ଘରେ ସ୍ଵାମୟ ନଥିବା ବେଳେ ସ୍ତ୍ରୀ କରୁଥିଲେ ଖେଳ, ଧରା ପଡିବା ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ କିଛି ଲୋକ ଏକ ବ୍ୟକ୍ତିଙ୍କୁ ଦଉଡିରେ ବାନ୍ଧି ଦେଇଛନ୍ତି ଓ ନିଧୂମ ମାଆଡ ମାଆରିଇଛନ୍ତି ।

ଏହି ବ୍ୟକ୍ତି ଜଣକ ଯେଉଁ କାମ କରିଛନ୍ତି ଆମ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ବିବାହିତା ମହିଳାଙ୍କୁ ଏହି ଯୁବକ ଜଣକ ପ୍ରେମ କରୁଥିଲେ । ମହିଳା ଜଣକଙ୍କର ଗୋଟେ କୁନି ଛୁଆ ବି ଅଛି ତଥା ବି ବ୍ୟକ୍ତିଙ୍କର ମନ ସମ୍ଭାଳିଲା ନାହିଁ । ରାତି ଅଧରେ ଲୁଚି ମହିଳାଙ୍କୁ ଭେଟିବା ପାଇଁ ଆସିଥିଲେ । ପରିବାର ଲୋକ ଜାଣିବା ପରେ ବ୍ୟକ୍ତିଙ୍କ ଅବସ୍ଥା ସଂପୂର୍ଣ୍ଣ ଖରାପ ହୋଇଯାଇଥିଲା ।

ପରିବାର ଲୋକ ବ୍ୟକ୍ତିଙ୍କୁ ଧରି ଗାଁ ଲୋକଙ୍କୁ ଡାକ ପକାଇ ଥିଲେ । ଏହା ପରେ ଗାଁ ଲୋକ ଆସି ବ୍ୟକ୍ତିଙ୍କୁ ନିଧୂମ ମାଆଡ ମାଆରିଇଥିଲେ ଓ ଦଉଡିରେ ବାନ୍ଧି ଦେଇଥିଲେ । ଗାଁ ଲୋକ ମାନେ ଯୁବକଙ୍କ ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ଏହି ଭିଡିଓରେ ଯୁବକ ଜଣକ କାନ୍ଦୁ ଥିବାର ନଜର ଆସୁଛନ୍ତି ଓ ଗାଁ ଲୋକ କହୁଛନ୍ତି ତୋର ବଦନଟା ଦେଖା ଆଉ ଟିକେ ହସିଦେ ।

ବନ୍ଧୁଗଣ ଏହି ଘଟନାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟନାଟି ଅନୁଗୁଳ ଜିଲ୍ଲାରେ ଘଟିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *