ମିଳିଲା ୫ ଟି ବଡ ପ୍ରମାଣ, ସୁଶାନ୍ତ ସିଂହ ରାଜପୁତ କରି ନାହାଁନ୍ତି ଆତ୍ମହତ୍ୟା, ଏହା ଏକ…

ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ଦେଶରେ ବହୁତ ଚାଞ୍ଚଲ୍ୟକର ସୃଷ୍ଠୀ କରିଛି । ବହୁତ ଲୋକ ଏହି ଘଟଣାକୁ ସୁସାଇଡ କହୁଥିବା ବେଳେ, ବହୁତ ଲୋକ ଏହାକୁ ମର୍ଡର କହିଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏହି ଘଟଣା ସହ ଜଡିତ ଏମିତି ପାଞ୍ଚୋଟି ପ୍ରମାଣ ବିଷୟରେ କହିବୁ, ଯାହାଦ୍ୱାରା ଆପଣ ଏହି ଘଟଣାର ପ୍ରକୃତ ରହସ୍ୟ ଜାଣି ପାରିବେ । ଏହି ରହସ୍ୟ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଘଟଣାର ମୂଳ ରହସ୍ୟ ବିଷୟରେ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ପୋଲିସ ନିଜର ଅନୁସନ୍ଧାନ ଆରମ୍ଭ କରିଥିଲା, ହେଲେ ବର୍ତ୍ତମାନ ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ପୋଲିସ ସୁଶାନ୍ତ କେସ ସହ ଜଡିତ କିଛି ପ୍ରମାଣକୁ ଲୁଚେଇବା ପାଇଁ ଚେଷ୍ଟା କରୁଛି ଓ ଏହି କେସକୁ ବନ୍ଦ କରିବା ପାଇଁ ମଧ୍ୟ ଚେଷ୍ଟା କରୁଛି । ଏହାର ପ୍ରଥମ କାରଣ ହେଉଛି ସାଧାରଣତଃ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ, ତାହେଲେ ପୋଲିସ ସେହି ସ୍ଥାନକୁ ଯାଇ ସେହି ବ୍ୟକ୍ତି ଓ ସ୍ଥାନର ସଂପୂର୍ଣ୍ଣ ଏକ ଭିଡିଓ ଫୁଟେଜ କରିଥାଏ, ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ କେସ ରେ ଏମିତି କିଛି ହୋଇନଥିଲା । ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ଥାନରେ ପୋଲିସ ଯାଇଥିଲା ସତ ହେଲେ ପୋଲିସ କୌଣସି ଭିଡିଓ ଫୁଟେଜ କଲେକ୍ଟ କରିନଥିଲା । ଏହା ଦ୍ଵାରା ପୋଲିସ ମାନଙ୍କ ଉପରେ କିଛି ପ୍ରଶ୍ନ ଉଠୁ ଥିବାର ଜଣା ପଡିଛି ।


ଏହାର ଦ୍ଵିତୀୟ କାରଣ ହେଉଛି, ଯଦି କୌଣସି ବ୍ୟକ୍ତି ଫାଶୀ ଦେଇ ଆତ୍ମହତ୍ୟା କରିବା ପାଇଁ ଚାହୁଁଛି ତେବେ ସେହି ବ୍ୟକ୍ତିକୁ ପଙ୍ଖାରେ ଫାଶୀ ଦେବା ପାଇଁ କୌଣସି ଟେବୁଲ ବା ଚେୟାରର ଆବଶ୍ୟକତା ହୋଇଥାଏ । ହେଲେ ରିପୋର୍ଟ ଅନୁସାରେ ଜଣାପଡିଛି ଯେ ସୁଶାନ୍ତଙ୍କ ଘରେ କୌଣସି ଟେବୁଲ ବା ଚେୟାର ବରାମତ ହୋଇନଥିଲା ।

ଏହାର ତୃତୀୟ କାରଣ ହେଉଛି ଯଦି କୌଣସି ବ୍ୟକ୍ତି ଫାଶୀ ଦେଇ ଆତ୍ମହତ୍ୟା କରିଥାଏ, ତେବେ ତାର ଆଖି ନାଲି ହେବା ସହ ତାର ଜିଭ ବାହାରି ଯାଇଥାଏ । ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ କେସ ରେ ଏମିତି କିଛି ନଥିଲା । ସୁଶାନ୍ତଙ୍କ ଶରୀରକୁ ଯେବେ ତଳକୁ ଅଣା ଯାଇଥିଲା, ସେତେବେଳେ ସୁଶାନ୍ତଙ୍କ ବାମ ଆଖି ନୀଳ ରଙ୍ଗର ହୋଇଯାଇଥିଲା ।


ଏହାର ଚତୁର୍ଥ କାରଣ ହେଉଛି, ସୁଶାନ୍ତଙ୍କ ମୃତ୍ୟୁ ହେବାର ପୂର୍ବ ଦିନ ସୁଶାନ୍ତ ତାଙ୍କ ସାଙ୍ଗ ସହ ପାର୍ଟି କରି ଆସିଥିଲେ ଓ ସେ ତାଙ୍କ ଜୀବନ ବିଷୟରେ ତାଙ୍କ ସାଙ୍ଗକୁ କହିଥିଲେ । ଏହି ସବୁ କଥା ରହସ୍ୟ ହୋଇ ରହିଛି । ଜଣେ ସୁସ୍ଥ ସବଳ ଫେମସ ମଣିଷ ଯାହାପାଖରେ ସବୁକିଛି ଥିବ ସେ ଆତ୍ମହତ୍ୟା କାହିଁକି କରିବ, ଏହି ପ୍ରଶ୍ନଟି ସମସ୍ତଙ୍କ ମନକୁ ଆସିଛି ।

ଏହାର ପଞ୍ଚମ ବା ମୁଖ୍ୟ କାରଣ ହେଉଛି ଅଧିକାଂଶ ଲୋକ ଆତ୍ମହତ୍ୟା କରିବା ପୂର୍ବରୁ ସେ ଆତ୍ମହତ୍ୟା କରିବାର କାରଣକୁ କୌଣସି ଡାଇରି ବା ଚିଠି ମାଧ୍ୟମରେ ଲେଖିଥାନ୍ତି । ହେଲେ ସୁଶାନ୍ତଙ୍କ କେସରେ ଏମିତି କିଛି ତଥ୍ୟ ବରାମତ ହୋଇନଥିଲା । ଏହା ସହିତ ସୁଶାନ୍ତଙ୍କ ମୃତ୍ୟୁ ହେବା ଦିନ ତାଙ୍କ ଘରର ସମସ୍ତ ସିସି ଟିଭି କ୍ୟାମେରା ବନ୍ଦ ଥିଲା । ଏହି ସବୁ ତଥ୍ୟରୁ ସ୍ପର୍ଷ୍ଟ ଜଣା ପଡିଛି ଯେ, ସୁଶାନ୍ତ ଆତ୍ମହତ୍ୟା କରିନଥିଲେ, ତାଙ୍କର ହତ୍ୟା ହୋଇଛି ।

ତେବେ ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ସୁଶାନ୍ତଙ୍କ କେସ ରେ ଲାଟେଷ୍ଟ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *