ବଡ ଭାଇର ବଂଶ ନିପାତ କରିବା ପରେ ସ୍ତ୍ରୀକୁ କଣ କୁମନ୍ତ୍ର ଦେଇଥିଲେ ଅଭିଯୁକ୍ତ Siba Sahu… 

ବନ୍ଧୁଗଣ ମାହାଙ୍ଗା ହତୟଆକାଣ୍ଡ ମାମଲାରେ ଏବେ ଏକ ବଡ ଖୁଲାସା ସାମ୍ନାକୁ ଆସୁଛି । ଅଭିଯୁକ୍ତ ଶିବ ସାହୁକୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା ପୋଲିସ । ଆଉ ଗତ ପହଡଦିନ କ୍ରାଇମ ରି-କ୍ରିଏସନ କରିଥିଲା ପୋଲିସ । ତେବେ ଗତ ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ ।

ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଶିବ ବାଲିଚନ୍ଦ୍ର ପୁର ଥାନାରେ ଆତ୍ମ ସମର୍ପଣ କରିଥିଲେ । ହତୟଆ କରିବା ପରେ ଶିବ ଏକ ଭିଡିଓ ମଧ୍ୟ ଭାଇରାଲ କରିଥିଲା ସେହି ଭିଡିଓରେ ଶିବ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି ।

ରିମାଣ୍ଡ ଅବଧି ପରେ ଗତ କାଲି ଶିବକୁ କୋର୍ଟରେ ହାଜିର କରାଯାଇ ଥିଲା । ସତ ଜାଣିବାକୁ ଆହୁରି ବାକି ଥିବା ବେଳେ ପୁଣି ଥରେ ରିମାଣ୍ଡ ଆବେଦନ କରାଯାଇ ପାରେ ବୋଲି ସୂଚନା ମିଳିଛି । ପୁଣି ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବା ସହ ଆହୁରି ସତ ଓଗାଳିବାକୁ ଚେଷ୍ଟା କରିବ ପୋଲିସ । ବନ୍ଧୁଗଣ ଶିବ ଏବେ ଜେଲରେ ଅଛି । ହେଲେ ସେ ହତୟଆ କରିବାର ୪ ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା ଆଉ ଏ ସବୁ ବିଷୟରେ ତାଙ୍କ ପତ୍ନୀ ଜାଣିଥିଲେ ।

ଶିବ ପାଞ୍ଚ ଜଣଙ୍କୁ ହତୟଆ କରିବା ପରେ ଦେହରେ ଲାଗିଥିବା ରକ୍ତ ଛିଟାକୁ ସଫା କରିଥିଲେ । ଏହା ପରେ ସେ ତାଙ୍କ ସ୍ତ୍ରୀ ପାଖକୁ ଯାଇଥିଲେ ଓ କହିଥିଲେ ଯଦି ବଞ୍ଚିବାକୁ ଚାହୁଁଛୁ ତା ହେଲେ ଶୀଘ୍ର ପଳେଇଯା । ଏହି ଘଟଣା ବେଳେ ତାଙ୍କ ସ୍ତ୍ରୀ ଘର ଭିତରେ ରହି ଚିତ୍କାର କରିଥିଲେ ହେଲେ ଶିବ କିଛି ବି ଶୁଣି ନଥିଲେ । ହତୟଆ କରିବା ପୂର୍ବରୁ ଓ ପରେ ଶିବ ନିଜ ସ୍ତ୍ରୀକୁ କୁମନ୍ତ୍ରଣା ଦେଇଛନ୍ତି ।

ହତୟଆ ପରେ କଣ ହେବ ପୋଲିସ ଆସିଲେ କଣ କୁହାଯିବ ଏ ସବୁ ବିଷୟରେ ଯୋଜନା କରିଥିବେ ସ୍ଵାମୀ ସ୍ତ୍ରୀ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେମ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *