‘Sumit ଓ Tapaswini ଙ୍କୁ କେହି ଛିଣ୍ଡେଇ ପାରିବେନି, ସେ ଏକାଠି ହେଇ…’ ସୁମିତ ଓ ତପସ୍ଵିନୀଙ୍କ ଏକାଠି ରହଣିଙ୍କୁ କିଛି ଏମିତି କହିଲେ Sura ଭାଇ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଆ କଳାକାରଙ୍କ ଭଳି ସୁର ଭାଇ ନିଜ ପର୍ଶନାଲ ଲାଇଫ ଓ ନିଜ କଡା ବୟାନ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ସୁର ଭାଇ ସବୁ ବେଳେ ଠିକ କଥା କୁହନ୍ତି ଓ ଗଣମାଧ୍ୟମ ସାମ୍ନାରେ ସମସ୍ତ ମାମଲା ପ୍ରତି ନିଜ ବଡ ପ୍ରତିକ୍ରିୟା ଦେଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲା ବିଷୟରେ ତ ନିଶ୍ଚୟ ଜାଣିଥିବେ ।


ତପସ୍ଵିନୀ ଓ ସୁମିତଙ୍କ ମାମଲାରେ କୋର୍ଟ ଏକ ଭଲ ନିଷ୍ପତ୍ତି ନେଇଛି । ଉଭୟ ସୁମିତ ଓ ତପସ୍ଵିନୀଙ୍କୁ ଏକ ବନ୍ଦ କୋଠରି ଭିତରେ ବୁଝାବଣା କରିବା ପାଉଇନ କୋର୍ଟ ନିର୍ଦ୍ଦେଶ ଦେଇଥିଲା । ତେବେ ସେହି ବନ୍ଦ କୋଠରି ବାହାରେ କିଛି ପୋଲିସ କର୍ମୀ ମାନେ ବି ବର୍ତ୍ତମାନ ଜଗି ଛନ୍ତି । ବନ୍ଦ କୋଠରି ଭିତରକୁ ନା ବାପା ମା ପସିବେ ନା ଶାଶୁ ଶଶୁର । କେବଳ ସୁମିତ ଓ ତପସ୍ଵିନୀ ସେହି ଘରେ ବୁଝାବଣା କରିବେ ।

ଏହି ମାମଲାକୁ ନେଇ କଂଗ୍ରେସ ଲୋକପ୍ରିୟ ନେତା ସୁର ରାଉତରାୟ ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ସୁର ଭାଇଙ୍କ ବୟାନ ବିଷୟରେ ।

ଗଣମାଧ୍ୟମ ସାମ୍ନାରେ ସୁର ଭାଇ କହିଛନ୍ତି’ତାଙ୍କର ପୁରା ଭିତରକୁ ପଶି ସାରିଲେଣି ଏକାଠି ହୋଇ । ତାଙ୍କର ନିବିଡତା ଏତେ ଭିତରକୁ ଗଲାଣି ଆଉ ଛିଣ୍ଡିବ ନାହିଁ । ତା ବାପା ଚିଣ୍ଡେଇ ପାରିବ ନାହିଁ କି ତା ମା ଚିଣ୍ଡେଇ ପାରିବ ନାହିଁ’ । ଆଗକୁ ସୁର ଭାଇ କହିଛନ୍ତି’ଏହି ଦୁଇଜଣଙ୍କ ବିଷୟରେ ଅନେକ ମିଛ କଥା ମଧ୍ୟ ଆସୁଛି । କାଳେ ସେମାନେ କେଉଁଠି କଣ ହେଉଥିବେ ବା କେଉଁଠି କଥା ବାର୍ତ୍ତା ହେଉଥିବେ ପୋଲିସ ଗୋଟେ ଜଗେଇଛି ଧନ୍ୟବାଦ ସେ ଜଜ୍ କୁ ।

ବଢିଆ ମୂଲ୍ଯବାନ ଜଜ୍ ସେ । ଏହା ପରେ ଅନୁଭବ ଆଉ ବର୍ଷାଙ୍କ ପାଳି ପଡିଯିବ । ଗୋଟିଏ ଘରେ ସେମାନେ ବି ଟିକେ ସମୟ ରହିଗଲେ ସବୁ ଫିଟି ଯିବ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ବୟାନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *