ଓଡିଆ ସିରିଏଲ ନୂଆ ବୋହୁ ରେ ଅଭିନୟ କରୁଥିବା ପଦ୍ମାଙ୍କ Family ଓ Biography

ନମସ୍କାର ବନ୍ଧୁଗଣ । ଆପଣମାନେ ତ ନୂଆ ବୋହୁ ଧାରାବାହିକ ନିଶ୍ଚୟ ଦେଖୁଥିବେ । ଯଦି ଦେଖୁଛନ୍ତି ତେବେ ସେଥିରେ ଅଭିନୟ କରୁଥିବା ପଦ୍ମା ଙ୍କୁ ଜାଣିଥିବେ । ସେ ଖୁବ ସୁନ୍ଦର ଆକଟିଂ କରୁଛନ୍ତି । ସେ ଜମିଦାର ପରିବାରରେ ହୀରୋ ସାତ୍ଵିକ ଙ୍କ ମା’ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ପଦ୍ମା ଙ୍କର ପ୍ରକୃତ ନାମ ହେଉଛି ନିତୁ । ନିତୁ ଆଗରୁ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି ।

ଲୋକମାନେ ମଧ୍ୟ ନିତୁଙ୍କ ଅଭିନୟକୁ ବହୁତ ପସନ୍ଦ କରିଛନ୍ତି । ନିତୁ ନିଜର ଦମଦାର ଅଭିନୟ ପାଇଁ ମଧ୍ୟ ପୁରସ୍କାର ପାଇଛନ୍ତି । ନିତୁ ହେଉଛନ୍ତି ପୁରୀର ବାସିନ୍ଦା । ମାନେ ନିତୁଙ୍କ ଘର ପୁରୀରେ । ସେ ଭୁବନେଶ୍ବରରେ ଏକ ଫ୍ଲାଟ ରେ ରହୁଛନ୍ତି ଓ ସେହିଠାରୁ ସେ ଶୁଟିଙ୍ଗ ସେଟ କୁ ଯାଉଛନ୍ତି ।

ନିତୁ ଙ୍କର ଗୋଟିଏ ଛୋଟ ଝିଅ ଅଛି ଓ ସେ ନିଜ ସ୍ବାମୀଙ୍କ ସହ ଖୁସିରେ ଅଛନ୍ତି । ନିତୁ ଆଗରୁ ଅନେକ ଧାରାବାହିକ ରେ ଅଭିନୟ କରିଥିଲେ ମଧ୍ୟ ନୂଆ ବୋହୁ ଧାରାବାହିକ ରେ ତାଙ୍କ ଅଭିନୟ ତାଙ୍କୁ ପପୁଲାର କରି ଦେଇଛି । ଲୋକମାନେ ତାଙ୍କୁ ଏହି ଧାରାବାହିକରେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

ନିତୁଙ୍କ ଅଭିନୟ ଯେତିକି ସୁନ୍ଦର ଓ ଦମଦାର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ନିତୁଙ୍କର ଏହି ଅନ୍ଦାଜ ପାଇଁ ଲୋକମାନେ ତାଙ୍କୁ ଏବେ ବି ବହୁତ ପସନ୍ଦ କରୁଛନ୍ତି । ନିତୁ ଙ୍କ ଆକଟିଂ ଯେତିକି ଭଲ ସେ ଡ୍ୟାନ୍ସିଙ୍ଗ କରିବାକୁ ମଧ୍ୟ ସେତିକି ଭଲ ପାଆନ୍ତି । ସେ ଜଣେ ପ୍ରଫେସନାଲ ଡ୍ୟାନ୍ସର ମଧ୍ୟ ।

ନିତୁ ଜଣେ ପ୍ରଫେସନାଲ ଡ୍ୟାନ୍ସର ହିସାବରେ ମଧ୍ୟ ଜଣା ଯାଆନ୍ତି ଓ ସୋଡିଆଲ ମିଡିଆରେ ସେ ଜଣେ ପ୍ରଫେସନାଲ ଡ୍ୟାନ୍ସର ବୋଲି ମଧ୍ୟ ପୋସ୍ଟ କରିଛନ୍ତି । ନିତୁଙ୍କର ପରିବାର ଟି ବହୁତ ଛୋଟ ଆଉ ସୁଖୀ ପରିବାର । ନିତୁ ଆଗକୁ ଆଗକୁ ଏମିତି ଅଭିନୟ କ୍ଯାରିୟର ଜାରି ରଖନ୍ତୁ ।

ତେବେ ଆପଣଙ୍କୁ ନିତୁଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ ରେ ନିଜର ମତାମତ ଦିଅନ୍ତୁ । ଯଦି ଆପଣ ଅଲିଉଡ ଦୁନିଆ ଓ ଓଡିଆ ସିରିଏଲ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଞ୍ଚନ୍ତି ତେବେ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୋଇ ରୁହନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *