ଗୁରୁବାରର ରାଶିଫଳ 11 ଜୁନ 2020, ଆଜି ରହିବ ଦେବଗୁରୁ ବୃହସ୍ପତିଙ୍କ ବିଶେଷ ଆଶୀର୍ବାଦ, ଏହି 5ଟି ରାଶିଙ୍କୁ ମିଳିବ ଅପାର ସଫଳତା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 11 ଜୁନ 2020 ଗୁରୁବାରର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ । ଅଟକି ଥିବା ଧନ ମିଳିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସନ୍ଧ୍ୟା ସମୟ ଅତିଥି ମାନଙ୍କ ସହିତ ସମୟ ଅତିବାହିତ କରିବେ । ଆପଣ ଖୁସି ରହିବେ । ବିଦ୍ୟାର୍ଥୀ ମାନଙ୍କୁ ଆଜି ଲାଭ ମିଳିବ । ଉଚ୍ଚ ଶିକ୍ଷାର ସ୍ଵପ୍ନ ପୂରଣ ହେବ । ଆପଣଙ୍କୁ ଏବଂ ଆପଣଙ୍କ ଜୀବନସାଥୀଙ୍କୁ ବୈବାହିକ ଜୀବନରେ କିଛି ଗୋପନୀୟତାର ଆବଶ୍ୟକତା ଅଛି । ଆଜି ଆପଣଙ୍କୁ ନିଜର କ୍ଷମତା ଉପରେ ଭରସା କରିବାକୁ ହେବ ।

ବୃଷ

ଆଜି ଏହି ରାଶିର ଲୋକଙ୍କ ପାଇଁ ଶେୟାର ବଜାରରେ ନିବେଶ କରିବା କ୍ଷତିକାର ହୋଇ ପାରେ । ଧର୍ମ କର୍ମ ପ୍ରତି ଆଗ୍ରହ ବଢିବ । ବାହନ ସୁଖରେ ବୃଦ୍ଧି ହେବ । ମାତା ପିତା ଙ୍କ ଠାରୁ ଧନ ମିଳିପାରେ । ଆପଣଙ୍କ ସ୍ଵଭାବ ଏବଂ ବ୍ୟକ୍ତିତ୍ଵ ଦ୍ଵାରା ସବୁ ଲୋକ ଆପଣଙ୍କ ଉପରେ ଖୁସି ହେବେ । ବିପରୀତ ଳିଙ୍ଗ ପ୍ରତି ଆକର୍ଷଣ ବଢିବ । ଆପଣଙ୍କୁ ଜମି, ରିଅଲ ଇଷ୍ଟେଟ କିମ୍ବା ସାଂସ୍କୃତିକ ପ୍ରକଳ୍ପ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ଆପଣ ଗହଣା ଏବଂ କିଛି ଘରୋଇ ଜିନିଷ କିଣି ପାରନ୍ତି ।

ମିଥୁନ

ଆଜି ଆପଣଙ୍କ କ୍ୟାରିୟରକୁ ନୂଆ ଦିଗ ମିଳିପାରେ । ଟଙ୍କା ସହିତ ଯୋଡି ହୋଇଥିବା କିଛି ବଡ ଲାଭ ମିଳିପାରେ । ପରିବାରରେ ହସ, ଖୁସି ଏବଂ ଶାନ୍ତିର ବାତାବରଣ ରହିବ । ଶିକ୍ଷା କାର୍ଯ୍ୟରେ ସଫଳତା ମିଳିବ । ଉପହାରରେ ବସ୍ତ୍ର ମିଳିବ । ଭାଇ ବନ୍ଧୁ ଏବନଗ ସେହ୍ନିଜନଙ୍କ ଭିତରେ ଭଲ ସମ୍ପର୍କ ରହିବ । ପ୍ରମୋଶନ, ଦରମା ବୃଦ୍ଧି କିମ୍ବା ନୂଆ ଚାକିରି ସହିତ ଯୋଡି ହୋଇଥିବା କିଛି ଖବର ମିଳିପାରେ । ପାରିବାରିକ ସବନ୍ଧରେ ଗଭୀରତା ଆସିବ ।

କର୍କଟ

କାମ କାର୍ଯ୍ୟରେ ପରିଶ୍ରମର ଫଳ ଆଜି ଆପଣଙ୍କୁ ମିଳିବ । ଆପଣ ନିଜ ମନ କଥାକୁ ଯେତେ ଲୁଚାଇ ରଖିବେ ଆପଣଙ୍କ ପାଇଁ ସେତେ ଭଲ ହେବ । କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ହେବ । ମନରେ ଉତ୍ସାହର ସଂଚାର ହେବ ଯେଉଁ କାରଣରୁ ପୁରା ଦିନ ଖୁସିରେ କଟିବ । ଦାମ୍ପତ୍ୟ ଜୀବନ ପାଇଁ ଆଜିର ଦିନ ବହୁତ ଶ୍ରେଷ୍ଠ ହୋଇ ପାରେ । ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଏବଂ ଭାଇ ବନ୍ଧୁଙ୍କ ସହିତ ସମ୍ପର୍କ ଭଲ ରହିବ ।

ସିଂହ

ଆଜି ଆପଣଙ୍କୁ ନିଜ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ନକରାତ୍ମକ ବିଚାର ଠାରୁ ଆପଣ ଦୂରେଇ ରୁହନ୍ତୁ । ଆଜି ନିବେଶ କରିବା ଲାଭ ହେବ ଏବଂ ଆଜି କରିଥିବା ନିବେଶ ଆଗକୁ ଆପଣଙ୍କୁ ବହୁତ ବଡ ଲାଭ ମଧ୍ୟ ଦେବ । ବିଚାର କରିବାର କ୍ଷମତାର ବିକାଶ ଆପଣଙ୍କୁ ଆଗକୁ ବଢିବା ପାଇଁ ସଫଳତା ଦେଇ ପାରେ । ବନ୍ଧୁ ଏବଂ ସମ୍ପର୍କୀୟ ଲୋକଙ୍କ ଠାରୁ ଉପହାର ମିଳିପାରେ । ବେପାର ସ୍ଥାନରେ ଆପଣଙ୍କ ପ୍ରଭାବ ରହିବ । ଆଜି ଆପଣ ଆବଶ୍ୟକ ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ ।

କନ୍ୟା

ଆଜି ଛାତ୍ର ମାନଙ୍କୁ ଶିକ୍ଷାରେ ବାଧାର ସାମନା କରିବାକୁ ପଡିପାରେ । ସମ୍ପର୍କରେ ମଧୁରତା ଦୂର ହୋଇଯିବ । ଭାବିଥିବା କାମକୁ ପୁରା କରିବା ପାଇଁ ଏବଂ ନିଜର ଯୋଜନାକୁ ପୁରା କରିବା ପାଇଁ ଦିନଟି ଭଲ ରହିବ । ଆତ୍ମବିଶ୍ଵାସରେ ପରିପୂର୍ଣ ରହିବେ । ମାନସିକ ଶାନ୍ତି ରହିବ । ସନ୍ତାନ ମାନଙ୍କ ଠାରୁ ଖୁସି ଖବର ମିଳିବ । ନିଜର କଥା ଉପରେ ସଂଯମ ରଖନ୍ତୁ ଏବଂ ଅଧିକ ବାଦ ବିବାଦ କରନ୍ତୁ ନାହିଁ । ବୁଦ୍ଧି ଏବଂ ବିତର୍କ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ସହଭାଗୀଙ୍କ ଠାରୁ ସାହାଯ୍ୟ ମିଳିବ ଏବଂ ବ୍ୟବସାୟ ବିଷୟରେ ଭଲ ଆଲୋଚନା ହୋଇ ପାରେ ।

ତୁଳା

ଆର୍ଥିକ ଦୃଷ୍ଟିରୁ ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ ଏବଂ ସଫଳତାର ମଧ୍ୟ ମିଳିବ । ଆପଣଙ୍କ ବ୍ୟବହାର ଏବଂ କଥା କହିବାର ଶୈଳୀକୁ ନେଇ ଲୋକ ବହୁତ ସଂବେଦନଶୀଳ ରହିବେ । ବ୍ୟବସାୟରେ ନିଜର ଅନୁଭବ ତଥା ସାହାସ ଦ୍ଵାରା ଅଧିକ ଧନ ଲାଭ ହେବ । ଛୋଟ ଭାଇ ଭଉଣୀ ମାନଙ୍କ ଠାରୁ ଗୁରୁତ୍ଵପୂର୍ଣ କାର୍ଯ୍ୟରେ ସାହାଯ୍ୟ ମିଳିବ । ବନ୍ଧୁଙ୍କ ସହିତ ବିବାଦ ହୋଇ ପାରେ । ଜୀବନସାଥିଙ୍କ ସହଯୋଗ ମିଳିବ । ଆୟ ବୃଦ୍ଧି ହୋଇ ପାରେ ।

ବିଛା

ଆଜି ଆନନ୍ଦ ପ୍ରମୋଦ ପଛରେ ଟଙ୍କା ଖର୍ଚ ହୋଇ ପାରେ । ଆପଣଙ୍କ ଖାଇବା ପିଇବା ଠିକ ରଖନ୍ତୁ । ରୋମାନ୍ସ କ୍ଷେତ୍ରରେ ଆପଣ କିଛି ପଦକ୍ଷେପ ନେଇ ପାରନ୍ତି । ବିଦ୍ୟାର୍ଥୀ ମାନଙ୍କୁ ନିଜ ପାଠପଢା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଚେଷ୍ଟା କରିବା ଦରକାର । ସନ୍ତାନ ମାନଙ୍କ ପାଇଁ ଚିନ୍ତା ରହିବ । ରଣନୀତି ସହିତ ଆଗକୁ ବଢିବା ଦ୍ଵାରା ଲାଭ ହୋଇ ପାରେ । ପ୍ରତିଯୋଗୀ ଏବଂ ବନ୍ଧୁ ଭାବରେ ଲୁଚି ଥିବା ଶତ୍ରୁ ନିଜ ଚେଷ୍ଟାରେ ଅସଫଳ ହେବେ । ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ଉର୍ଣ୍ଣତି କରି ପାରନ୍ତି ।

ଧନୁ

ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ଏବଂ ପ୍ରତିଯୋଗୀଙ୍କ ଠାରୁ ବିଜୟ ମିଳିବା ପରେ ଆପଣଙ୍କ ମନରେ ଖୁସି ଭରି ରହିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ ଦାୟିତ୍ଵର ବୋଝ ବଢିପାରେ । ଆପଣଙ୍କ ପ୍ରଭାବରେ ହିଁ ଶତ୍ରୁ ଭୟଭୀତ ହେବେ । ପ୍ରିୟ ବନ୍ଧୁ ଏବଂ ସ୍ନେହୀଜନଙ୍କ ସହିତ ଦେଖା ହେବ । ଆପଣ ନୂତନ ଯୋଜନା କରିବାରେ ସଫଳ ହେବେ । ବିଦ୍ୟାର୍ଥୀ ମାନଙ୍କର ମନ ପାଠପଢାରେ ଲାଗିବ ନାହିଁ । ସ୍ତ୍ରୀ ଏବଂ ପୁଅଙ୍କ ପାଖରୁ ଲାଭଦାୟୀ ଖବର ମିଳିବ ।

ମକର

ବ୍ୟବସାୟର ବିସ୍ତାର ଏବଂ ଧନ ଲାଭ ହେବ । ବଡ ବେପାରୀ ମାନେ କାରବାର କରିବା ସମୟରେ ନିଜର ଭାବନା ଉପରେ କାବୁ ରଖନ୍ତୁ । ଆପଣଙ୍କୁ ବ୍ୟବସାୟରେ ନୂଆ ନୂଆ ସ୍ରୋତ ମିଳିବ । ଯାହାଦ୍ୱାରା ଆପଣ ବହୁତ ଟଙ୍କା କମାଇବାରେ ସଫଳ ହେବେ । ବନ୍ଧୁଙ୍କ ସହିତ ଭେଟ ହେବା ଦ୍ଵାରା ଆପଣ ବହୁତ ଖୁସି ହେବେ । ବିଦ୍ୟାର୍ଥୀମାନେ ସଫଳତା ପାଇବେ । ବଜାର ସ୍ଥିତିକୁ ଧ୍ୟାନରେ ରଖନ୍ତୁ । ସନ୍ତାନଙ୍କ ପକ୍ଷରୁ ଆର୍ଥିକ ଲାଭ ହୋଇ ପାରେ ।

କୁମ୍ଭ

ଆହି ଏହି ରାଶି ଲୋକଙ୍କର ଆର୍ଥିକ କାର୍ଯ୍ୟ ଭଲରେ ସମ୍ପୂର୍ଣ ହେବ । ଆପଣ ପୂର୍ବରୁ କରିଥିବା କାମରେ ଆପଣଙ୍କୁ ଲାଭ ମିଳିବ । ଆଜି କରିଥିବା ନିବେଶ ଆପଣଙ୍କ ସମୃଦ୍ଧି ଏବଂ ଆର୍ଥିକ ସୁରକ୍ଷା ବୃଦ୍ଧି କରିବ । ଘର ଲୋକଙ୍କ ସହିତ ସମୟ ବିତାଇବା ଦ୍ଵାରା ଆପଣ ଖୁସି ଅନୁଭବ କରିବେ । ଲୋକଙ୍କ ସହିତ ବିବାଦ ହୋଇ ପାରେ ଯେଉଁ କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ନିର୍ଦ୍ଧିଷ୍ଟ ଉତ୍ପାଦର ପ୍ରବୃତ୍ତି ବୃଦ୍ଧି ଲାଭଦାୟକ ହେବ । ଆପଣଙ୍କ ସମସ୍ୟାକୁ ଅନ୍ୟ ମାନଙ୍କ ସହିତ ବାଣ୍ଟନ୍ତୁ ।

ମୀନ

ଆଜି ସଫଳତା ନମିଳିବା କାରଣରୁ ନିରାଶ ହୁଅନ୍ତୁ ନାହିଁ । ବ୍ୟବସାୟରେ ଉଚ୍ଚ ଅଧିକାରୀଙ୍କ ସହିତ କାମ କରିବା ସମୟରେ ସାବଧାନ ରୁହନ୍ତୁ । ନୂଆ ନିଷ୍ପତ୍ତି ଲାଭଦାୟକ ହେବ । ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ ଆଗକୁ ଆପଣଙ୍କୁ ଅନୁତାପ କରିବାକୁ ପଡିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଏକ ନୂଆ ପରିଚୟ ମିଳିବ । ନିଜ ରାଗ ଉପରେ ସଂଯମ ରଖନ୍ତୁ । ଆପଣଙ୍କୁ କେବେ ବି କୌଣସି ବ୍ୟକ୍ତିଙ୍କର ଆବଶ୍ୟକତା ପଡିପାରେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *