ଦେଖନ୍ତୁ Video: ନିଜ ସ୍ଵାମୀଙ୍କୁ ବଞ୍ଚେଇ ଦେବା ପାଇଁ ସ୍ତ୍ରୀ କଲେ ଆକୁଳ ନିବେଦନ, କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅନେକ ଦୁଃ-ଖ-ଦ ଘ-ଟ-ଣା ସାମ୍ନା କୁ ଆସୁଛି । ବର୍ତ୍ତମାନ ପୁଣିଥରେ ଏଭଳି ଏକ ଦୁଃ-ଖ-ନୀ-ୟ ଘ-ଟ-ଣା ସାମ୍ନା କୁ ଆସିଛି । ଯେଉଁଥିରେ ମହିଳା ଜଣକ ନିଜ ସ୍ୱାମୀ ଦେବକାନ୍ତ ଙ୍କ ଚିକିତ୍ସା ନିମନ୍ତେ ସରକାର ଓ ଲୋକ ମାନଙ୍କୁ ଆର୍ଥିକ ସହାୟତା ମାଗୁଛନ୍ତି ।

ସୂଚନା ଅନୁସାରେ, ଦେବକାନ୍ତ କୋରନା ରେ ଆ-କ୍ରା-ନ୍ତ ହୋଇ ହସ୍ପିଟାଲରେ ଭ-ର୍ତ୍ତି ହୋଇଥିଲେ । ପରେ ତାଙ୍କ ଚିକିତ୍ସା ନିମନ୍ତେ ତାଙ୍କୁ ଆଇସିୟୁ ରେ ରଖାଗଲା । ପରେ ଭେଣ୍ଟିଲେଟର୍ ରେ ମଧ୍ୟ ରଖାଗଲା । କିନ୍ତୁ କୌଣସି ଚିକିତ୍ସା ଫଳପ୍ରଦ ହେଲା ନାହିଁ । ଏହାପରେ ଇକମୋ ମେସିନ ଦ୍ଵାରା ମଧ୍ୟ ଚିକିତ୍ସା ହୋଇଥିଲା । କିନ୍ତୁ ଏହା ମଧ୍ୟ କୌଣସି କାମ ଦେଇ ନଥିଲା । ଶେଷରେ ମହିଳା ଜଣକ ନିଷ୍ପତ୍ତି ନେଇଛନ୍ତି ଯେ, ନିଜ ସ୍ୱାମୀ ଙ୍କୁ ଚେନ୍ନାଇ ନେବେ ବୋଲି ।

ଚେନ୍ନାଇ ରେ ଭଲ ଟ୍ରିଟମେଂଟ ହୋଇ ପାରିବ ବୋଲି ସେ ଆଶା କରିଛନ୍ତି ଏବଂ ସେଠାକୁ ନିଜ ପତି ଙ୍କୁ ଚିକିତ୍ସା ନିମନ୍ତେ ନେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ସରକାର ଓ ଲୋକ ମାନଙ୍କ ଠାରୁ ଆର୍ଥିକ ସାହାଯ୍ୟ ର ନିବେଦନ କରିଛନ୍ତି । ମହିଳା ଜଣକ କହିଛନ୍ତି ଯେ, ତାଙ୍କର ଏକ କୁନି ପୁଅ ଓ ଘରେ ବି-ଧ-ବା ମାଆ ଅଛନ୍ତି ।

ଯଦି ସମସ୍ତେ କିଛି ମାତ୍ରାରେ ଆ-ର୍ଥି-କ ସହାୟତା କରିବେ ତେବେ ତାଙ୍କ ସ୍ୱାମୀ ଙ୍କ ଜୀବନ ବଞ୍ଚିଯିବ । ଏହା ଦ୍ବାରା ସେ ସମସ୍ତଙ୍କ ନିକଟରେ ଚିରୋପକୃତ ହେବେ । ମହିଳା ଙ୍କ ବାପା ମଧ୍ୟ ନିଜ ଜ୍ୟୋଇଁ ଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟ ମାଗିଛନ୍ତି ଏବଂ ସେ କହିଛନ୍ତି ଯେ, ଡାକ୍ତର ମାନେ କହିଛନ୍ତି ତାଙ୍କ ଚିକିତ୍ସା ପାଇଁ ପ୍ରାୟ ଦେଢ଼ ରୁ ଦୁଇ କୋଟି ଟଙ୍କା ଆବଶ୍ୟକ ।

ଯାହା ସେମାନଙ୍କ ପାଇଁ ଯୋଗାଡ଼ କରିବା ଅସମ୍ଭବ ହୋଇ ପଡ଼ିଛି । କାରଣ ପୂର୍ବରୁ ଦେବକାନ୍ତ ଙ୍କ ଚିକିତ୍ସା ନିମନ୍ତେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଛି । ତେଣୁ ସେ ତାଙ୍କ ର ଚିକିତ୍ସା ଚେନ୍ନାଇ ରେ କରିବା ପାଇଁ ଆର୍ଥିକ ସାହାଯ୍ୟ ର ପ୍ରାର୍ଥନା କରିଛନ୍ତି । ନିଜ ସ୍ୱାମୀ ଙ୍କ ଉତ୍ତମ ଚିକିତ୍ସା ପାଇଁ ମହିଳା ଜଣକ ସରକାର ଓ ଲୋକ ମାନଙ୍କୁ କିଛି ଅର୍ଥ ସାହାଯ୍ୟ ର ଅନୁରୋଧ କରିଛନ୍ତି ।

ତାଙ୍କର ଏଭଳି କୌଣସି ଚଳାଚଳ ସମ୍ପତ୍ତି ମଧ୍ୟ ନାହିଁ ଯାହାକୁ ବିକ୍ରି କରି ସେ ଦେବକାନ୍ତ ଙ୍କ ଚିକିତ୍ସା କରି ପାରିବେ । ତେଣୁ ଯଦି ସରକାର ଓ ଲୋକ ମାନଙ୍କ ଠାରୁ କିଛି ମାତ୍ରାରେ ଆର୍ଥିକ ସାହାଯ୍ୟ ମିଳିବ ତେବେ ଭଲ ହୁଅନ୍ତା ବୋଲି ସେ ଅନୁରୋଧ କରି କହିଛନ୍ତି । ତେଣୁ ଆପଣ ମାନେ ମଧ୍ୟ ତାଙ୍କୁ ସାହାର୍ଯ୍ୟ ର ହାତ ବଢାନ୍ତୁ ଓ ନିଜ ମତାମତ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *