CBI କୁ ସହଯୋଗ ନ କରିବାରୁ ରିୟା ଚକ୍ରବର୍ତ୍ତୀଙ୍କୁ IPS ନୁପୁର ଶର୍ମା ମାରିଲେ ଶକ୍ତ ଚାପୁଡା ? ପଢନ୍ତୁ ପୁରା ଖବର

ଅନେକ ଟିଭି ଚ୍ୟାନେଲରେ ଦେଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଇଣ୍ଟରଭ୍ୟୁ କୁ ନେଇ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରର ଲଗାତାର ରିଆକ୍ସନ ଆସୁଛି । ଗତ ଦୁଇ ଦିନ ଧରି ଟ୍ୱିଟର ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରିୟା ଚକ୍ରବର୍ତ୍ତୀ ହ୍ୟାସଟ୍ୟାଗରୁ ଏହି ଖବର ଭାଇରାଲ ହେଇଥିଲା କି ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ କୁ ସହଯୋଗ ନ କରିବାରୁ ସିବିଆଇ ତାଙ୍କୁ ଚାପୁଡ଼ା ମାରିଛି। ସୋସିଆଲ ମିଡିଆରେ ପ୍ରକାଶ ପାଇଛି କି ଆଇପିଏସ୍ ଅଧିକାରୀ ନୁପୁର ଶର୍ମା ଜେରା ସମୟରେ ସହଯୋଗ ନ କରିବାରୁ ରିୟାଙ୍କୁ ଚାପୁଡ଼ା ମାରିଛନ୍ତି ।

କିନ୍ତୁ ଏହି ଖବର ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ ବରଂ କିଛି ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ଏହାକୁ ଭାଇରାଲ କରି ନିଜର ଖୁସି ବ୍ୟକ୍ତ କରୁଛନ୍ତି।ବହୁ ଅନୁସନ୍ଧାନ ପରେ ଜଣାପଡିଛି ଯେ କିଛି ଲୋକ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ଦର୍ଶାଇ ସୋସିଆଲ ମିଡିଆରେ ଏହି ଖବର ପ୍ରଚାର କରିବା ଆରମ୍ଭ କରିଛନ୍ତି।

ଏହି ଖବର ସୋସିଆଲ ମିଡିଆରେ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଥିଲା। ଅନେକ ଲୋକ ରିୟା ଚକ୍ରବର୍ତ୍ତୀଙ୍କ ସହ ୟୁନିଫର୍ମରେ ଥିବା ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ଫଟୋ ସେୟାର କରୁଛନ୍ତି।କିନ୍ତୁ ଏହି ଖବରର କୌଣସି ସତ୍ୟତା ନାହିଁ, ଏହା କେବଳ ଏକ ସୋସିଆଲ ମିଡିଆ ଗୁଜବ। କୌଣସି ସିବିଆଇ ଅଧିକାରୀ ରିୟାଙ୍କୁ ଚାପୁଡ଼ା ମାରିବା କିମ୍ବା ଅନୁସନ୍ଧାନରେ ସହଯୋଗ ନକରିବା ସମ୍ବନ୍ଧୀୟ କୌଣସି ସ୍ଟେଟମେନ୍ଟ ଦେଇନାହାଁନ୍ତି।

ଅନ୍ୟ ପଟରେ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଟେଟମେନ୍ଟ ଦେଇନାହାଁନ୍ତି ଯେ ପଚରାଉଚରା ବେଳେ ତାଙ୍କ ସହିତ ଏପରି ଘଟଣା ଘଟିଛି। ସେ ନିକଟରେ ଦେଇଥିବା ଟିଭି ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଅନୁସନ୍ଧାନ ସହଜ କିମ୍ବା ବହୁତ ଭଲ ନୁହେଁ। ସେ ବହୁ ସଂଘର୍ଷର ସମ୍ମୁଖୀନ କରୁଛନ୍ତି ।

ସୂଚନାଯୋଗ୍ୟ ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ କ୍ରମାଗତ ଦ୍ୱିତୀୟ ଦିନ ସିବିଆଇ ତଦନ୍ତ ପାଇଁ ଶନିବାର ଦିନ DRDO ଗେଷ୍ଟ ହାଉସରେ ପହଞ୍ଚିଥିଲେ। ସିବିଆଇ ଅନୁସନ୍ଧାନକାରୀ ଟୀମ DRDO ଗେଷ୍ଟ ହାଉସରେ ରହିଛନ୍ତି ଯେଉଁଠାରେ ରିୟା ଚକ୍ରବର୍ତ୍ତୀ ଏକ ଗାଡି ଦିନ ପ୍ରାୟ 1.30 ରେ ପହଞ୍ଚିଥିଲା ​​। ତାଙ୍କ ସହ ପୋଲିସ ଗାଡି ମଧ୍ୟ ଆସିଥିଲା।

CBI ସିଦ୍ଧାର୍ଥ ପିଠାନି , ନିରଜ,କେଶବ, ଦୀପେଷ ସାୱାନ୍ତ,ସନ୍ଦୀପ ସିଂ ଙ୍କୁ ମଧ୍ୟ ପଚରା ଉଚୁରା କରିଛି। ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କୁ ଦେଢ଼ ମାସ ଉପରେ ହୋଇସାରିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ସୁଶାନ୍ତ ଙ୍କ ହତ୍ୟାକାରୀ ସାମ୍ନାକୁ ଆସିନାହିଁ । CBI ନିଜର ତଦନ୍ତ କରିଚାଲିଛି। CBI କହିଛି ସୁଶାନ୍ତ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କର ହତ୍ୟା କରାଯାଇଛି। CBI କହିଛି ଖୁବ ଶୀଘ୍ର ସୁଶାନ୍ତ ଙ୍କ ଦୋଷୀ ସାମ୍ନାକୁ ଆସିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *