CM Naveen Patnaik ଙ୍କୁ ନବୀନ ନିବାସରେ ଭେଟିଲେ Suresh Routray ଓ ପୁଅ, ରହିଛି ଏହି ବଡ କାରଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁରେଶ ରାଉତରାୟ ଓ ତାଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତରାୟ । ତେବେ ଏପରି କିଛି ସୂଚନା ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ଯେଉଁଠାରେ ଜଟଣୀ ବିଧାୟକ ସୁର ରାଉତ ନିଜର ବଡ ପୁଅ ସିଦ୍ଧାର୍ଥଙ୍କୁ ନେଇ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିବାସକୁ ଯାଇଥିଲେ । ତେବେ ଏହା କେବଳ ପ୍ରଥମ ଥର ନୁହେଁ । ତେବେ ପୂର୍ବରୁ ମଧ୍ୟ ୨ ଥର ସୁର ରାଉତ ନବୀନ ନିବାସରେ ପୁଅଙ୍କୁ ନେଇ ଭେଟିଥିବାର ଖବର ଆସିଥିଲା ।

ତେବେ ଆଗାମୀ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଏହି ସମୟରେ ସୁର ରାଉତଙ୍କ ସହିତ ତାଙ୍କର ବଡ ପୁଅ ସିଦ୍ଧାର୍ଥ ରାଉତ ନବୀନ ପଟ୍ଟନାୟକଙ୍କୁ ଭେଟିବା କଥା ବହୁ ଚର୍ଚାର ପରିସରକୁ ଆସିଯାଇଛି । ତେବେ ଜନ ସାଧାରଣ ଠାରୁ ଆରମ୍ଭ କରି ରାଜନୈତିକ ମଣ୍ଡଳ ପର୍ଯ୍ୟନ୍ତ ବିରୋଦ୍ଧି ଦଳର ନେତା ନିଜ ପୁଅକୁ ନେଇ ରାଜ୍ୟ ସରକାରଙ୍କ ଦ୍ଵାରସ୍ଥ ହୋଇବା ଚର୍ଚା ପାଇଁ ଏକ ଖୋରାକ ଯୋଗାଇଦେଉଛି ।

ତେବେ ସତରେ କଣ ସିଦ୍ଧାର୍ଥ ରାଉତ ରାୟ ଆଗାମୀ ସମୟରେ ରାଜନୀତିରେ ପାଦ ଦେବାର ସମ୍ଭାବନା ରହିଛି । ତେବେ ସେପରି କହିବାକୁ ଗଲେ ସିଦ୍ଧାର୍ଥ ରାୟଙ୍କର ବ୍ୟକ୍ତିଗତ  ସ୍ତର ମଧ୍ୟ ବହୁତ ଭଲ ଅଛି । ତେବେ ଏଭେରେଷ୍ଟ ତଥା ଅନ୍ଯାନ୍ଯ ବଡ ବଡ ଶ୍ରୁଙ୍ଗ ଚଢିବାରେ ମଧ୍ୟ ସିଦ୍ଦାର୍ଥ ରାଉତ ରାୟ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି । ତେବେ ରାଜନୈତିକ ପୃଷ୍ଠଭୂମୀ ଦେଖିବାକୁ ଗଲେ । ସିଦ୍ଧାର୍ଥଙ୍କର ବାପା ବିଧାୟକ ସୁର ରାଉତଙ୍କର ମଧ୍ୟ ଜଟଣୀ ଏରିଆରେ ବହୁ ଦବଦବା ରହିଅଛି ।

ତେବେ ନିଜର କ୍ଯାରିଅର କ୍ଷେତ୍ରରେ ସଫଳତା ହାସଲ କରିଥିବା ସୁର ରାଉତରାୟଙ୍କର ପୁଅ ସିଦ୍ଧାର୍ଥ ରାଉତ ରାୟଙ୍କର ରାଜନୀତି କ୍ଯାରିଅର ବିଷୟରେ ବର୍ତ୍ତମାନ ଆଲୋଚନା ହେବାରେ ଲାଗିପଡିଛି । ତେବେ ବିରୋଧୀ ଦଳର ନେତା ସୁର ରାଉତରାୟ ନିଜ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ମିଶି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଯାଇ ସାକ୍ଷାତ କରିବାର କଥା ତ ବର୍ତମାନ ପର୍ଯ୍ୟନ୍ତ ସେପରି ସ୍ପଷ୍ଠ ହୋଇପାରି ନାହିଁ ।

ତେବେ ଏହା ରାଜନୈତିକ ପ୍ରଶଙ୍ଗ ବୋଲି ସୁର ରାଉତଙ୍କର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ପାଇଁ ଚର୍ଚା ହେଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *