ଚଉଠି ପରେ ବିଗିଡି ଗଲା ବୋହୂର ସ୍ୱାସ୍ଥ୍ୟ ଅବସ୍ଥା, ରିପୋର୍ଟ କାର୍ଡ ଦେଖି ବରର ହୋସ ଉଡିଗଲା…

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମଣିଷଙ୍କ ଜୀବନରେ ବିବାହର ଖୁସି ସବୁଠାରୁ ଅଲଗା ରହିଥାଏ । ବିବାହ ପରେ ଆସିଥାଏ ଚଉଠି ରାତି ବନ୍ଧୁଗଣ ଅନେକ ଲୋକ ଦିନରେ ଚଉଠି ରାତିର ସ୍ଵପ୍ନ ଦେଖି ଦିଅନ୍ତି । ଚଉଠି ରାତିକୁ ଲୋକମାନେ ଅନେକ ପ୍ରକାରର ଯୋଜନା ଓ ଖୁସି ସହ ପାଳନ କରିଥାନ୍ତି । ସେହିଭଳି ହରିୟଣା ହିସାରରେ ରହୁଥିବା ଜଣେ ୨୨ ବର୍ଷୀୟ ଯୁବକର ବି ଅନେକ ଇଛା ଥିଲା ।

କାରଣ ସେହି ସମୟରେ ତାର ବିବାହ ଏକ ସୁନ୍ଦରୀ ଝିଅ ସହ ହୋଇଥିଲା ଓ ସେହି ଝିଅର ବୟସ ମାତ୍ର ୧୮ ବର୍ଷ ଥିଲା । ହିନ୍ଦୁ ରୀତିନୀତିରେ ବିବାହ ହେବା ପରେ ଶେଷରେ ଚଉଠି ରାତି ଆସିଲା ଯେଉଁଥି ପାଇଁ ଯୁବକ ଅନେକ ଦିନ ଧରି ଚାହିଁ ରହିଥିଲା । ହେଲେ କରୋନା କଟକଣା ହେତୁ ବିବାହ ବହୁତ ସାଧାରଣ ହୋଇଥିଲା ଓ ଘରର କମ ଲୋକଙ୍କ ମଧ୍ୟରେ ବିବାହଟି ହୋଇଥିଲା ।

ତେବେ ଚଉଠି ରାତିରେ ଯୁବକ ଜଣକ ନିଜର ସମସ୍ତ ଇଛା ପୂରଣ କରିଲା । ହେଲେ ଚଉଠି ରାତିର ପରଦିନ ବୋହୁର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଯାହାଫଳରେ ତାକୁ ହସ୍ପିଟାଲ ନିଆଗଲା । ବନ୍ଧୁଗଣ ହସ୍ପିଟାଲରେ ବୋହୁର ସମସ୍ତ ପ୍ରକାରର ଟେଷ୍ଟ କରାଗଲା ଯେଉଁଥିରେ ଏଚଆଇଭି ଟେଷ୍ଟ ମଧ୍ୟ ସାମିଲ ଥିଲା । ହେଲେ ରିପୋର୍ଟ ଏମିତି କିଛି ଆସିଲା ଯାହା ଜାଣିବା ପରେ ବରର ହୋସ ଉଡିଗଲା ।

ଡାକ୍ତର କହିଲେ, ଝିଅକୁ ଏଚଆଇଭି ପଜେଟିଭ ଅଛି ଏହି କଥା ଶୁଣିବା ପରେ ଯୁବକର ପାଦ ତଳୁ ମାଟି ଖସି ଗଲା । ଏହାପରେ ଯୁବକ ଏହି କଥା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଲା ଓ ସେହି ସମୟରେ ଯୁବକଙ୍କର ବି ଏଚଆଇଭି ଟେଷ୍ଟ କରା ଗଲା ହେଲେ ଟେଷ୍ଟ ନେଗେଟିଭ ଆସିଲା । ଏହା ପରେ ଘର ଲୋକ ଭାବିଲେ ବୋଧେ ବୋହୁର ଭୁଲ ରିପୋର୍ଟ ଆସିଛି  ।

ତା ପରେ ନିଜର ସନ୍ତୁଷ୍ଟି ପାଇଁ ସେମାନେ ଦ୍ଵିତୀୟ ଥର ଟେଷ୍ଟ କରେଇବା ପାଇଁ କହିଲେ । ଦ୍ଵିତୀୟ ଟେଷ୍ଟରେ ବି ପଜେଟିଭ ଆସିଲା । ଏହା ପରେ ଦୁଇ ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା ହେଲେ ପରେ ସବୁ ସମାଧାନ ହେଲା । ବନ୍ଧୁଗଣ ଏହିପରି ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି । ବିବାହର ପାଞ୍ଚ ମାସ ପରେ ବର ସମସ୍ତ ଘଟଣା ବିଷୟରେ ଜାଣିପାରିଲା ।

ବିବାହ ପରେ ବୋହୁ ନିଜ ସ୍ଵାମୀ ସହ ସଂଭୋଗ କରିବା ପାଇଁ ମନା କରିଦେଉ ଥିଲା । ବନ୍ଧୁଗଣ ବିବାହର ପାଞ୍ଚ ମାସ ପରେ ସ୍ଵାମୀ ନିଜ ସ୍ତ୍ରୀକୁ ନେଇ ହସ୍ପିଟାଲ ଗଲା ସେତେବେଳେ ତାକୁ ଜଣା ପଡିଲା ତାର ସ୍ତ୍ରୀ ଏକ ମହିଳା ନୁହେଁ ଏକ କିନ୍ନର ଥିଲା । ବନ୍ଧୁଗଣ ଏହି କଥା ଜାଣିବା ପରେ ଅନେକ ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *