EXCLUSIVE: ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ଫରେନ୍ସିକ ରିପୋର୍ଟ ରେ ଖୋଲିଗଲା ରିୟାର କଳା କାରନାମା, ମାନିନେଲା ଲୁଟିବାର କରିଥିଲେ ପ୍ଳାନ

ରିୟା ଚକ୍ରବର୍ତୀ ଏବେ ପୁରା ପୁରି ସୁଶାନ୍ତ ସିଂହ ଙ୍କ କେସ ରେ ଫସି ସାରିଛନ୍ତି । ଏବେ ରିୟା ପାଖରେ କୌଣସି ଅପ୍ସନ ବଞ୍ଚିନାହିଁ । CBI ରିୟା ଚକ୍ରବର୍ତୀ ଙ୍କୁ ସୁଶାନ୍ତ ଙ୍କ ଫାଇନାନ୍ସ କୁ ନେଇ ପ୍ରଶ୍ନ କଲେ କି ତୁମେ ସୁଶାନ୍ତ ଙ୍କ ସମ୍ପତି ର କେତେ ବ୍ୟବହାର କରିଛ ଓ ସୁଶାନ୍ତ ଙ୍କ କ୍ରେଡିଟ କାର୍ଡ ର ବ୍ୟବହାର ତୁମେ କାହିଁକି କରୁଥିଲ । ଏହା ଶୁଣିବା ପରେ ରିୟା ତୁରନ୍ତ ଏହାକୁ ମାନିବାକୁ ମନା କରିଦେଲ । କିନ୍ତୁ CBI ଅନ୍ୟ ଏକ ରୁମ ରୁ ପିଠାନି କୁ ଆଣି ସାମ୍ନା ରେ ବସାଇ ଦେଲେ ଓ ପିଥାନି ସବୁ କିଛି କହିଦେଲା କି ରିୟାର ସବୁ ଖର୍ଚ୍ଚ ସୁଶାନ୍ତ ସିଂହ ରାଜପୁତ ଉଠାଉଥିଲେ । ରିୟା କ୍ରେଡିଟ କାର୍ଡ ସହିତ ଡେବିଟ କାର୍ଡ ବି ବ୍ୟବହାର କରୁଥିଲେ ଓ ପିଠାନି କହିଲା କି ସାଇମୁଲ ମିରାଣ୍ଡା ହିଁ ତାକୁ ଏ ସବୁ କହିଛି ।

ଏହା ପରେ CBI ରିୟା ଓ ସୁଶାନ୍ତ ଙ୍କ ସାମ୍ନାରେ ସାଇମୁଲ ମିରାଣ୍ଡକୁ ବି ଆଣି ବସାଇ ଦେଲେ । ମିରାଣ୍ଡା ହିଁ ସୁଶାନ୍ତଙ୍କ ସବୁ ଆକାଉଣ୍ଟ ଦେଖୁଥିଲା । ମିରାଣ୍ଡା ହିଁ କହିଲା କି ରିୟା ଚକ୍ରବର୍ତୀ ତାକୁ SSR ଙ୍କ କାର୍ଡ ର ପିନ ମାଗିଥିଲେ ଓ ରିୟାର ସବୁ ଖର୍ଚ୍ଚ ସୁଶାନ୍ତ ସିଂହ ଆକାଉଣ୍ଟ ରୁ ହିଁ ହେଉଥିଲା । ଯେତେବେଳେ ପିଠାନୀ CBI ସାମ୍ନାରେ ସବୁ କିଛି କହିଦେଲା ତେବେ ରିୟା ତୁରନ୍ତ CBI ସାମ୍ନା ରେ କାନ୍ଦିବାକୁ ଲାଗିଲା । ରିୟା ମାନିନେଲା କି ହଁ ସେ ସୁଶାନ୍ତ ଙ୍କ କାର୍ଡ ର ବ୍ୟବହାର କରିଥିଲା ଓ ସେ ସୁଶାନ୍ତ ଙ୍କ ଟଙ୍କା ରେ ମଜା ବି ନେଉଥିଲା ।

ଏହା ପରେ ରିୟା, ପିଠାନୀ ଓ ମିରାଣ୍ଡା ସାମ୍ନାରେ ସୁଶାନ୍ତଙ୍କର କୋଟାକ ବାଲା ବ୍ଯାଙ୍କ ଆକାଉଣ୍ଟ ର ଫରେନ୍ସିକ ଅଡିଟ ରିପୋର୍ଟ ରଖା ଗଲା । ଏହି ଅଡିଟ ରିପୋର୍ଟ ବହୁତ କିଛି ଖୁଲାସା କରି ଦେଇଛି । ସୁଶାନ୍ତ ସିଂହ ରାଜପୁତ ୫ ବର୍ଷରେ ୭୦ କୋଟି ଟଙ୍କା କମାଇଥିଲେ । କିନ୍ତୁ ଏହାର ଅଧିକାଂଶ ଭାଗ ଗତ ୨ ବର୍ଷରେ ହିଁ ଖର୍ଚ୍ଚ ହୋଇଛି । ସୁଶାନ୍ତ ୫ କୋଟି ଟଙ୍କା ତ୍ୟାକ୍ସ ଦେଇଛନ୍ତି ଓ ୪ କୋଟି ଟଙ୍କା ସୁଶାନ୍ତ ନିଜ ଘରର ଭଡାରେ ଖର୍ଚ୍ଚ କରିଛନ୍ତି । ସୁଶାନ୍ତ ଆଗରୁ ନିଜ ଘରେ ରହୁଥିଲେ ତେଣୁ କୌଣସି ଭଡା ନଥିଲା । ମାନେ ଯେତିକି ଘରଭଡା ଦିଆ ଯାଇଛି ତାହା କେବଳ ଗତ ୨-୩ ବର୍ଷର ଅଟେ ।

ରିୟା ସୁଶାନ୍ତଙ୍କ ଜୀବନରେ ଆସିଲେ ତ ରିୟା ବଡ ଓ ମହଙ୍ଗା ଘରେ ରହିବାକୁ ଲାଗିଲେ । ଏହା ବ୍ଯତୀତ ସୁଶାନ୍ତ ୪ କୋଟି ଟଙ୍କା ଚାରିଟି କୁ ଡୋନେଟ ବି କରିଛନ୍ତି । ସୁଶାନ୍ତଙ୍କ ବ୍ଯାଙ୍କ ଆକାଉଣ୍ଟ ରେ ତ ପ୍ରାୟ ପ୍ରତିଦିନ ଡ୍ରାଇ ଫୃଟ ଅର୍ଡର ହେଉଥିଲା । କେବେ ୩୬୦୦୦ ଟ କେବେ ୩୨୦୦୦ ତ କେବେ ୫୬୦୦୦ ଟଙ୍କାର । ଆପଣ ବି ଭାବନ୍ତୁ ଯେତେ ମହଙ୍ଗା ହେଲେ ମଧ୍ୟ ସୁଶାନ୍ତ ଗୋଟିଏ ଦିନରେ ତ ୩୬୦୦୦ ଟଙ୍କାର ଡ୍ରାଇ ଫୃଟ୍ସ ଖାଉ ନଥିବେ ।

ଯଦି ଗୋଟିଏ ଦିନରେ ୩୬୦୦୦ ଡ୍ରାଇ ଫୃଟ୍ସ ମଗା ଯାଉଥିଲା ତେବେ ୩୦ ଦିନରେ ୧୦,୮୦,୦୦୦ ଡ୍ରାଇ ଫୃଟ୍ସ ମଗା ଯାଉଥିଲା ଓ ଗୋଟେ ବର୍ଷରେ ୧ କୋଟି ୨୯ ଲକ୍ଷ ୬୦ ହଜାର ର କାଜୁ ବାଦାମ ମଗା ଯାଉଥିଲା । ଏବେ ଏହି ଟଙ୍କା କାଜୁ ବାଦାମ ରେ ଯାଇଥିଲା ନା କାଜୁ ନାଁ ରେ ରିୟା ଆଉ କେଉଁଠି କି ପଠାଉଥିଲେ ଏହାର ଖୁଲାସା ହେବା ବାକି ଅଛି ।

ଏମିତି କି ରିୟାଙ୍କର ସବୁ ମେକପ ଜିନିଷ, ରିୟାଙ୍କ ଭାଇ ଶୋବିକ ର ଟ୍ୟୁସନ ଫୀସ, ଶୋବିକ ର ଫ୍ଲାଇଟ ଟିକେଟ, ସୋବିକ ର ହୋଟେଲ ଭଡା(୪,୭୨,୯୨୫ଟଙ୍କା), ସବୁ କିଛି ସୁଶାନ୍ତଙ୍କ ଆକାଉଣ୍ଟ ରୁ ପେମେଣ୍ଟ ହେଉଥିଲା । ଏହା ବ୍ଯତୀତ ଅନ୍ୟ କିଛି କାମ ପାଇଁ ୧୫୦୦୦୦ ଟଙ୍କା କୌଣସି ଅନ୍ୟ କାମ ପାଇଁ ରିଯାଙ୍କୁ ଦିଆ ଯାଇଥିଲା । ଏହା ବ୍ଯତୀତ ୫୬,୦୦,୦୦୦ ଟଙ୍କାର ମହଙ୍ଗା ଫୋନ, ମହଙ୍ଗା ମହଙ୍ଗା ଘଡି ମଧ୍ୟ ରିୟାଙ୍କୁ ଦିଆ ଯାଇଥିଲା । ଏମିତି ଅନେକ ଟ୍ରାଞ୍ଜାକ୍ସନ ର ଲିଷ୍ଟ CBI ହାତରେ ଲାଗିଛି ।

ସୁଶାନ୍ତ ୫ ବର୍ଷରେ ଯେଉଁ ୭୦ କୋଟି ଟଙ୍କା କମାଇଥିଲେ ତାକୁ ରିୟା ଆଉ ତାଙ୍କ ପରିବାର ୨ ବର୍ଷରେ ହିଁ ଖର୍ଚ୍ଚ କରିଦେଲେ । ଏହା ପରେ CBI ରିୟାଙ୍କୁ ସେହି ଅଡିଓ ଶୁଣାଇଲେ ଯେଉଁଥିରେ ରିୟା, ସୁଶାନ୍ତ ଓ ରିୟାଙ୍କ ପିତା ସୁଶାନ୍ତଙ୍କ ଟଙ୍କା କୁ ନେଇ କଥା ହେଉଥିଲେ ଓ ସୁଶାନ୍ତ ଖର୍ଚ୍ଚ କମ କରିବା କଥା କହୁଥିଲେ । ଯେତେବେଳେ କି ରିୟା କହୁଥିଲେ ସୁଶାନ୍ତ ଅଧିକ ଖର୍ଚ୍ଚ କରୁଥିଲେ । ମାନେ ଏଠାରେ ରିୟାଙ୍କ ପୋଲ ଖୋଲିଗଲା ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *