ଆଜି Sanjay Dutt ପୁରା ଦୁନିଆରେ ବଦନାମ ଅଟନ୍ତି ନିଜର ଏହି 3 ଟି କଳା କାରନାମା ପାଇଁ, ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଚୟ ଦେଖିଥିବେ । ବଲିଉଡର ଏହି ଅଭିନେତ୍ରୀ ମାନେ କିଛି ନା କିଛି କଥା ପାଇଁ ସବୁବେଳେ ଚର୍ଚାରେ ରହିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସଞ୍ଜୟ ଦତ୍ତ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସଞ୍ଜୟ ଦତ୍ତଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଏହି ଅଭିନେତା ଜଣକ ବଲିଉଡରେ ସଫଳତା ପାଇଛନ୍ତି ।

ହେଲେ ବନ୍ଧୁଗଣ ସଞ୍ଜୟ ନିଜର କିଛି କଳା କାରନାମା ପାଇଁ ସାରା ଦୁନିଆ ସାମ୍ନାରେ ଲଜ୍ଜିତ ହୋଇଛନ୍ତି । ସଞ୍ଜୟ ନିଶା ଅବସ୍ଥାରେ ବେଳେବେଳେ ଶୁଟିଙ୍ଗ ସେଟରେ ଯାଇ କିଛି ଅଭିନେତ୍ରୀ ଓ ଅନ୍ୟ ଝିଅ ମାନଙ୍କ ସହ ଖରାପ ବ୍ୟବହାର କରିଛନ୍ତି ଯାହା ଫଳରେ ସେ ବହୁତ ଲଜ୍ଜିତ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ।


ଟିନା ମୁନିମ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଟିନା ମୁନିମ । ବନ୍ଧୁଗଣ ଟିନା ହେଉଛନ୍ତି ସଞ୍ଜୟ ଦତ୍ତଙ୍କର ପ୍ରଥମ ପ୍ରେମିକା । ସଞ୍ଜୟ ଓ ଟିନା ପରସ୍ପର ସହ ବହୁତ ପ୍ରେମ କରୁଥିଲେ । ଏହି ଦୁଇଜଣ ପରସ୍ପର ସହ ବିବାହ ମଧ୍ୟ କରିବାକୁ ଯାଉଥିଲେ । କିନ୍ତୁ ସେହି ସମୟରେ ସଞ୍ଜୟ ଡ୍ରଗ୍ସ ନିଶା ନେବାକୁ ଆରମ୍ଭ କରିଥିଲେ ।

ନିଶା ଅବସ୍ଥାରେ ସଞ୍ଜୟ ଟିନାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଯାହାଫଳରେ ଏହି ଦୁଇଜଣଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିଯାଥିଲା । ଏହାପରେ ଟିନା ଓ ରାଜେସ ଖନ୍ନାଙ୍କର ଏକ ବୋଲ୍ଟ ଫଟୋ ସମସ୍ତଙ୍କ ସାମ୍ନାକୁ ଆସିଥିଲା । ସେହି ଫଟୋକୁ ଦେଖି ସଞ୍ଜୟ ବନ୍ଧୁକ ଧରି ସେହି ଦୁଇଜଣଙ୍କୁ ଶୁଟିଙ୍ଗ ସେଟରେ ଧମକ ଦେଇଥିଲେ ।


ପଦ୍ମିନି କୋଲ୍ହାପୁରୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀ । ଫିଲ୍ମ ‘ବିଧାତା’ର ଶୁଟିଙ୍ଗ ସମୟରେ ସଞ୍ଜୟ ପଦ୍ମିନୀ କୋଲ୍ହାପୁରୀଙ୍କ ସହ ଖରାପ ବ୍ୟବହାର କରିଥିଲେ । ଯାହା ଫଳରେ ପଦ୍ମିନୀ ସଞ୍ଜୟଙ୍କ ବିରୁଧରେ ଡାଇରେକ୍ଟରଙ୍କୁ କମ୍ପ୍ଲେନ କରିଥିଲେ । ଏହା ପରେ ଡାଇରେକ୍ଟର ସଞ୍ଜୟଙ୍କୁ ବହୁତ କିଛି କଥା ଶୁଣେଇ ଥିଲେ । ଏହା ପରେ ସଞ୍ଜୟ ଏକ ଛୁରୀ ନେଇ ପଦ୍ମିନୀଙ୍କୁ ଧମକ ଦେଇ ଗୋଡାଇ ଥିଲେ । ପଦ୍ମିନୀ ସେହି ସମୟରେ ବହୁତ ଅଧିକ ଡରି ଯାଇଥିଲେ । ଏହି ମାମଲା ପରଠାରୁ ପଦ୍ମିନୀ କେବେହେଲେ ସଞ୍ଜୟଙ୍କ ସହ କାମ କରିଲେ ନାହିଁ ।


ମନ୍ଦାକିନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମନ୍ଦାକିନୀ । ଫିଲ୍ମ ସେଟରେ ସଞ୍ଜୟ ଓ ମନ୍ଦାକିନୀଙ୍କର କିଛି ବୋଲ୍ଟ ଓ ରୋମାଣ୍ଟିକ ସିନ୍ସ ରଖାଯାଇଥିଲା । ସେହି ସମୟରେ ସଞ୍ଜୟଙ୍କ ମନ କଣ୍ଟ୍ରୋଲ ରେ ରହି ନଥିଲା । ଯାହା ଫଳରେ ସଞ୍ଜୟ ଅଭିନେତ୍ରୀ ମନ୍ଦାକିନୀଙ୍କ ସହ ବହୁତ କ୍ଳୋଜ ହୋଇଯାଇଥିଲେ । ହେଲେ ଥରେ ସଞ୍ଜୟ ମନ୍ଦାକିନୀଙ୍କ ରୁମ ଭାତରକୁ ପସିଯାଇଥିଲେ ଓ ମନ୍ଦାକିନିଙ୍କ ସହ ଖରାପ ବ୍ୟବହାର କରିଥିଲ । ସେହି ସମୟରେ ମନ୍ଦାକିନୀ ବହୁତ ଜୋର ସେ ଚିତ୍କାର କରିଥିଲେ । ଯାହାଫଳରେ ସଞ୍ଜୟ ସେହି ସ୍ଥାନକୁ ଛାଡି ତୁରନ୍ତ ଚାଲିଯାଇଥିଲେ । ଏହା ପରେ ସେହି ଫିଲ୍ମଟି ବନ୍ଦ ହୋଇ ଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *