ଜୀବନ ଝୁଲୁଛି ସୂତାଖିଅରେ…ପାହାଡିଆ ରାସ୍ତାରେ ଗାଡିକୁ ଏମିତି ୟୁ-ଟର୍ଣ୍ଣ କଲେ ସାହସୀ ଡ୍ରାଇଭର, ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ! ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆପଣ ମାନଙ୍କର ହୋସ ଉଡିଯିବ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ସାହାସୀ ଗାଡି ଡ୍ରାଇଭର ଏକ ପାହାଡୀ ଇଲାକାରେ ନିଜ ଗାଡି ନ୍ୟୁଟନ କରୁଛନ୍ତି । ଏକ ସଂକୀର୍ଣ୍ଣ ବା ସରୁ ରାସ୍ତାରେ ଜଣେ ଚାରି ଚକିଆ ଯାନକୁ ନ୍ୟୁଟନ କରାଉଛନ୍ତି । ସାଧାରଣତଃ ପାହାଡୀ ଇଲାକାରେ ପାହାଡ କଟା ଯାଇ ସେହି ସ୍ଥାନରେ ଘର କରାଯାଇଥାଏ । ଭିଡିଓରେ ପାହାଡ ଉପରେ ଥିବା ଏକ ସରୁ ରାସ୍ତାରେ ଗାଡି ଚାଳକ ଜଣକ ଗାଡିକୁ ୟୁ-ଟର୍ଣ୍ଣ କରେଇବା ପାଇଁ ଚେଷ୍ଟା କରୁଛନ୍ତି ।

ହେଲେ ଥରେ ଭାବନ୍ତୁ ଯଦି ଗାଡି ଟିକେ ଏପଟ ସେପଟ ହେଇଯିବ ତା ହେଲେ କଣ ହେବ । ହୁଏତ ଆମ ମାନଙ୍କ ମଧ୍ୟରେ ଏମିତି କେହି ଭାବି ପାରିବେ ନାହିଁ କି ସାହାସ କରିପାରିବେ ନାହିଁ ଯେ, ଏମିତି ଏକ ରାସ୍ତା ଯେଉଁଠି ବିପଦ ଥାଇ ଗାଡି ଚାଳକ ନ୍ୟୁଟନ କରାଉଛନ୍ତି । ତାଙ୍କ ସାହାସକୁ ମାନିବାକୁ ପଡିବ । ଗାଡି ଚାଳକ ଜଣକ ବହୁତ ବଡ ରିକ୍ସ ନେଇ ଏଭଳି କାମ କରିଛନ୍ତି ହେଲେ ସେ କାହିଁକି ଏମିତି କହିଛନ୍ତି ସେ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

ଭିଡିଓ ଦେଖି ପ୍ରଥମେ ଲାଗୁଛି ଚାଳକ ଗାଡିକୁ ୟୁ-ଟର୍ଣ୍ଣ କରେଇ ପାରିବେ ନାହିଁ ହେଲେ ବନ୍ଧୁଗଣ କିଛି ସମୟ ଭିଡିଓ ଦେଖିବା ପରେ ଜଣା ପଡୁଛି ଚାଳକ ଜଣକ ନ୍ୟୁଟନ କରେଇବାରେ ସଫଳ ହେଲେ । ଏହି ଦୃଶ୍ୟ ଦେଖି ଏହା କହିବା ଭୁଲ ହେବ ନାହିଁ ଯେ, ସୂତା ସୂତାରେ ବଞ୍ଚିଛି ଜୀବନ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *