ଫିଲ୍ମ ଷ୍ଟାଇଲ୍‌ରେ ଲୁଟିବାକୁ ଆସିଥିଲେ, ହେଲେ ତା’ ପରେ ଯାହା ହେଲା ନା…ଶୁଣି ଚମକି ପଡିବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ହିନ୍ଦୀ କିମ୍ବା ଓଡ଼ିଆ ସିନେମା ରେ ଦେଖିଥିବେ କି କାହାକୁ କିମ୍ବା କାହାର ଗାଡି ଅଟକାଇବା ପାଇଁ ରାସ୍ତା ରେ ପଥର କିମ୍ବା କାଠ ଗୋଲା କୁ ରଖି ଦିଆଯାଉ ଥିଲା ଏବଂ ଗାଡି ଅଟକିବା ପରେ ସେମାନେ ନିଜ ର କାମ କରି ପାରିଥିଲେ ତେବେ ଠିକ ସେହି ପରି ବର୍ତ୍ତମାନ ରିୟଲ ଲାଇଫ ରେ ମଧ୍ୟ ଦୁ-ର୍ବୁ-ତ୍ତ ମାନେ ସିନେମା ରୁ ଏହି ଜିନିଷ ଶିକ୍ଷା କରି ନିଜ ଜୀଵନ ରେ ମଧ୍ୟ ଆପଣାଇ ଏଭଳି କା-ଣ୍ଡ କରି ବସୁଛନ୍ତି ।

ତେବେ ଏଭଳି ଅନେକ ଘ-ଟ-ଣା ସାମ୍ନା କୁ ଆସିଛି ମଧ୍ୟ ତେବେ ବର୍ତ୍ତମାନ ମଧ୍ୟ ଏହିଭଳି ଏକ ଘଟଣା ଘଟିଛି । ତେବେ ଘଟଣା ଟି କିଛି ଏପରି କି ବସ ଗଡୁଥିଲା ଭୁବନେଶ୍ୱର ଅଭିମୁଖେ ରାତି ଅନ୍ଧାର ତେବେ ହଠାତ ବସ ଅଟକି ଗଲା ଏବଂ ଡ୍ରାଇଭର ମଧ୍ୟ ଚ-ମ-କି ପ-ଡି-ଲା । ରାସ୍ତାରେ ପଡିଥିଲା ବଡ଼ ବଡ଼ କାଠ ଗଣ୍ଡ । ପରେ ଜଣା ପଡିଥିଲା ବସ ର ଡ-କା-ୟ-ତି ପାଇଁ ଚାଲିଥିଲା ଯୋଜନା ।

ତେବେ ଭଗବାନ ସାହା ହେଲେ । ପହଁଚି ଗଲେ ବନ ବିଭାଗ ଟିମ ସବୁ ଯୋଜନା ଫସର ଫା-ଟି ଗଲା । ଏମିତି ଘଟଣା ଘଟିଛି ନୀଳଗିରି ଉଦୟ ଉତ୍ତର ରାସ୍ତାର ସଜନାଗଡ଼ ନିକଟସ୍ଥ ତିନି କୋଶିଆ ଜଂଗଲ ରାସ୍ତା ରେ । ରାସ୍ତା ଉପରେ ଗଛ ଗଡାଇ ଡ-କା-ୟ-ତି ଉଦ୍ୟମ କରୁଥିଲେ ଦୁ-ର୍ବୁ-ତ୍ତ । ବିଜୟ ନାମକ ଏକ ବସ ଭୁବନେଶ୍ୱର ଯାଉଥିଲା ରାସ୍ତା ରେ ଗଛ ଗଡାଇ ବସ ଅଟକାଇବା କୁ ଉଦ୍ୟମ କରିଥିଲେ ଦୁ-ର୍ବୁ-ତ୍ତ ।

ଦୁ-ର୍ବୁ-ତ୍ତ ମାନେ କିଛି ବାଟ ଆଗକୁ ଯାଇ ବସ କୁ ଅଟକାଇ ଡ୍ରାଇଭର କୁ କହିଥିଲେ ରାସ୍ତା ରେ ଗଛ ପଡିଛି । ଗାଡି ଯାଇ ପାରିବନି କିଛି ଟଙ୍କା ଦିଅ ଭିତରିଆ ରାସ୍ତା ରେ ନେଇଯିବୁ ।
ଡ୍ରାଇଭର ଜଣଙ୍କ କଣ କରିବେ ବୋଲି ଚିନ୍ତା କରୁଥିଲେ ଏହି ସମୟରେ ଦେବଦୂତ ସାଜି ପହଁଚି ଗଲେ ନୀଳଗିରି ବନ ବିଭାଗ ର ପେଟ୍ରୋଲିଂ କର୍ମଚାରୀ ମାନେ । ଡକାୟତି ମାନେ କର୍ମଚାରୀ ମାନଂକୁ ଦେଖି ସେମାନଙ୍କୁ ମା-ର-ଣା-ସ୍ତ୍ର ଦେଖାଇ ଥିଲେ ଏବଂ ଭ-ୟ-ବି-ତ କରିବାକୁ ଚେଷ୍ଟା କରିଥିଲେ ।

ଏହି ସମୟରେ ଉଭୟ ପଟୁ ଯାତ୍ରୀ ବାହି ବସ ସହ ଟୁରିଷ୍ଟ ବସ ପାଞ୍ଚଟି ପହଁଚି ଥିଲା । ତେବେ ଏହା ଦେଖି ଦୁର୍ବୁତ୍ତ ମାନେ ଭ-ୟ-ବି-ତ ହୋଇ ଏବଂ ଅନ୍ଧାର ର ସୁଯୋଗ ନେଇ ଜଂଗଲ ଭିତରକୁ ଖସି ପଳାଇ ଥିଲେ । ଏହା ପରେ ବନ ବିଭାଗ ମେସିନ ଯୋଗେ ଗଛ କା-ଟି ରାସ୍ତା ରେ ଗାଡି ଚଳାଚଳ ସ୍ଵଭାବିକ କରିଥିଲେ । ତେବେ ବନ ବିଭାଗ ଙ୍କ ଯୋଗୁଁ ପାଞ୍ଚଟି ବସ ଡ-କା-ୟ-ତି ହେବାରୁ ବଂଚି ଯାଇଥିଲା ।

ତେବେ ଏହି ଜଂଗଲ ରାସ୍ତା ରେ ଅନେକ ଡ-କା-ୟ-ତି ହେଉଛି ତେବେ ଏହି ଏରିଆ ରେ ପେଟ୍ରୋଲିଂ ଆହୁରି କଡା କଡ଼ି ହେବା ର ଦାବି ମଧ୍ୟ କରାଯାଇଛି । କାରଣ ଯଦି ପେଟ୍ରୋଲିଂ ଏହି ସମୟରେ ହୋଇ ନଥାନ୍ତା ତେବେ ବହୁତ ବଡ଼ ଅ-ଘ-ଟ-ଣ ମଧ୍ୟ ଘ-ଟି ଯାଇଥାନ୍ତା । ତେଣୁ ଏହାର ସୁରକ୍ଷା ର ଦାୟିତ୍ୱ ବିଷୟ ରେ ଅଧିକ ଚିନ୍ତା କରିବା ଆବଶ୍ୟକ ଅଟେ । ତେବେ ଆଶା କରୁଛି ଆପଣଙ୍କୁ ଏହି ବିଷୟ ଟି ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *