ସ୍ତ୍ରୀର ଏହି ୩ଟି ଅଭ୍ୟସ କରିଥାଏ ସ୍ଵାମିକୁ କରିଥାଏ କୋଟିପତି- Ajira Anuchinta

ବନ୍ଧୁଗଣ ଆଜି ଆମେ ଏହି ଲେଖା ଦ୍ଵାରା ଆପଣଙ୍କୁ କହିବାକୁ ଯାଉଛୁ , ସ୍ତ୍ରୀ ମାନଙ୍କର କିଛି ଅଭ୍ୟାସ ଯାହାଦ୍ୱାରା ସେମାନଙ୍କର ସ୍ଵାମୀ ହୋଇଥାନ୍ତି ଧନବାନ କୋଟିପତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଭାଗ୍ୟରେ ଆସିଥାଏ ପରିବର୍ତନ । ଆପଣମାନେ ତ ଜାଣିଥିବେ ଗୋଟିଏ ନାରୀ ଓ ପୁରୁଷର ଭାଗ୍ୟ ବିବାହ ପରେ ଏକାଠି ହୋଇଯାଏ । କେତେଲୋକ ଏହି କଥାକୁ ବିଶ୍ଵାସ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ଅବମାନନା କରି ଦୁଃଖ ଭୋଗିଥାନ୍ତି ।

ବିବାହ ବନ୍ଧନରେ ବାନ୍ଧି ହେବା ପରେ ଗୋଟିଏ ନାରୀର ଭାଗ୍ୟ ତାର ସ୍ଵାମୀଙ୍କ ଭାଗ୍ୟ ସହ ଯୋଡି ହୋଇ ଯାଇଥାଏ । ସେ ଯାହା ବି କରେ ତାର ଫଳ ତାର ସ୍ଵାମୀଙ୍କୁ ଭୋଗିବାକୁ ପଡିଥାଏ । ତେଣୁ ଯଦି ଜଣେ ନାରୀ ତାର ଏହି ସବୁ ଖରାପ ଗୁଣ ଗୁଡିକୁ ବଦଳାଇ ଦେଇ ପାରିବ ତାର ସ୍ଵାମୀ ଜୀବନରେ ଅନେକ ପରିବର୍ତନ ଆସିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭଲଗୁଣ ଗୁଡିକ ବିଷୟରେ ଯାହା ଦ୍ୱାରା ସ୍ଵାମୀଙ୍କ ଭାଗ୍ୟ ବଦଳି ଯାଇଥାଏ ।

ପ୍ରଥମ ଅଭ୍ୟାସ ସକାଳୁ ଶଯ୍ୟା ତ୍ୟାଗ କରିବା । ସୂର୍ୟଦୟ ପୂର୍ବରୁ ଯେଉଁ ନାରୀ ଶଯ୍ୟା ତ୍ୟାଗ କରି ନିଜ ନିତ୍ୟକର୍ମ ସାରେ, ଘରର କାମରେ ଓ ସ୍ଵାମୀର ସେବାରେ ଲାଗେ ସେମାନେ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି । ଯାହାର ସ୍ତ୍ରୀ ଏହି ସବୁ କାର୍ଯ୍ୟ କରେ ତାର ଭାଗ୍ୟ ବହୁତ ଜଲ୍ଦି ବଦଳି ଯାଇଥାଏ , ତାଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

କେବେ ବି ନ ରାଗିବା- ଆଜି କଳି ଯୁଗର ସ୍ତ୍ରୀ ମାନେ ସ୍ଵାମୀ ଉପରେ ରାଗିକରି କଥା ହୋଇଥାନ୍ତି , ଛୋଟ ଛୋଟ କଥାରେ ବହୁତ ଜୋରରେ ରାଗି ଯାଇଥାନ୍ତି ଏବଂ ଝଗଡା ବି କରନ୍ତି , କିନ୍ତୁ ଯେଉଁ ସ୍ତ୍ରୀ ସବୁକିଛି ସହି ନୀରବ ରହେ , ରାଗରେ ବି ସ୍ଵାମୀଙ୍କୁ ଅବମାନନା କରେ ନାହିଁ କଳି ଝଗଡାରୁ ଦୂରରେ ରୁହେ ସେହି ଭଳି ସ୍ତ୍ରୀ ଥିବା ସ୍ଵାମୀର ଭାଗ୍ୟ ବହୁତ ଜଲ୍ଦି ପରିବର୍ତନ ହୋଇଥାଏ ।

ତୃତୀୟ ଅଭ୍ୟାସ ଆୟ ଦେଖି ବ୍ୟୟ କରିବା- ପ୍ରତି ସ୍ତ୍ରୀର କିଛି ନା କିଛି ନିଜ ସ୍ଵାମୀ ଠାରୁ ଆଶା ରହିଥାଏ , ତାହା ପୁରା ନହେବା ପର୍ଯ୍ୟନ୍ତ ସେମାନ ତାଙ୍କ ସ୍ଵାମୀଙ୍କ ବଞ୍ଚିବା କଷ୍ଟ କରି ଦେଇଥାନ୍ତି । କିନ୍ତୁ କିଛି ନାରୀ ଅଛନ୍ତି ଯିଏ ନିଜ ଇଛାକୁ ମାରି ସ୍ଵାମୀର ଆୟ ଦେଖି ଖର୍ଚ୍ଚ କରିଥାନ୍ତି । ସେମାନେ ଅଳ୍ପରେ ସନ୍ତୁଷ୍ଟ ହୋଇଥାନ୍ତି , ଏହିପରି ନାରିଙ୍କ ସ୍ଵାମୀ ବହୁ ଜଲ୍ଦି ଧନଶାଳୀ ହୋଇଥାନ୍ତି ।

ବନ୍ଧୁମାନେ ନାରୀମାନେ ଯଦି ଏହି ତିନୋଟି କଥା ପାଳନ କରିବେ ତେବେ ତାଙ୍କ ସ୍ଵାମୀ ଓ ପରିବାର ସବୁବେଳେ ସୁଖରେ ରହିବେ । ତେବେ ଏହି ଲେଖାଟି କେମିତି ଲାଗିଲା ଆମକୁ କମେନ୍ଟରେ ଜାଣନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *