ହୋଲି ଖେଳି Sura Routray ଙ୍କ ସହ ନାଚିଲେ Nisha Moharana, ଲୋକେ କହିଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଙ୍ଗ୍ରେଶ ଦଳର ବିଧାୟକ ସୁର ରାଉତରାୟଙ୍କ ସହିତ ନାଚିଲେ ଯାତ୍ରା କଳାକାର ନିଶା ମହାରଣା ! ତେବେ ଆଜି ହେଉଛି ରଙ୍ଗର ପର୍ବ ହୋଲି ! ତେବେ ସବୁଆଡେ ହୋଲିକୁ ନେଇ ରଙ୍ଗୀନମୟ ପରିବେଶ ସୃଷ୍ଟି ହୋଇଛି । ତେବେ ଛୋଟ ପିଲା ଠାରୁ ନେଇ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ରଙ୍ଗ ଖେଳରେ ମାତିଛନ୍ତି । ତେବେ ଏହାରି ମଧ୍ୟରେ କଙ୍ଗ୍ରେଶ ଭବନରେ ମଧ୍ୟ ହୋଲି ଉତ୍ସବକୁ ଖୁବ ଧୂମଧାମ ଭାବରେ ପାଳନ କରାଯାଉଛି ।

ତେବେ କଙ୍ଗ୍ରେଶର ସମସ୍ତ କର୍ମକର୍ତ୍ତା ମାନେ ନିଜର କର୍ମମୟ ବ୍ୟସ୍ତତା ଜୀବନ ମଧ୍ୟରୁ ଆଜି ସମୟ ବାହାର କରି ହୋଲି ପର୍ବରୁ ପାଳନ କରିଛନ୍ତି । ତେବେ ଏହା ସହିତ କଙ୍ଗ୍ରେଶ ଦଳର ବିଧାୟକ ସୁରେଶ ରାଉତରାୟ ବା ସମସ୍ତଙ୍କ ଅତି ପ୍ରିୟ ସୁର ଭାଇ ମଧ୍ୟ ନିଜକୁ ରଙ୍ଗର ପର୍ବରେ ରଙ୍ଗୀନ କରିଦେଇଛନ୍ତି । ତେବେ ଯାତ୍ରା ଆଇଟମ ଡାନସର ନିଶା ମହାରଣା ମଧ୍ୟ ଆଜି କଙ୍ଗ୍ରେଶ  ଭବନରେ ହୋଲି ପର୍ବକୁ ପାଳନ କରିଛନ୍ତି ।

ତେବେ ରଙ୍ଗମୟ ପରିବେଶ ମଧ୍ୟରେ ବାଜା ଗୀତର ତାଳେ ତାଳେ ସମସ୍ତେ ହୋଲି ସେଲିବ୍ରେଟ କରୁଛନ୍ତି । ସୁର ଭାଇ ମଧ୍ୟ ସେହି ଗୀତର ତାଳେ ତାଳେ ନାଚି ନାଚି ରଙ୍ଗ ଖେଳୁଛନ୍ତି । କେବଳ ସୁର ଭାଇ କାହିଁକି ସୁର ଭାଇଙ୍କ ସହ ଯାତ୍ରା ଗାର୍ଲ ନିଶା ମହାରଣା ମଧ୍ୟ ତାଙ୍କ ତାଳେ ତାଳ ଦେଇ ପାଦରେ ପଦ ମିଶାଇ ନାଚୁଥିବାର ନଜର ଆସିଛି ।

ତେବେ ଯାତ୍ରା ପ୍ରେମୀ ମାନଙ୍କୁ ଯାତ୍ରା ପେଣ୍ଡାଲ ଉପରେ ନିଜର ଠୁମୁକା ଦ୍ଵାରା ଦିୱାନା କରୁଥିବା ନିଶା ଆଜି କଙ୍ଗ୍ରେଶ ଭବନ ସାମ୍ନାରେ ନାଚିଥିବାର ଦୃଶ୍ୟ ବହ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ହୋଲି ହେଉଛି ଏକ ଏପରି ରଙ୍ଗର ପର୍ବ । ଯେଉଁଠାରେ ସବୁ ଲୋକ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକ ହୋଇ ରଙ୍ଗ ଲଗାଲାଗି ହୋଇ ନିଜର ବନ୍ଧୁତ୍ଵକୁ ଆହୁରି ଦୃଢ ବନାଇଥାନ୍ତି ।

ତେବେ ଆଜି ଭଳି ଦିନରେ ଯେତେ ଯିଏ ବ୍ୟସ୍ତ ରହିଥାଉ । ମଧ୍ୟ ସେ ନିଜର କର୍ମରୁ କିଛି ସମୟ ବାହାର କରି  ନିଶ୍ଚୟ ହୋଲି ପର୍ବରେ ରଙ୍ଗୀନ ହୋଇ ଖୁସି ମନାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *