ସୁଗାର ୩୮୦ ହେଉ ବା ୪୮୦, ହେଇଥାଉ ପଛେ ୩୦ ବର୍ଷ ପୁରୁଣା କେବଳ ୭ ଦିନରେ ଶେଷ ହୋଇଯିବ- Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଡାଇବେଟିସ ବା ସୁଗାର ଏକ ଗମ୍ଭୀର ରୋଗ ହୋଇଥାଏ । ଡାଇବେଟିସ ଆପଣ ମାନଙ୍କ ଶରୀରକୁ ଧୀରେ ଧୀରେ ଫମ୍ପା କରିଦିଏ, ଧୀର ମୃତ୍ୟୁ ମଧ୍ୟ ଏହାକୁ କୁହାଯାଏ । ଭାରତରେ ପ୍ରାୟ ୭ କୋଟି ଲୋକ ଏହି ରୋଗରେ ଗ୍ରସିତ ଅଛନ୍ତି, ଡାଇବେଟିସ ହେବା ଦ୍ଵାରା ଆପଣ ମାନଙ୍କ ଶରୀରରେ ଅନ୍ୟ ବହୁତ ରୋଗ ଜନ୍ମ ହୋଇଥାଏ । ଯେପରି ହାର୍ଟ ଡିଜିଜ, ଆଖି ସମସ୍ଯା, କେଶ ଝଡିବା, ଚେହେରା ନଷ୍ଟ ହେବା ଓ କିଡ୍ନି ଠିକ ଭାବରେ କାମ ନ କରିବା ଆଦି ସମସ୍ଯା ଦେଖା ଦେଇଥାଏ । ଡାଇବେଟିସ କାରଣରୁ ଲୋକମାନେ ଏପରି ଏକ ଜୀବନ ବଞ୍ଚିଥାନ୍ତି ଯେଉଁଥିରେ ନା ସ୍ଵାଦ ଥାଏ ନା ସ୍ୱାସ୍ଥ୍ୟ ଠିକ ରହିଥାଏ ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ କାଢା ନେଇ ଆସିଛୁ ଯାହା ଆପଣଙ୍କ ଡାଇବେଟିସକୁ ନିୟନ୍ତ୍ରଣ ରଖିବା ସହ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାଢା ବିଷୟରେ ।

 

ବନ୍ଧୁଗଣ ଏହି କାଢାକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଗ୍ଳାସ ପାଣି ପକାନ୍ତୁ ଓ ଏହା ପରେ ଆପଣ ଏହି ପାତ୍ରରେ ଏକ ଚାମଚ ମେଥି ପକାଇ ଦିଅନ୍ତୁ । ମେଥିରେ ଦୁଇ ପ୍ରକାରର ଫାଇବର ମିଳିଥାଏ ଓ ଏହା ସହିତ ମେଥି ଦାନା ଇନସୁଲିନର ସେନ୍ସେଟିଭକୁ ମଧ୍ୟ ବଢାଇ ଥାଏ । ଏହା ପରେ ଆପଣ ଏଥିରେ ଭୁରସଙ୍ଗ ପତ୍ର ପକାନ୍ତୁ । ଭୁରସଙ୍ଗ ପତ୍ର ଆପଣଙ୍କ ଶରୀରର ଇନସୁଲିନ ସେନ୍ସେଟିଭକୁ ବଢାଇ ଥାଏ, ଯାହା ଦ୍ୱାରା ଆପଣଙ୍କ ସୁଗାର ଲେବୁଲ ସାଧାରଣ ରହିଥାଏ ।


ତେଣୁ ବନ୍ଧୁଗଣ ୧୫ ରୁ ୨୦ ଖଣ୍ଡ ପତ୍ର ଆପଣ ଏହି ମିଶ୍ରଣରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଏକ ଇଞ୍ଚର ଅଦା ନେଇ ଭଲ ଭାବରେ ଛେଚି ପକାଇ ଦିଅନ୍ତୁ । କାରଣ ଅଦା ଆପଣଙ୍କ ମେଟାବଲ କ୍ରିଏଟକୁ ହାଇ କରିଥାଏ ଓ ସୁଗାର ଲେବୁଲକୁ ଏହା କମ କରିବାରେ ସହାୟକ ହୋଇଥାଏ । ଡାଇବେଟିସ କାରଣରୁ ଯଦି ଆପଣଙ୍କ ମସଲ୍ସରେ କଷ୍ଟ ହେଉଥାଏ, ତା ହେଲେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଚତୁର୍ଥରେ ଆମେ ଏଥିରେ ନେବା ଏକ ଚାମଚ ଡାଲଚିନି ପାଉଡର । ଆୟୁର୍ବେଦରେ ଡାଲଚିନି ଡାଇବେଟିସକୁ ଦୂର କରିବା ପାଇଁ ରାମବାଣ ଅଟେ । ଏହା ପରେ ବନ୍ଧୁଗଣ ଆପଣ ଏହାକୁ ପାଞ୍ଚ ରୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଯେତେବେଳେ ପାଣି ଗରମ ହୋଇ ଅଧା ହୋଇଯିବ, ସେତେବେଳେ ଆପଣ ଏହାକୁ ଅଳ୍ପ ଥଣ୍ଡା କରି ଭଲ ଭାବରେ ଛାଣି ଦିଅନ୍ତୁ ।

ସଖାଳ ସମୟରେ ଖାଲି ପେଟରେ ଆପଣ ଏହାର ସେବନ କରନ୍ତୁ ଓ ସେବନ କରିବାର ଅଧ ଘଣ୍ଟା ପରେ ଆପଣ ଜଳଖିଆ କରନ୍ତୁ । ବନ୍ଧୁଗଣ ଏହି ଉପାୟକୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ଦେଖିବେ ୭ ଦିନରେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ ଓ ଆପଣ ସୁସ୍ଥ ଅନୁଭବ କରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *