Prakruti Mishra ଙ୍କ ଜଲ୍ଓ୍ୱା, ହଟ ଶାଢୀ ସାଙ୍ଗକୁ ନ୍ୟୁଡ ମେକଅପରେ ଟିପ୍ ଟିପ୍ ବର୍ଷା ପାଣି ଗୀତରେ ନାଚିଲେ ପ୍ରକୃତି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ପ୍ରକୃତି ପ୍ରଥମେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଲେ ଓ ତା ପରେ ବଲିଉଡକୁ ଗଲେ । ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଯିବା ପରେ ପ୍ରଥମେ କେତେକ ରିଆଲିଟି ସୋରେ କାମ କରିଲେ ଓ ପରେ ବଲିଉଡ ଆଲବମ । ବନ୍ଧୁଗଣ ପ୍ରକୃତି ନିଜ ଜୀବନରେ ବହୁତ କଷ୍ଟ ଓ ସଂ-ଘର୍ଷ କରି ଏହି ସଫଳତା ପାଇଛନ୍ତି । ତେବେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ପ୍ରକୃତି ।

ଆସିବା ଦିନରୁ ସେ ସୋ-ସି-ଆ-ଲ ମି-ଡି-ଆରେ ନିଜର ନୂଆ ନୂଆ ଡ୍ୟାନ୍ସ ଭିଡିଓ ଅ-ପ-ଲୋ-ଡ କରନ୍ତି । ଏହି ସବୁ ଭିଡିଓ ଗୁଡିକୁ ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ ମଧ୍ୟ କରନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରକୃତି ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଏକ ନୂଆ ଭିଡିଓ ଅ-ପ-ଲୋ-ଡ କରିଛନ୍ତି । ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚା ଜୋରସୋର ଧରିଛି ।

ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭା-ଇ-ରା-ଲ ମଧ୍ୟ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରକୃତିଙ୍କ ଏହି ଭା-ଇ-ରା-ଲ ଡ୍ୟାନ୍ସ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓରେ ପ୍ରକୃତି ନିଜ ସାଙ୍ଗ ଅରୁନ୍ଧତୀ ଗର୍ନେକଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

 

View this post on Instagram

 

A post shared by prakrutimishra (@prakrutimishra)

ଅରୁନ୍ଧତୀ ମଧ୍ୟ ଜଣେ ଲୋକପ୍ରିୟ କଳାକାର ଅଟନ୍ତି । ଅରୁନ୍ଧତୀ ‘ଡ୍ୟାନ୍ସ ଦିବାନେ’ ଓ ‘ଡିଆଇଡି’ ପରି ଅନେକ ରିଆଲିଟି ସୋରେ କାମ କରି ସଫଳତା ପାଇଛନ୍ତି । ଏହି ଭିଡିଓରେ ପ୍ରକୃତି ଓ ଅରୁନ୍ଧତୀ ‘ଟିପ ଟିପ ବର୍ଷା ପାଣି’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଉଭୟ ହଟ୍ ଶାଢୀ ଓ ନ୍ୟୁ-ଡ ମେକ ଅପ୍ ନେଇଛନ୍ତି ଏବଂ ଏହି ଡ୍ୟାନ୍ସ ଭିଡିଓରେ ଉଭୟ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଉଭୟ ଏହି ଭିଡିଓରେ ହଟ୍ ଡ୍ୟାନ୍ସ କରୁଛନ୍ତି ଓ ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓଟିକୁ ବେସ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ର ଓ ଅରୁନ୍ଧତୀଙ୍କ ଏହି ହଟ୍ ଡ୍ୟାନ୍ସ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *