ଓଡିଆ ଜୋକ୍ସ: ସ୍ତ୍ରୀ- ବାବାଜୀ! ଯଦି ମୁଁ କୌଣସି ଯବାନ ପୁଅକୁ କିସ କରିବି ତାହେଲେ କଣ ହବ? ଜବାବ ଶୁଣିଲେ ହସି ହସି ଗଡିଯିବେ

ଜୋକ୍ସ ପଢିବାର ମନ ସମସ୍ତଙ୍କର ହୋଇଥାଏ । ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଜୋକ୍ସ ପସନ୍ଦ ଆସେ ନାହିଁ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ମଜାଳିଆ ଓଡିଆ ଜୋକ୍ସ ଆଣିଛୁ ଯେଉଁ ମାନେ ଜୋକ୍ସ ନ ପଢନ୍ତି ସେମାନେ ମଧ୍ୟ ପଢିବାକୁ ଇଛା କରିବେ, କାରଣ ଆଜିର ଜୋକ୍ସ ବହୁତ ମଜାଦାର ଅଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମ ଜୋକ୍ସ ବିଷୟରେ ।

ଜୋକ୍ ୧

ମୃର୍ତ୍ୟୁ ସମୟରେ ସ୍ଵାମୀ ନିଜ ସ୍ତ୍ରୀକୁ ସବୁ ସତ କଥା କହିବାକୁ ଚାହିଁଲା । ପତି କହିଲା ମୁ ତୁମକୁ ଜୀବନ ସାରା ଧୋକା ଦେଇଛି । ସତ ଏହା ହେଉଛି ଯେ ବହୁତ ମହିଳାଙ୍କ ସହ ମୋର ଶାରୀରିକ ସମ୍ପର୍କ ରହିଛି ।

ପତ୍ନୀ- ମୁଁ ମଧ୍ୟ ଆଜି ସତ କହିବା ପାଇଁ ଚାହୁଁଛି । ତୁମେ କୌଣସି ରୋଗ ପାଇଁ ମରିନ । ମୁଁ ତୁମକୁ ସ୍ଲୋ ପଏଜନ ଦେଇଛି ।

ଜୋକ୍ ୨

ସ୍ତ୍ରୀ- ମୁ ଆଜି ସ୍ଵପ୍ନରେ ଦେଖିଲି ତମେ ମୋ ପାଇଁ ହୀରାର ହାର ଆଣିଛ, ଏହି ସ୍ଵପ୍ନର କଣ ଅର୍ଥ ?

ସ୍ଵାମୀ- ଆଜି ସନ୍ଧ୍ୟାରେ କହିବି । ସନ୍ଧ୍ୟା ସମୟରେ ସ୍ଵାମୀ ଏକ ପ୍ୟାକେଟ ଆଣି ନିଜ ସ୍ତ୍ରୀକୁ ଦେଲା । ସ୍ତ୍ରୀ ସେହି ପ୍ୟାକେଟକୁ ନେଇ ବହୁତ ଖୁସିରେ ଖୋଲିଲା ସେହି ପ୍ୟାକେଟରେ ଏକ ବହି ବାହାରିଲା । ବହିର ନାମ ଥିଲା ‘ସ୍ଵପ୍ନର ଅର୍ଥ’ ।

ଜୋକ୍ ୩

ସ୍ଵାମୀ ସନ୍ଧ୍ୟାରେ ନିଜ କାମ ସାରି ଘରକୁ ଫେରିବା ମାତ୍ରେ ସେ ନିଜ ସ୍ତ୍ରୀର ଆଖିକୁ ନିଜ ହାତରେ ଲୁଚାଇ ଦେଲା ।

ସ୍ତ୍ରୀ(ପ୍ରେମରେ ଡାକିଲା)- ରାଜୁ

ସ୍ଵାମୀ(ରାଗିକି )- ରାଜୁ ନୁହେଁ ମୁଁ ।

ସେହି ସମୟରେ ସ୍ତ୍ରୀ ନିଜ କଥା ବୁଲେଇ ଦେଇ କହିଲା

ସ୍ତ୍ରୀ- sorry, ମୁଁ କହୁଥିଲି ରାଜୁ ପାଣି ନେଇ ଆସ, ସାହେବ ଆସିଲେ ।

ଜୋକ୍ ୪

ସ୍ଵାମୀ- ବୈଜ୍ଞାନିକ ମାନେ କହିଛନ୍ତି ମୂର୍ଖ ମାନଙ୍କ ସ୍ତ୍ରୀ ବହୁତ ସୁନ୍ଦର ହୋଇଥାନ୍ତି ।

ସ୍ତ୍ରୀ- ତମ ପାଖରେ କେବଳ ମୋ ପ୍ରଶଂସା କରିବା ଛଡା ଅନ୍ୟ କୌଣସି କାମ ନାହିଁ ଆଉ ।

ଜୋକ୍ ୫

ସ୍ତ୍ରୀ- ଇଏ କି ବ୍ୟବହାର ମୁ ତମ ସହ ସେତେବେଳ ଠାରୁ କଥା ହେଉଛି ଆଉ ତମେ ମୋ ସହ କିଛି କଥା ହେଉ ନାହଁ ।

ସ୍ଵାମୀ- ମୁ କଣ କରିବି ତମ କଥା ସରିଲେ ତ କିଛି କହିବି ।

ଜୋକ୍ ୬

କେବେ ଭାବିଛ ବିବାହ ପରେ ସ୍ତ୍ରୀ କୁ ବେଗମ କାହିଁକି କୁହାଯାଏ । କାରଣ ବିବାହ ପରେ ସବୁ ଦୁଃଖ ବା ଗମ୍ ସ୍ଵାମୀର ଭାଗ୍ୟରେ ଥାଏ ସେଥିପାଇଁ ।

ଜୋକ୍ ୭

ସ୍ତ୍ରୀ – ଶୁଣ ମୁଁ ବ୍ରା ନେବି ?

ସ୍ଵାମୀ – କଣ ଲାଭ ବ୍ରା ନେଇକି ସେମିତି ବି ଏତେ ଛୋଟ ଛୋଟ ଅଛି ।

ସ୍ତ୍ରୀ- ଲାଜ କରି କହିଲା- ତମେ କାଲୀ ଅଣ୍ଡରୱେର ନେଇଥିଲ ମୁ କିଛି କହିଥିଲି ।

ଜୋକ୍ ୮

ସ୍ତ୍ରୀ- ଯଦି ମୁ କୌଣସି ଯବାନ ପୁରୁଷକୁ କିସ୍ କରିବି ତା ହେଲେ କଣ ହେବ ବାବା ?

ବାବା- ନର୍କକୁ ଯିବ ତମେ ?

ସ୍ତ୍ରୀ- ଆଛା, ଯଦି ମୁଁ ତୁମକୁ କିସ୍ କରିବି ତା ହେଲେ ?

ବାବା- ଚାଲାଖ ଅଛ, ସ୍ଵର୍ଗକୁ ଯିବା ପାଇଁ ଚାହୁଁଛ ତମେ ଯାହା ଲାଗୁଛି ।

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *