TV ସିରିଏଲ ସାଥ ନିଭାନା ସାଥିୟା ର ରାଶିର ପୁଅ ଶାହିର ମୋଦୀ ଆଜି ଦେଖା ଯାଆନ୍ତି ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ

ଷ୍ଟାର ପ୍ଲସର ବହୁ ଚର୍ଚ୍ଚିତ ସୋ ସାଥ ନିଭାନା ସାଥୀୟା ବହୁତ ଲୋକପ୍ରିୟ ହୋଇଥିଲା । ଏହି ସୋ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ସୋ ର ସବୁ କାଳାକାର ମାନଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଷ୍ଟାର ପ୍ଲାସର ଏହି ସୋ ଭାରତର ଘରେ ଘରେ ପରିଚିତ ଥିଲା । ଏହି ସୋ ଏତେ ଲୋକପ୍ରିୟ ହୋଇଥିଲା ଯେ ,

ଏଥିରେ ଅଭିନୟ କରିଥିବା ସମସ୍ତ କାଳାକାର ମାନେ ମଧ୍ୟ ନିଜ ନିଜର ଅଭିନୟ ଫଳରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ତେବେ ଆସନ୍ତୁ ଜାଣିବା ସେହି ସୋ ରେ ରାଶିଙ୍କ ପୁଅ ଭୂମିକାରେ ଆଭିନୟ କରିଥିବା କଳାକାରଙ୍କ ବିଷୟରେ ।

ସାଥ ନିଭାନା ସାଥୀୟା ସିରିଏଲରେ ସାହିର ମୋଦିଙ୍କ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ଙ୍କ ଆସଲି ନାମ ହେଉଛି ଭାନୁସାଲି ଇସାନ୍ତ । ସେ ୨୦୦୮ ମସିହା ଏପ୍ରିଲ ୨୮ ତାରିଖରେ ହୋଇଥିଲା । ବର୍ତ୍ତମାନ ସେ ୧୩ ବର୍ଷ ବୟସର ହୋଇ ସାରିଛନ୍ତି ।

ତାଙ୍କ ମାତାଙ୍କ ନାମ ଜୟଶ୍ରୀ ଭନୁସାଲି ଅଟେ । ସେ ସାଥ ନିଭାନା ସାଥୀୟା , ପାପା ବାୟେ ଚାଞ୍ଚ ଓ ସଙ୍କଟ ମୋଚନ ହନୁମାନ ଭଳି ବହୁତ ହିଟ ସୋରେ କାମ କରିଛନ୍ତି । ତାଙ୍କର ବାଲ ହନୁମାନଙ୍କୁ ସମସ୍ତେ ପସନ୍ଦ କରିଥିଲେ ।

 

ସେ କେବଳ ଛୋଟ ପରଦାରେ କାମକରି ନାହାନ୍ତି । ସେ ସଲମାନ ଖାଁନ ଙ୍କ ସହିତ ବଜରଙ୍ଗୀ ଭାଇଜାନ ଫିଲ୍ମ ରେ ମଧ୍ୟ କାମ କରିଥିଲେ । ସେ ଏଥରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେ ତାଙ୍କର ପାଠ ପଢା ଏବେ ଜାରି ରଖିଛନ୍ତି । ସେ ଅଭିନୟ ଜଗତରେ ଯେତିକି ପ୍ରଶଂସନୀୟ ସେମିତି ପାଠ ପଢ଼ାରେ ମଧ୍ୟ ସେତିକି ପ୍ରଶଂସନୀୟ ହୋଇ ପାରିଛନ୍ତି । ସେ ବର୍ତ୍ତମାନ ତାଙ୍କ ପାଠ ପଢ଼ାରେ ଅଧିକ ଧ୍ୟାନ ଦେଉଛନ୍ତି ।

ତେବେ ଆପଣଙ୍କୁ ଏହି ଚାଇଲ୍ଡ ଆର୍ଟିସ୍ଟ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *