ ଟଙ୍କା ମାଗୁଥିଲା ଅର୍ଚ୍ଚନା, ବେଡ୍ରୁମକୁ ବି ଡାକୁଥିଲା, ହେଲେ ମୁଁ…’ ବ୍ୟବସାୟୀ ଶଶାଙ୍କ ସାହୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ଶଶାଙ୍କ ସାହୁ ନାମକ ଜଣେ ବ୍ୟବସାୟୀ ୪ ବର୍ଷ ତଳେ ଅର୍ଚ୍ଚନା ଙ୍କ କଣ୍ଟାକ୍ଟ ରେ ଆସିଥିଲେ । ଯେତେବେଳେ Whats App ରେ ଅର୍ଚ୍ଚନା ନାଗ ଋକ୍ଵେଷ୍ଟ ପଠାଇଥିଲେ ଏହି ବ୍ୟକ୍ତି ଙ୍କୁ ସେତେବେଳେ ଏହି ବ୍ୟକ୍ତି ଜଣକ ଆକସେପ୍ଟ କରିଥିଲେ ଆଉ ଫେସବୁକ ରେ  କଥାବାର୍ତ୍ତା କରିଥିଲେ । ଆଉ ସେହି ମଧ୍ୟରେ ଅର୍ଚ୍ଚନା ନିଜର ଦୁଃଖ କାହାଣୀ କହି ସ୍ଵାମୀ ଙ୍କ ଦେହ ଅସୁସ୍ଥ ଅଛି କହି ଟଙ୍କା ମାଗିଥିଲେ ।

କେତେବେଳେ ୫୦ ହଜାର ତ ଆଉ କେତେବେଳେ ଲକ୍ଷେ ଟଙ୍କା ମାଗିଥିଲେ । ମାତ୍ର କଥାବାର୍ତ୍ତା ରୁ ଏହି ବ୍ୟବସାୟୀ ଜଣଙ୍କ ବୁଝି ସାରିଥିଲେ ଯେ ଅର୍ଚ୍ଚନା ତାଙ୍କୁ ଲୁଟିବାକୁ ଚାହୁଁଛି । ଚାଲାକ କରି ସେ ତାଙ୍କୁ ଫସାଇ ଦେବାକୁ ଚାହୁଁଛି । ମାତ୍ର ଏକ ଟଙ୍କା ମଧ୍ୟ ଦେଇ ନଥିଲେ ଏହି ବ୍ୟବସାୟୀ ଜଣଙ୍କ । ସଶାଙ୍କ କହିଛନ୍ତି ଯେ ଅଜଣା ପ୍ରେଣ୍ଡ ରିକ୍ଵେଷ୍ଟ ଆସିଥିଲା ।

ଏହାପରେ ସେ ପଇସା ନିମନ୍ତେ ସେ ସଶାଙ୍କଙ୍କୁ ଅନୁରୋଧ କରିଥିଲେ ଫୋନ ମାଧ୍ୟମରେ ଏହାପରେ ସଶାଙ୍କ ତାଙ୍କୁ ଆଭୋଏଡ କରିଥିଲେ ବୋଲି କହିଛନ୍ତି । ମାତ୍ର ତାଙ୍କ ନମ୍ବର କେଉଁଠାରୁ ଅର୍ଚ୍ଚନା ପାଇଥିଲେ ତାହା ସେ ଜାଣି ନାହାଁନ୍ତି କିନ୍ତୁ ସେ ତାଙ୍କୁ ଫୋନ କରିଥିଲେ ବୋଲି କହିଛନ୍ତି । ତେବେ ୪ ବର୍ଷ ତଳେ ଅର୍ଚ୍ଚନା ଙ୍କ ଅବସ୍ଥା ଟିକିଏ ଶୋଚନୀୟ ଥିଲା । ଏହିଭଳି ରାଜପ୍ରସାଦ ଭଳି ଘର ନଥିଲା ।

ବ୍ୟବସାୟୀ ଜଣଙ୍କ ଆଜିକା ସମୟରେ ଯେତେବେଳେ ଖବର କାଗଜ ଆଉ ଗଣ ମାଧ୍ୟମରେ ଦେଖିବାକୁ ପାଇଲେ ଯେ ସେ ଆଜି ଏତେ ସମ୍ପତ୍ତିର ମାଲିକାଣୀ ହୋଇଯାଇଛି ସେ ନିଜେ ମଧ୍ୟ ଚକିତ ହୋଇଗଲେ । କାରଣ ସେ ଜାଣିଛନ୍ତି ଯେ ୪ ବର୍ଷ ତଳେ ତାଙ୍କ ଅଞ୍ଚଳ ପାଖାପାଖି ଭଡାରେ ଅର୍ଚନା ରହୁଥିଲେ । ସେଠାରୁ ସେ ଜାଣିଛନ୍ତି ଯେ ଅର୍ଚ୍ଚନାଙ୍କ ପରିସ୍ଥିତି କିଭଳି ଥିଲା ?

ସେ କିଭଳି ୫୦ ହଜାର ଟଙ୍କା ନିମନ୍ତେ କାକୁତି ମିନତୀ ହେଉଥିଲେ । କିନ୍ତୁ ଆଜିକା ସମୟରେ ଏତେ ସବୁ ସମ୍ପତ୍ତି ଦେଖି ବ୍ୟବସାୟୀ ଜଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହିସବୁ କହି ସେ ବ୍ୟବସାୟୀ ଜଣକ ସବୁ ସତ ବଖାଣିଛନ୍ତି, ଗୋଟି ଗୋଟି କରି ସବୁ କଥା କହିଛନ୍ତି ଯାହାକି ୪ ବର୍ଷ ତଳେ ତାଙ୍କ ସହିତ ଘଟିଥିଲା ।

ଆଉ ସେ କିଭଳି ତାଙ୍କ ସହିତ ସମ୍ପର୍କରେ ଆସିଥିଲା । ଅର୍ଚ୍ଚନା ତାଙ୍କୁ କହିଥିଲେ ଶାରୀରିକ ସମ୍ପର୍କ ରଖିବାକୁ ଏବଂ ବେଡରୁମକୁ ମଧ୍ୟ ଡ଼ାକିଥିଲେ, ମାତ୍ର ସଶାଙ୍କ ଏହା ଜାଣିବା ପରେ ସେ ବ୍ଲକ ମାରିଥିଲେ ଅର୍ଚ୍ଚନା ଙ୍କୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *