ସ୍ତ୍ରୀମାନେ ସକାଳୁ ଉଠିବା ମାତ୍ରେ ସ୍ଵାମୀଙ୍କ ସହିତ କରନ୍ତୁ ଏହି କାମ, ଭାଗ୍ୟ ଏମିତି ଚମକିବ କି ଆପଣ କେବେ ଭାବି ବି ନଥିବେ

କୁହଯାଏ କି ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ସାତ ଜନ୍ମର ହୋଇଥାଏ । କିନ୍ତୁ ଆଜିର ଦୁନିଆରେ ଏହି ଯୋଡ଼ି ଯଦି ଗୋଟିଏ ଜନ୍ମ ଏକାଠି ଭଲ ରେ ବିତାଇ ଦେଲେ ତାହାଲେ ବହୁତ ବଡ଼ କଥା ଅଟେ । ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ଭଲ ହେବ କି ଖରାପ ଏଥିରେ ଆଖ ପାଖର ଏନର୍ଜି ମୁଖ୍ୟ ଭୂମିକା ରଖିଥାଏ । ଆପଣଙ୍କୁ ସର୍ବଦା ଚେଷ୍ଟା କରିବା ଦରକାର କି ଆପଣଙ୍କ ଆଖ ପାଖରେ ସକରାତ୍ମକ ଏନର୍ଜି ରହିବା ଦରକାର ଓ ନକରାତ୍ମକ ଏନର୍ଜିକୁ ପାଖରେ ପୁରାଇ ଦେବା ଉଚିତ ନୁହେଁ । କୌଣସି ଦିନକୁ ସଫଳ କରିବା ପାଇଁ ସକାଳ ସମୟ ବହୁତ ମହତ୍ତ୍ଵ ରଖିଥାଏ ।

ସକାଳୁ ସକାଳୁ ସ୍ୱାମୀଙ୍କ ସହିତ କରନ୍ତୁ ଏହି କାମ

ଶାସ୍ତ୍ର ଅନୁସାରେ ସକାଳୁ ଉଠି ମହିଳାମାନେ ତାଙ୍କ ସ୍ୱାମୀଙ୍କ ସହିତ ଏହି ଖାସ କାମ କରିବା ଦ୍ୱାରା ପରସ୍ପର ମଧ୍ୟରେ ସମ୍ପର୍କ ଭଲ ରୁହେ ଓ ଏହା ସହିତ ଭାଗ୍ୟ ଉଜ୍ୱଳ ହୋଇଥାଏ ।

ଯୋଗ

ସକାଳୁ ଆପଣ ସ୍ୱାମୀଙ୍କ ସହିତ ଯୋଗ କରିବା ଦ୍ୱାରା ଆପଣ ଫିଟ ରହିବେ ଓ ତା ସହିତ ଆପଣଙ୍କ ମାଇଣ୍ଡ ଶାନ୍ତ ଓ ସକରାତ୍ମକ ରହିଥାଏ । ଏହାଦ୍ଵାରା ସେମାନଙ୍କ ଭିତରେ ଝଗଡ଼ା ହୋଇ ନଥଏ ।

ପ୍ରେମ

ଦିନର ଆରମ୍ଭ ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ରୁ ଆରମ୍ଭ ହୁଏ ତା ହେଲେ ସେମାନଙ୍କ ମନ ଫ୍ରେସ୍ ରହିଥାଏ । ଦିନସାରା ଆପଣଙ୍କ ଭିତରେ ଉତ୍ସାହ ଓ ଉଦ୍ଦୀପନା ଭରି ରହିଥାଏ । ଆପଣ ଆପଣଙ୍କ କାମକୁ ଅତିରିକ୍ତ ଉର୍ଜା ସହିତ କରିଥାନ୍ତି ।

ଭଗବାନଙ୍କ ପ୍ରତି ଭକ୍ତି

ସକାଳୁ ସକାଳୁ ଭଗବାନଙ୍କ ଶରଣ ନେବାଦ୍ୱାରା ଦିନର ଆରମ୍ଭ ଭଲ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଶରୀରରେ ସକାରାତ୍ମକ ଉର୍ଜାର ପ୍ରବାହ ହୋଇଥାଏ । ଏଥିପାଇଁ ସ୍ୱାମୀଙ୍କ ସହିତ ପୂଜା କରିବା ବା ଭଗବାନ ଙ୍କ ପାଖରେ ନତମସ୍ତକ ହେବା ଦ୍ଵାରା ଦିନଟି ଭଲରେ କଟିଥାଏ ।

ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ

ସୂର୍ଯ୍ୟୋଦୟ ପୂର୍ବରୁ ଆପଣଙ୍କୁ ସ୍ନାନ କରିନେବା ଉଚିତ୍ ଅଟେ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଆପଣଙ୍କ ଘରେ ଦାରିଦ୍ୟତା ପ୍ରବେଶ କରିପାରେ ନାହିଁ । ଏଥିପାଇଁ ଆପଣ ଓ ଆପଣଙ୍କ ସ୍ୱାମୀଙ୍କୁ ସକାଳୁ ସକାଳୁ ସ୍ନାନ କରିନେବା ଉଚିତ୍ ଅଟେ ।

ସୂର୍ଯ୍ୟ ଦର୍ଶନ

ସକାଳୁ ସକାଳୁ ସୂର୍ଯ୍ୟୋଦୟ ର କିରଣ ପ୍ରଭାବଶାଳୀ ହୋଇଥାଏ । ଏହି କିରଣ ରେ ଭିଟାମିନ୍ ଡି ଓ ସକାରାତ୍ମକ ଉର୍ଜା ଭରି ହୋଇ ଥାଏ । ଏହାର ଅନେକ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଲାଭ ମିଲିଥାଏ ।

ତୁଳସୀଙ୍କୁ ଜଳ ଅର୍ପଣ କରିବା

ସକାଳୁ ସକାଳୁ ସ୍ନାନ କରି ସ୍ୱାମୀ ସ୍ତ୍ରୀ ଉଭୟ ମିଶି ତୁଳସୀ ମାତା ଙ୍କୁ ଜଳ ଦେଲେ ସେମାନଙ୍କ ଯୋଡ଼ି ବର୍ଷ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥାଏ । ବୈବାହିକ ଜୀବନରେ କେବେ କୌଣସି ସମସ୍ୟା ଆସି ନଥାଏ ।

ସକାଳୁ ସକାଳୁ ସ୍ୱାମୀ ସ୍ତ୍ରୀ ଏହି କାମ କରନ୍ତୁ ନାହିଁ

ସକାଳୁ ଉଠିବା ମାତ୍ରେ ସ୍ୱାମୀ ସ୍ତ୍ରୀ ଝଗଡ଼ା କରିବାରୁ ବଞ୍ଚିତ ହେବା ଦରକାର । ଦିନର ଆରମ୍ଭ କଳି ଝଗଡା କରି କରନ୍ତୁ ନାହିଁ । ଏହାଦ୍ଵାରା ଆପଣଙ୍କ ପୁରା ଦିନଟା ବେକାର ଯାଇଥାଏ । ଯଦି ସୂର୍ଯ୍ୟଙ୍କ କିରଣ ଶେଯ ଉପରେ ପଡିଥାଏ ତାହାଲେ ଆପଣ ଶଯ୍ୟାତ୍ୟାଗ କରିବା ଦରକାର । ସକାଳୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଦାରିଦ୍ର୍ୟତା ଓ ନକରାତ୍ମକ ଶକ୍ତି ଘରକୁ ଆସିଥାଏ । ସକାଳୁ ଉଠିବା ମାତ୍ରେ ନିଶା ଦ୍ରବ୍ୟ ସେବନ କରିବା ଉଚିତ୍ ନୁହେଁ । ଆପଣ ଆପଣଙ୍କ ବେଡ୍ ରୁମ୍ ରେ ଦେବା ଦେବୀ ଙ୍କ ଫଟୋ ଲଗାଇ ରଖିବା ଉଚିତ୍ କାରଣ ଉଠିବା ମାତ୍ରେ ଠାକୁରଙ୍କ ଦର୍ଶନ କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *