ଦେଖନ୍ତୁ Video: ହଠାତ ଭାରସାମ୍ୟ ହରାଇ ଟ୍ରେନ ଚକା ତଳକୁ ଆସିଗଲେ ବୃଦ୍ଧ, ଦେବଦୂତ ସାଜି ବୃଦ୍ଧଙ୍କ ଜୀବନ ଏମିତି ବଞ୍ଚେଇଲେ ପାଇଲଟ, ଭିଡିଓ ଦେଖିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ଆପଣ ମାନେ ଏହି କରୋନା କାଳ ରେ ଅନେକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଦେଖିଥିବେ ଏବଂ ଶୁଣିଥିବେ । ତେବେ ନ୍ୟୁଜ ଏବଂ ମୋବାଇଲ ରେ ଅନେକ ଭିଡିଓ ଭାଇରାଲ ମଧ୍ୟ ହେଉଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି ।

ଆପଣ ମାନେ ଅନେକ ଥର ଶୁଣିଥିବେ କି ଟ୍ରେନ ଚକା ତଳେ କିମ୍ବା ଟ୍ରେନ ଲାଇନ ରେ ଲୋକ ମାନେ ଆ-ତ୍ମ-ହ-ତ୍ୟା କରୁଛନ୍ତି କିମ୍ବା କୌଣସି ଦୁ-ର୍ଭା-ଗ୍ୟ ବ-ଶ-ତଃ ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟୁ-ଛି । ଏହାକୁ ନେଇ ଅନେକ ଘ-ଟ-ଣା ଦେଖିବାକୁ ମିଳିଥାଏ । ଏହା ନିଜର ଅସାବଧାନତା ଯୋଗୁଁ ମଧ୍ୟ ଏହି ଭଳି ଦୁ-ର୍ଘ-ଟ-ଣା ଦେଖିବାକୁ ମିଳିଥାଏ । ତେବେ ସେହି ପରି ଏକ ଅସାବଧାନତା ଯୋଗୁଁ ଏକ ଦୁ-ର୍ଘ-ଟ-ଣା ହେଉ ହେଉ ବଞ୍ଚିଗଲା ତେବେ ଆସନ୍ତୁ ଜାଣିନେବା ସମ୍ପୃକ୍ତ ଘ-ଟ-ଣା ସମ୍ପର୍କରେ ।

ଟ୍ରେନ ଲାଇନ ରେ ଜଣେ ଵୃଦ୍ଧ ଲୋକ ଚାଲିକି ଯାଉଥିଲେ ଏବଂ ହଠାତ ସେ ନିଜ ଭାରସାମ୍ୟ ହ-ରା-ଇ ସେହି ଟ୍ରେନ ଲାଇନ ରେ ହିଁ ଗ-ଳି ପ-ଡି-ଲେ ଏବଂ ଆଉ ଉଠି ପାରିଲେ ନାହିଁ । ତେବେ ଏହି ସମୟରେ ଗୋଟିଏ ଟ୍ରେନ ଦ୍ରୁତ ଗତିରେ ନିଜ ଲକ୍ଷ ସ୍ଥଳ କୁ ଆସୁଥିଲା କିନ୍ତୁ ସେଠାରେ ଥିବା ରେଳ ବିଭାଗ କର୍ମଚାରୀ ଏବଂ ରେଳ ପାଇଲଟ ଏହା ଦେଖି ଏମରଜନସି ରେ ଟ୍ରେନ କୁ ବ୍ରେ-କ ମା-ରି-ଥି-ଲେ କିନ୍ତୁ ତଥାପି ଟ୍ରେନ ଟି ଵୃଦ୍ଧ ଙ୍କ ଉପରେ ଗ-ଡି-ଯା-ଇ ଥିଲା ଏବଂ ସେ ଟ୍ରେନ ଚକା ତଳେ ଫ-ସି-ଯା-ଇଥିଲେ ।

ତେବେ ଏହା ପରେ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀ ମାନେ ସେହି ବୃଦ୍ଧ ବ୍ୟକ୍ତି କୁ ଉ-ଦ୍ଧା-ର କରିଥିଲେ । ତେବେ ସେହି ବୃଦ୍ଧ ଜଣଙ୍କ ର କୌଣସି କ୍ଷତି ହୋଇ ନଥିଲା ସେ ସମ୍ପୂର୍ଣ୍ଣ ଠିକ ଥିଲେ । ତେବେ ସେ ନୂତନ ଜୀଵନ ପାଇଲା ଭଳି ଭାବୁଥିଲେ । ଏହା ସହ ସେହି ବୃଦ୍ଧ ବ୍ୟକ୍ତି ଙ୍କୁ ଟ୍ରେନ ଲାଇନ ରେ ଏଭଳି ଯିବାକୁ ଏବଂ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ ତା ସହିତ ପାଇଲଟ କୁ ନିଜ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ସେଠା କାର କର୍ମଚାରୀ ମାନେ ।

ତେଣୁ ଏଭଳି ଘ-ଟ-ଣା ଏକ ଆଶ୍ଚର୍ଯ୍ୟ ଜନକ ଥିଲା ଏବଂ ପାଇଲଟ ର ବୁଦ୍ଧିମତା ଏବଂ ଧ୍ୟାନ ଯୋଗୁଁ ସେହି ଵୃଦ୍ଧ ଜଣଙ୍କ ବଂଚି ପାରିଥିଲେ । ତେଣୁ ସର୍ଵଦା ଟ୍ରେନ ଲାଇନ ରେ ଯିବା ବେଳେ କିମ୍ବା ଟ୍ରେନ ରେ ଯାତ୍ରା କରିଥିବା ବେଳେ ସାବଧାନତା ରହିବା ଆବଶ୍ୟକ ଅଟେ । ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *