ସୁଶାନ୍ତ ସିଂହ ମାମଲାରେ AIIMS forensic Team ର ବିସରା ରିପୋର୍ଟ ରୁ ହେବ ବହୁତ ବଡ ଖୁଲାସା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଥିଲା । ପ୍ରଥମେ ଏହି କେସର ତଦନ୍ତ ମୁମ୍ବାଇ ପୋଲିସ କରିଥିଲା ହେଲେ ମୁମ୍ବାଇ ପୋଲିସ ଏହି କେସକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ସୁପ୍ରିମ କୋର୍ଟ ଏହି କେସର ତଦନ୍ତ କରିବା ପାଇଁ ସିବିଆଇକୁ ଏହାର ଦାଇତ୍ଵ ଦେଇଥିଲା । ସିବିଆଇ ଏହି କେସର ତଦନ୍ତକୁ ବହୁତ ଭଲ ଭାବରେ କରିଥିଲା ଓ ଏହାପରେ ଏନସିବି ଟିମ ମଧ୍ୟ ଏହି କେସର ତଦନ୍ତ କରିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି କେସର ମୁଖ୍ୟ ଆରୋପି ରୂପେ ରିୟା ଚକ୍ରବର୍ତୀ ରହିଛନ୍ତି । ହେଲେ ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଏକ ବଡ ଖୁଲାସା ହୋଇଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି କିଛି ଦିନ ତଳେ ସିଏଫଏସଏଲ ର ଟିମ ପହଞ୍ଚି ଥିଲା ମୁମ୍ବାଇ ଓ ମୁମ୍ବାଇରେ ବହୁତ ଛାନ ବିନ କରିବା ପରେ ଏହି ଟିମ କହିଥିଲା ଏହା ଆତ୍ମହତ୍ୟା ନୁହେଁ ଏହା ହେଉଛି ହତ୍ୟା ।

ଏହା ପରେ ଏମ୍ସର ଟିମ ମଧ୍ୟ ସେହି ସ୍ଥାନରେ ପହଞ୍ଚି ଥିଲେ ଓ କୁପର ହସ୍ପିଟାଲରେ ପଚରା ଉଚରା କରିଥିଲେ । ଯାହାଦ୍ୱାରା ଏମିତି ବହୁତ କିଛି ପ୍ରମାଣ ମିଳିଥିଲା । ସିଏଫଏସଏଲ ଟୀମ ଏହା ପୂର୍ବରୁ ତାଙ୍କ ଘରକୁ ମଧ୍ୟ ଯାଇଥିଲା, ୨ ଥର ମଧ୍ୟ କ୍ରାଇମ ସିନ କୁ ରୀକ୍ରିଏଟ କରି ସାରିଥିଲା ଓ ତାଙ୍କ ଛାତ ଉପରକୁ ମଧ୍ୟ ବହୁତ ସାରା ଏଭିଡେନ୍ସ ମିଳିଥିଲା ।

କୁହାଯାଉଛି କି ଏମ୍ସ ର ରିପୋର୍ଟ ଆସିବା ପରେ ବହୁତ ସାରା ଡାଉଟ ବି କ୍ଲିୟର ହେବ ।  ବର୍ତ୍ତମାନ ଆସନ୍ତା ୨୦ ତାରିଖ ଅଥବା ରବିବାର ଦିନ ସିବିଆଇ ଟିମ ଯାଇ ଏମ୍ସ ଠାରୁ ଏହି ସବୁ ରିପୋର୍ଟ ନେବ ଏବଂ ଏହି ରିପୋର୍ଟ ବିଷୟରେ ଅନ୍ୟ କାହାକୁ ସୂଚନା ଦିଆଯିବ ନାହିଁ ।

କୁପର ହସ୍ପିଟାଲର ଡାକ୍ତର ମାନଙ୍କ ଉପରେ ବହୁତ ସାରା ପ୍ରଶ୍ନ ଆସିଛି, ଯାହାର ଉତ୍ତର ସେମାନଙ୍କ ପାଖରେ ନାହିଁ । ଏହାର ଆଧାରରେ ମଧ୍ୟ ଏହି ରିପୋର୍ଟ ହୋଇଛି । ଏହି ରିପୋର୍ଟ ମାଧ୍ୟମରେ ଏମିତି ବହୁତ ରହସ୍ୟ ଖୋଲିବାକୁ ଯାଉଛି ।

ବର୍ତ୍ତମାନ କୁପର ହସ୍ପିଟାଲ ସହ ମୁମ୍ବାଇ ପୋଲିସ ମଧ୍ୟ ଟାର୍ଗେଟରେ ରହିଛି । କାରଣ ଏମାନେ ସୁଶାନ୍ତ ସିଂହ ରାଜପୁତ କେସକୁ ବନ୍ଦ କରିବା ପାଇଁ ସବୁ ସୀମା ଅତିକ୍ରମ କରିସାରିଥିଲେ । ବନ୍ଧୁଗଣା ଆସନ୍ତା ୨୦ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ କେସକୁ ନେଇ ବହୁତ ବଡ ଖୁଲାସା ସାମ୍ନାକୁ ଆସିପାରେ ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *