ସୂରଜ ପଞ୍ଚୋଲି ସୁଶାନ୍ତଙ୍କ ପାଇଁ ଯାହା କହିଲା, ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ

ବଲିଉଡ ଜଗତରେ ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ରୂପେ ପରିଚିତ ଥିଲେ । ପିଲା ବେଳରୁ ସୁଶାନ୍ତଙ୍କୁ ଅଭିନୟ କରିବା ପାଇଁ ବହୁତ ଇଛା ରହିଥିଲା । ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ସେ ମୁମ୍ବାଇ ଆସିଥିଲେ । ନିଜର କଷ୍ଟ ଓ ସଂଘର୍ଷରେ ସେ ସଫଳତା ହାସଲ କରିଥିଲେ । ହେଲେ ୧୪ ଜୁନ ୨୦୨୦ରେ ଏହି ଅଭିନେତା ଜଣକ ଆତ୍ମହତ୍ୟା କରି ଦେଇଥିଲେ । ଏହି ଖବର ଜାଣି ସମସ୍ତ ଭାରତ ବର୍ଷ ବହୁତ ଦୁଃଖ ଅନୁଭବ କରିଥିଲେ ।


ସୁଶାନ୍ତଙ୍କ ମୃତ୍ୟୁ ପଛରେ ନେପୋଟିଜିମ ରହିଥିଲା, ଏହା ସହିତ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବଲିଉଡରେ କେତେକ ବଡ ବଡ ଦିଗ୍ଗଜ ମାନଙ୍କ ଭୂମିକା ମଧ୍ୟ ରହିଛି । ଏହି ବଡ ବଡ ଦିଗ୍ଗଜ ମାନଙ୍କ ମଧ୍ୟରୁ ସୂରଜ ପଞ୍ଚୋଲି ପ୍ରଥମ ବଡ ଆରୋପି ରୂପେ ପରିଚିତ ଅଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ଏହି କଳାକାର ଜଣକ ସୁଶାନ୍ତଙ୍କ ବିରୁଦ୍ଧରେ ବହୁତ ଖରାପ କଥା କହିବାକୁ ପଛେଇ ନାହିଁ ।

ଏହି ଅଭିନେତା ଜଣକ ସେହି ଅଟେ ଯିଏ ଜିୟା ଖାନ ମୃତ୍ୟୁ ମାମଲାରେ ମଧ୍ୟ ଆରୋପି ଥିଲା । ଆପଣଙ୍କୁ କହି ଦେଉଛୁ କି ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶାଙ୍କ ସହିତ ଅଫେୟାର ଥିବା ଓ ଦିଶାଙ୍କର ଆତ୍ମହତ୍ୟାର ଆରୋପ ଲାଗିଥିଲା । ବର୍ତ୍ତମାନ ସୁଶାନ୍ତ ଓ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶାଙ୍କ ବିଷୟରେ ବହୁତ କିଛି ଖରାପ କଥା କହିଛନ୍ତି ପଞ୍ଚୋଲି । ଦିଶା ଚାରି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୂରଜ ପଞ୍ଚୋଲି ସହ ପୂର୍ବରୁ ସୁଶାନ୍ତଙ୍କ ଝଗଡା ହୋଇଥିଲା । ହେଲେ ବର୍ତ୍ତମାନ ସୂରଜ ପଞ୍ଚୋଲି ମିଡିଆ ସାମ୍ନାକୁ ଆସି ସୁଶାନ୍ତଙ୍କ ବିଷୟରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ସୂରଜ ପଞ୍ଚୋଲି ଦିଶା ଓ ସୁଶାନ୍ତଙ୍କ ବିଷୟରେ କଣ କହିଛନ୍ତି ।


ସୂରଜ ପଞ୍ଚୋଲି ମିଡିଆ ସାମ୍ନାକୁ ଆସି କହିଛନ୍ତି ଯେ, ସେ ଦିଶା ନାମକ କୌଣସି ଝିଅକୁ ଜାଣି ହିଁ ନାହାନ୍ତି, ହେଲେ ସତ କଥା ହେଉଛି ଦିଶାଙ୍କ ସହ ସୂରଜଙ୍କ ଅଫେୟାର ଥିଲା । ଦିଶାଙ୍କ ମୃତ୍ୟୁ ପଛରେ ସୂରଜଙ୍କ ଭୂମିକା ରହିଛି । ଏହା ସହିତ ସୂରଜ ସୁଶାନ୍ତଙ୍କ ବିଷୟରେ କହିଛନ୍ତି ଯେ, ‘ସୁଶାନ୍ତଙ୍କ ମାମଲାରେ ଲୋକମାନେ ବହୁତ କିଛି କହୁଛନ୍ତି, ହେଲେ ବର୍ତ୍ତମାନ ଏ ସବୁ ବନ୍ଦ କରିଦେବା ଉଚିତ ।’ ମାନେ ସୂରଜ ପଞ୍ଚୋଲି ଗୋଟେ ତରଫରୁ ଲୋକମାନଙ୍କୁ ଧମକ ଦେଇଥିବାର ଜଣା ପଡିଛି । ଧମକ ଏହା ହେଉଛି ଯେ, ବର୍ତ୍ତମାନ ସମସ୍ତେ ଚୁପ ରୁହନ୍ତୁ, ବହୁତ ହେଇଗଲା ସୁଶାନ୍ତଙ୍କ ଚର୍ଚା ।

ଏଥିରୁ ସଫା ସଫା ଜଣା ପଡିଯାଉଛି, ଯଦି ସୁଶାନ୍ତଙ୍କ ବିଷୟରେ ଲୋକମାନେ ଅଧିକ ଚର୍ଚା କରିବେ ତାହେଲେ ସେ ଲୋକମାନଙ୍କୁ ଧମକ ଦେଇ ଡରେଇବେ । ସୂରଜ ପଞ୍ଚୋଲି ସୁଶାନ୍ତଙ୍କ ମାମଲାରେ ସବୁଠାରୁ ବଡ ଆରୋପି ରୂପେ ପରିଚିତ ଅଛନ୍ତି । ସୂରଜ ପଞ୍ଚୋଲିଙ୍କୁ ସଲମାନ ଖାନ ସପୋର୍ଟ କରି ସୁଶାନ୍ତଙ୍କ ଜୀବନରେ କିଛି ସମସ୍ୟା ସୃଷ୍ଟି କରିଥିଲେ । ଯେଉଁଥିପାଇଁ କେତେକ ବଡ ବଡ ଫିଲ୍ମରେ ସିଲେକ୍ଟ ହେବା ପରେ ସୁଶାନ୍ତଙ୍କୁ ଫିଲ୍ମ ମେକର ମାନେ ରିଜେକ୍ଟ କରିଥିଲେ । ସୁଶାନ୍ତଙ୍କୁ ନ୍ୟାୟ ମିଳୁ ସେଥିପାଇଁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଚେଷ୍ଟା କରୁଛନ୍ତି । ବହୁତ ଶୀଘ୍ର ସୁଶାନ୍ତ ଆରୋପି ମାନଙ୍କୁ ଦଣ୍ଡ ମିଳିବାର ଆଶା ରହିଛି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *