ସ୍ତ୍ରୀ ମାନେ ନିଜ ସ୍ଵାମୀଙ୍କୁ ମରିଗଲେ ବି କୁହନ୍ତି ନାହିଁ ଏହି ୪ ଟି ଗୁପ୍ତ ରହସ୍ୟ

ସ୍ତ୍ରୀମାନେ ମରିଗଲେ ବି ସ୍ଵାମୀଙ୍କୁ କୁହନ୍ତି ନାହିଁ ଏହି କଥା । ଜଣାଯାଏ ଯେ ବୈବାହିକ ଜୀବନରେ ସ୍ଵାମୀ ସ୍ତ୍ରୀ ନିଜ ଭିତରେ ଅନେକ କଥା ଆଲୋଚନା କରିଥାନ୍ତି । ମନାଯାଏ ଯେ ନିଜ ଭିତରେ ଆଲୋଚନା କରି ଚାଲିଲେ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ନିବିଡ ରହିଥାଏ ଓ ଜୀବନ ସୁଖରେ କଟିଥାଏ । ଏହା ମାନିବାକୁ ବି ପଡିବ ଆମ ଜୀବନରେ ଏମିତି ଅନେକ କଥା ରହିଥାଏ ଆମେ ତାହା କାହା ସହ ଶେୟାର କରିନଥାଉ, ଏମିତିକି ନିଜ ଜୀବନ ସାଥିଙ୍କ ସହ ବି ନୁହଁ । କାହା ମନରେ କଣ ଚାଲିଥାଏ ଯେ ଜାଣିବା ଅସମ୍ଭବ ଓ ମହିଳା ମାନଙ୍କ ମନରେ କଣ ଚାଲିଥାଏ ତାଙ୍କ ମନର କଥା ଜାଣିବା ବହୁତ କଷ୍ଟକର ଅଟେ ।

ଏହା ଶାସ୍ତ୍ରରେ ବି କୁହାଯାଇଛି ନାରୀମାନଙ୍କ ମନର କଥା ନାରାୟଣ ବି ଜାଣି ପାରିନଥିଲେ । କଣ ଆପଣ ଜାଣିଛନ୍ତି କି ଏମିତି କିଛି ସ୍ତ୍ରୀ ଅଛନ୍ତି ଏମିତି କିଛି କଥା ଅଛି ଯାହାକୁ ଲୁଚାଇ ରଖିଥାନ୍ତି , ଏବଂ ସେମାନେ ଏହି କଥାକୁ ନିଜ ସ୍ଵାମିକୁ ବି କହିବାକୁ ପସନ୍ଦ କରିନଥାନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି ଚାରୋଟି କଥା ଯାହା ସ୍ତ୍ରୀମାନେ ନିଜ ସ୍ଵାମୀଙ୍କୁ ନକହି ଲୁଚାଇ ରଖିଥାନ୍ତି ।

ପ୍ରଥମରେ ପ୍ରଥମ ପ୍ରେମ

ସେ ନିଜ ଜୀବନରେ ସ୍ଵାମୀଙ୍କ ଆସିବା ପୂର୍ବରୁ ଅନ୍ୟ କାହା ସହ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥାନ୍ତି । କିନ୍ତୁ ସେ ଏହିକଥା କାହା ସହ ଶେୟାର କରନ୍ତି ନହିଁ । ସେ ନିଜ ସ୍ଵାମୀଙ୍କୁ ବି ଏହି ବିଷୟରେ ଜଣାଇ ନଥାନ୍ତି କାହିଁକି ନା ତାଙ୍କୁ ଡରଥାଏ ଯେ ଯଦି ସେ ନିଜ ସ୍ଵାମୀଙ୍କୁ ଏହି ବିଷୟରେ କହିଦେବେ ତାଙ୍କ ସ୍ଵାମୀ ତାଙ୍କୁ ଆଊ ଭଲ ପାଇବେ ନାହିଁ । ପ୍ରତ୍ୟେକ ସ୍ତ୍ରୀ ଚାହିଁଥାନ୍ତି ଯେ ତାଙ୍କ ବୈବାହିକ ଜୀବନରେ କିଛି ବାଧା ନ ଆସୁ । ତେଣୁ ନାରୀମାନେ ଜୀବନ ସାରା ଏହି କଥାକୁ ନିଜ ସ୍ଵାମୀଙ୍କ ଠାରୁ ଲୁଚେଇ ରଖିଥାନ୍ତି ।

ଟଙ୍କା ପଇସା କଥା

ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ଵାମୀଙ୍କ ଠାରୁ କିଛି ଟଙ୍କା ଲୁଚାଇ ରଖିଥାନ୍ତି ଯାହାକୁ ସେ ଘରର ଛୋଟ ଛୋଟ ଜରୁରୀ କାମରେ ଖର୍ଚ୍ଚ କରିଥାନ୍ତି , ଅସୁବିଧା ସମୟରେ ଖର୍ଚ୍ଚ କରନ୍ତି, ବା ନିଜ ସ୍ଵାମୀଙ୍କୁ ଦେଇଥାନ୍ତି, ଏହିପରି ସେ ଅସୁବିଧା ସମୟରେ ସହାୟକ ହୋଇଥାନ୍ତି ।

ତୃତୀୟରେ ମନର କଥା

ବେଳେବେଳେ ମନର କଥାକୁ ନେଇ ସ୍ଵାମୀ ସ୍ତ୍ରୀ ଭିତରେ ସହମତି ହୋଇନଥାଏ , ସେହି ସମୟରେ ପୁରୁଷ ମନର କଥାରେ ଅଟଳ ଥାଏ ତ ସ୍ତ୍ରୀମାନେ ପଛକୁ ହଟିଥାନ୍ତି ଓ ନିଜ ସ୍ଵାମୀଙ୍କ ହଁ ରେ ହଁ ଭରିଥାନ୍ତି । ସେହିଠାରେ ହିଁ ତାଙ୍କ ମନରେ ଇଛା ପୂରଣ ହୋଇ ପାରିନଥାଏ । କାରଣ ସେମାନେ ନିଜ ସ୍ଵାମୀଙ୍କ କଥାକୁ ସମ୍ମାନ ଦେଇଥାନ୍ତି , ଆଊ ନିଜ ଇଛା ଠାରୁ ନିଜ ସ୍ଵାମୀଙ୍କ ଇଛାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

ଚତୁର୍ଥରେ ଶରୀରର ପୀଡା

ସେ ନିଜ ଶରୀରର ପୀଡା ବିଷୟରେ ନିଜ ସ୍ଵାମୀଙ୍କୁ ବି କିଛି ଜିନିଷ ଜଣେଇନଥାନ୍ତି । କାରଣ ଏମାନେ ଛୋଟ ଛୋଟ କଥା କହି ନିଜ ସ୍ଵାମୀଙ୍କୁ ଚିନ୍ତିତ କରିବାକୁ ଚାହାନ୍ତି ନାହିଁ । ସେ ଜାଣିଥାନ୍ତି ଘରର ସମସ୍ତ ଦାୟିତ୍ଵ ନିଜ ସ୍ଵାମୀଙ୍କ ଊପରେ ଥାଏ ଆଉ ସେ ନିଜ ରୋଗ କଥା କହି ତାଙ୍କୁ ଆଉ ଟେନ୍ସନ ଦବାକୁ ଚାହାନ୍ତି ନହିଁ । ଆପଣମାନେ ଜାଣି ରଖନ୍ତୁ ବିବାହିତା ନାରୀ ମାନେ କୌଣସି ବି ପରିସ୍ଥିତିରେ ଏହିସବୁ କଥା ନିଜ ସ୍ଵାମୀଙ୍କୁ କହିନଥାନ୍ତି । ଅଶା କରୁଛୁ ଏହି ଲେଖାଟି ଆପଣଙ୍କର ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *