କୋଭିଡ ପଜିଟିଭ ହେଇ ବି ଅମାନିଆ ହେଇ ବଜାରରେ ବୁଲୁଛନ୍ତି କଂଗ୍ରେସ ବିଧାୟକ Sura Routray, ପଚାରିବାରୁ ଦେଲେ କିଛି ଏମିତି ଜବାବ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସର ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆସିବା ଦିନରୁ ସୁର ଭାଇ ନିଜ ସମାଜ ସେବା ଓ ନିଜ କଡା ବୟାନ ପାଇଁ ଚର୍ଚାରେ ରୁହନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ସୁର ଭାଇଙ୍କ ଅନେକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ତେବେ ବନ୍ଧୁଗଣ ସୁର ଭାଇଙ୍କ ସହ ଜଡିତ ଏକ ବଡ ଖବର ଗତ କିଛି ସମୟ ତଳେ ଆସିଥିଲା । ସୁର ଭାଇଙ୍କୁ କରୋନା ସଂକ୍ରମିତ ହୋଇଥିଲା ।

ଗତ ଦେଢ ବର୍ଷ ହେବ କରୋନା ମହାମାରୀ କାଳରେ ସୁର ଭାଇ ଘରୁ ବାହାରି ଅନେକ ସମାଜ ସେବା କରିଥିଲେ ହେଲେ ତାଙ୍କୁ କରୋନା ହୋଇ ନଥିଲା କିନ୍ତୁ ଏବେ କରୋନା କୋପ କମିବା ସମୟରେ ତାଙ୍କୁ କରୋନା ସଂକ୍ରମଣ ହୋଇଗଲା । ଆଜି ସୁର ଭାଇ କରୋନା ଟୀକା ନେବାକୁ ଯାଇଥିଲେ ।

ଟୀକା ନେବା ପରେ ସେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ କହିଛନ୍ତି- ‘ଲକ୍ଷେ ୨୨ ଯାହାର ଟଙ୍କାର ଇଞ୍ଜେକ୍ସନ ମୁ ନେଇଛି ଆଉ ରୋଗ ବଢିବ ନାହିଁ କି କିଛି ହେବ ନାହିଁ । ମୁ ଆସିବାର କାରଣ ହେଉଛି ମହତାବ ଜୟନ୍ତୀ ପାଇଁ । ମୁ ଚାଲିଗଲେ ବି କମିଟି କରିଦେଇଛି ।

୫୨ ବର୍ଷ ହେବ ହେଉଛି ମହତାବ ଜୟନ୍ତୀ । ତେଣୁ ଏ ବର୍ଷ ବି ଧୁମଧାମରେ ମହତାବ ଜୟନ୍ତୀ ହେବ । ସେହି ଅନୁସାରେ ମୁ ସମସ୍ତଙ୍କୁ ଜଣାଉଛି ହରେ କୃଷ୍ଣ ମହାତବ ଜୟନ୍ତୀ ହେଉଛି ଓ ଆଗକୁ ମଧ୍ୟ ହେବ’ । ଆଗକୁ ସୁର ଭାଇ କହୁଛନ୍ତି-‘ମୁ ସରକାରକୁ ଧନ୍ୟବାଦ ଜଣାଉଛି ସେ ମୋତେ ଲକ୍ଷେ ୨୨ ହଜାର ଟଙ୍କାର ଇଞ୍ଜେକ୍ସନ ଦେଇଛନ୍ତି ।

ମୁ ଇଞ୍ଜେକ୍ସନ ନେବା ସମୟରେ ପଚାରିଥିଲି ଏହାର ଦାମ କେତେ ସେତେବେଳେ ମୁ ଜାଣିଲି । ଇଞ୍ଜେକ୍ସନ ନେବା ପରେ ମୋତେ କିଛି ବି ଲାଗୁ ନାହିଁ ମୁ ପୁରା ରେଡି ଅଛି  । ହେଲେ ଚାରି ଆଡେ କଟକଣା । ଗୋଟେ ଗହଳି ଭିତରେ ରହିବା ଲୋକ ଆମେ ହେଲେ ଏବେ ବାଧ୍ୟ ହୋଇ ଏକା ରହିବାକୁ ପଡୁଛି ଆଉ’ ।

Leave a Reply

Your email address will not be published. Required fields are marked *