ସ୍ତ୍ରୀ ର ଏମିତି କେଉଁ ରୂପ ଅଛି ଯାହାକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ ତାର ସ୍ଵାମୀ ଦେଖିପାରେ ନାହିଁ ? ଏହା ସହିତ 20 ଟି Interesting GK Questions ଓ Answers

ନମସ୍କାର। ଆମେ ଆପଣମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ଆଣିଛୁ ।ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି।କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା । ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ। ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ।ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ।

ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବ ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ । ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ । ଏହି ପ୍ରଶ୍ନ ଏବଂ ଉତ୍ତର ଆପଣମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ଓ ଭବିଷ୍ୟତ ରେ ନିଶ୍ଚୟ ଏହା ଆପଣ ଙ୍କୁ ସାହାଯ୍ୟ କରିବ। କିଛି ଟା ଜ୍ଞାନର ସୀମା ଆପଣଙ୍କର ମଧ୍ୟ ବଢିବ ଏହା ମାଧ୍ୟମରେ। ତେବେ ଆସନ୍ତୁ ଜାଣିବା କ୍ରମାଗତ ଭାବେ ସେହି ପ୍ରଶ୍ନ ଏବଂ ଉତ୍ତର ଗୁଡ଼ିକ।

ପ୍ରଶ୍ନ-1

ବିଶ୍ଵର ସବୁଠାରୁ ଛୋଟ ପକ୍ଷୀ କଣ ଅଟେ ?

ଉତ୍ତର – ହମିଙ୍ଗ ବାର୍ଡ

ପ୍ରଶ୍ନ-2

ଖଟା ମହୁ କେଉଁଠି ମିଳିଥାଏ ?

ଉତ୍ତର – ବ୍ରାଜିଲ ଜଙ୍ଗଲରେ

ପ୍ରଶ୍ନ-3

ମରିବା ପରେ ମଣିଷର ମସ୍ତିସ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର – 10 ମିନିଟ

ପ୍ରଶ୍ନ-4

କେଉଁ ରାଜ୍ୟର ନାମର ଅର୍ଥ ବାଦଲ ଙ୍କ ଘର ହୋଇଥାଏ ?

ଉତ୍ତର – ମେଘାଳୟ

ପ୍ରଶ୍ନ-5

40 କବିଲା ର ଦେଶ କାହାକୁ କୁହାଯାଏ ?

ଉତ୍ତର – କିର୍ଗୀସ୍ଥାନ

ପ୍ରଶ୍ନ-6

କେଉଁ ଦେଶରେ ଗୋଟିଏ ବି ନଦୀ ନାହିଁ ?

ଉତ୍ତର – ସାଉଦୀ ଆରବ

ପ୍ରଶ୍ନ-7

ହିନ୍ଦୁସ୍ଥାନ ର ଶୁଆ କାହାକୁ କୁହାଯାଏ ?

ଉତ୍ତର – ଅମୀର ଖୁସରୋ

ପ୍ରଶ୍ନ-8

ଶୋଷିଲା ଭୂମିର ଦେଶ କାହାକୁ କୁହାଯାଏ ?

ଉତ୍ତର – ଅଷ୍ଟ୍ରେଲିଆ

ପ୍ରଶ୍ନ-9

ନୋଟ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଚୀନ ଦେଶରେ

ପ୍ରଶ୍ନ-10

ଭାରତର ହଲିଉଡ କାହାକୁ କୁହାଯାଏ ?

ଉତ୍ତର – ମୁମ୍ବାଇ

ପ୍ରଶ୍ନ-11

ଦୁନିଆର ସବୁଠୁ ଗରମ ଦେଶ କାହାକୁ କୁହାଯାଏ ?

ଉତ୍ତର – ଲିବିୟା

ପ୍ରଶ୍ନ-12

କେଉଁ ଦେଶରେ ସାପ ଆଦୌ ଦେଖା ଯାଆନ୍ତି ନାହିଁ ?

ଉତ୍ତର – ଆୟରଲ୍ୟାଣ୍ଡ

ପ୍ରଶ୍ନ-13

ବିହାରର ଶୋକ କେଉଁ ନଦୀକୁ କୁହାଯାଏ ?

ଉତ୍ତର – କୋଶୀ ନଦୀ

ପ୍ରଶ୍ନ-14

ଦୁନିଆର ସବୁଠୁ ବୁଦ୍ଧିମାନ ଦେଶ କିଏ ଅଟେ ?

ଉତ୍ତର – ହଙ୍ଗକଙ୍ଗ

ପ୍ରଶ୍ନ-15

ମସଲାର ରାଣୀ କାହାକୁ କୁହାଯାଏ ?

ଉତ୍ତର – ଗୁଜୁରାତି

ପ୍ରଶ୍ନ-16

ବିଶ୍ଵର ସବୁଠୁ ତୀବ୍ର ଦୌଡୁଥିବା ପଶୁ କିଏ ଅଟେ ?

ଉତ୍ତର – ଚିତା

ପ୍ରଶ୍ନ-17

ଭାରତର ପ୍ୟାରିସ କେଉଁ ସହରକୁ କୁହାଯାଏ ?

ଉତ୍ତର – ଜୟପୁର

ପ୍ରଶ୍ନ-18

ଦୁନିଆର ସବୁଠୁ ଲମ୍ବା ନଦୀ କଣ ଅଟେ ?

ଉତ୍ତର – ନୀଳ ନଦୀ

ପ୍ରଶ୍ନ-19

ସପ୍ତାହର ପ୍ରଥମ ଦିନ କଣ ଅଟେ ?

ଉତ୍ତର – ରବିବାର

ପ୍ରଶ୍ନ-20

ସ୍ତ୍ରୀ ର ଏମିତି କେଉଁ ରୂପ ଅଛି ଯାହାକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ ତାର ସ୍ଵାମୀ ଦେଖିପାରେ ନାହିଁ ?

ଉତ୍ତର – ବିଧବା ରୂପ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *