ସୂର୍ଯ୍ୟାସ୍ତ ପରେ ଯିଏ କରେ ମୁଦ୍ରାର ଏହି ଉପାୟ ,ତା ଘରେ ହେଇଥାଏ ଧନର ବର୍ଷା

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସୂର୍ଯ୍ୟାସ୍ତ ସମୟରେ ହିଁ କରି ପାରିବେ ,ଯେଉଁ ଉପାୟ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ବହୁତ ସହଜ ଅଟେ ଓ ଆପଣ ଚାହିଁଲେ ଏହାକୁ ପ୍ରତିଦିନ ସୂର୍ଯ୍ୟାସ୍ତ ସମୟରେ ସଜହରେ କରି ପାରିବେ, ଯଦି ଆପଣ ଏହି ଉପାୟକୁ କରନ୍ତି ତାହେଲେ ଆପଣଙ୍କ ଘରେ ସୁଖ ଶାନ୍ତି ରହିବ ଓ ଆପଣଙ୍କ ଜୀବନରେ ଧନ ସବନ୍ଧୀୟ କୌଣସି ସମସ୍ୟା ଆସିବ ନାହିଁ ।

ଆସନ୍ତୁ ଜାଣିବା ଏହି ଉପାୟ କଣ ଅଟେ

ଆପଣଙ୍କୁ ଜଣାଇ ଦେଉଛୁ କି ଯେଉଁ ଭାବେ ଆପଣ ସକାଳେ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ଠିକ ସେହି ପରି ସନ୍ଧ୍ୟା ସମୟରେ ବି ଆପଣ ଜଳ ଚଢାନ୍ତୁ । ଯଦି ଆପଣ ସନ୍ଧ୍ୟାରେ ଜଳ ଚଢାଉଛନ୍ତି ତାହେଲେ ଜଳରେ ସୋରିଷ ର କିଛି ଦାନା ନିହାତି ମିଶାନ୍ତୁ ,ଯଦି ଆପଣ ଏହି ଉପାୟକୁ କରନ୍ତି ତାହେଲେ ଆପଣଙ୍କ ଘରର ସବୁ ନକରାତ୍ମକ ଶକ୍ତି ସନ୍ଧ୍ୟା ହେବା ପୂର୍ବରୁ ଶେଷ ହୋଇଯିବ ।

ଆପଣ ସନ୍ଧ୍ୟା ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ପରେ ଆପଣ ସୂର୍ଯ୍ୟଦେବ ଙ୍କ ପାଇଁ ଅଗରବତୀ ଜଳାନ୍ତୁ ଏବଂ ଆପଣଙ୍କ ମନର ଇଚ୍ଛାକୁ ସୂର୍ଯ୍ୟଦେବଙ୍କୁ କୁହନ୍ତୁ ଓ ଅଗରବତୀକୁ ସୂର୍ଯ୍ୟଦେବଙ୍କ ଆଡକୁ ବୁଲାନ୍ତୁ ଏବଂ ଏହା ପରେ ଅଗରବତୀ କୁ ନିଜ ଘରେ ଲାଗିଥିବା ତୁଲସୀ ଗଛ ପାଖରେ ରଖି ଦିଅନ୍ତୁ ,ଯଦି ଆପଣ ଏହି ଉପାୟକୁ ଅପଣାନ୍ତି ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

ସନ୍ଧ୍ୟା ହେବା ସମୟରେ ସୂର୍ଯ୍ୟଦେବ ଙ୍କୁ ବିଦାୟ କହିବା ପାଇଁ ବାଲକୋନୀରେ ଗୋଟିଏ ଦୀପ ନିହାତି ଲଗାନ୍ତୁ ଏହି ଦୀପ ସୂର୍ଯ୍ୟଦେବଙ୍କୁ ସମ୍ମାନ ଏବଂ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଜଳା ଯାଇଥାଏ, ଏହା ଦ୍ଵାରା ସୂର୍ଯ୍ୟ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ  ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *