ରାତିରେ ଏହି 4 ଟି ଭୁଲ ମରିଗଲେ ବି କରନ୍ତୁ ନାହିଁ, ଘରକୁ ଆସିଥାଏ ଦାରିଦ୍ର୍ୟତା – Chanakya Niti

ଏହି ଦୁନିଆରେ ସମସ୍ତ ମଣିଷ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଯାହା ପାଇଁ ଧନର ବହୁତ ଆବଶ୍ୟକତା ରହିଛି । ଧନ ଅର୍ଜନ କରିବା ପାଇଁ ବହୁତ ଲୋକ ମା ଲକ୍ଷ୍ମୀଙ୍କର ପୂଜା ପାଠ ଓ ଆରାଧନା ଆଦି କରିଥାନ୍ତି । ହେଲେ ସେମାନେ ଧନ ଅର୍ଜନ କରିପାରି ନଥାନ୍ତି । ବନ୍ଧୁଗଣ କାରଣ ସେହି ଲୋକ ମାନଙ୍କର ଏପରି କିଛି ଭୁଲ ରହୁଛି ଯେଉଁଥି ପାଇଁ ସେମାନେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରୁ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ଭୁଲ ବିଷୟରେ କହିବାକୁ ଯାଉଛୁ ।

ଯାହାକୁ ଭୁଲ ସେ ମଧ୍ୟ ସନ୍ଧ୍ୟା ସମୟରେ କରିବେ ନାହିଁ । ଏହି ଭୁଲ କରିବା ଦ୍ଵାରା ଧନଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ଓ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଯେଉଁ ମଣିଷ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିନଥାଏ ସେମାନେ ଆଜୀବନ ଦରିଦ୍ରତା ଓ ଅଭାବରେ ରହିଥାନ୍ତି । ସେଥିପାଇଁ ସମସ୍ତ ମଣିଷ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ କିଛି କରିଥାନ୍ତି । ହେଲେ ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଏପରି କିଛି ମାନ୍ୟତା ରହିଛି ଯାହାକୁ ସନ୍ଧ୍ୟା ବା ରାତ୍ରି ସମୟରେ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ଭୁଲ କାର୍ଯ୍ୟ ବିଷୟରେ ।

୧. ଚାଣକ୍ୟଙ୍କ ଅନୁସାରେ ସନ୍ଧ୍ୟା ବା ରାତ୍ରି ସମୟରେ ଭୁଲ ସେ ମଧ୍ୟ କ୍ଷୀର ଓ ଦହି ଆଦି ପଦାର୍ଥକୁ କାହାକୁ ହେଲେ ଦେବେ ନାହିଁ । ଏହି ଭୁଲ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି ଓ ଆପଣଙ୍କୁ ଦାରିଦ୍ରତାର ଶିକାର ହେବାକୁ ପଡିପାରେ ।

୨. ଚାଣକ୍ୟଙ୍କ ମତରେ ସବୁ ଦିନ ସନ୍ଧ୍ୟା ପୂର୍ବରୁ ଘରେ ଝାଡୁ ମାରିବା ନିହାତି ଆବଶ୍ୟକ ହୋଇଥାଏ । ଭୁଲ ସେ ମଧ୍ୟ ସନ୍ଧ୍ୟା ସମୟରେ ଘରକୁ ଆବର୍ଜନାରେ ରଖନ୍ତୁ ନାହିଁ । ଏହା ଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇପାରନ୍ତି ଓ ମା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେ ହେଲେ ଆସିବେ ନାହିଁ । ଯାହା ଫଳରେ ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ ।


୩. ଚାଣକ୍ୟଙ୍କ ମତରେ ରାତ୍ରି ସମୟରେ ରୋଷେଇ ଘରେ ସଫା ସୁତୁରା କରି ଶୋଇବା ଆବଶ୍ୟକ । କାରଣ ଘରର ମୁଖ୍ୟ ଅଙ୍ଗ ହେଉଛି ରୋଷେଇ ଘର । ତେଣୁ ଭୁଲ ସେ ମଧ୍ୟ ରୋଷେଇ ଘରକୁ ଆବର୍ଜନା କରି ଶୋଇବେ ନାହିଁ । ସବୁବେଳେ ରୋଷେଇ ଘରକୁ ସଫା କରି ଶୋଇବେ ।

୪. ବନ୍ଧୁଗଣ ଚାଣକ୍ୟଙ୍କ ମତରେ କେବେ ହେଲେ ଆପଣ ଜୀବନରେ ଭୁଲ ସେ ମଧ୍ୟ ଅନ୍ନର ଅପମାନ କରିବେ ନାହିଁ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଅନ୍ନ ମିଳିଥାଏ । ଯଦି ଆପଣ ଅନ୍ନର ଅପମାନ କରନ୍ତି ତା ହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇପାରନ୍ତି । ଏହା ଦ୍ଵାରା ଆପଣଙ୍କୁ ଜୀବନରେ କେବେହେଲେ ଅନ୍ନ ମିଳିବ ନାହିଁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *